ପୋଲସରା ଟ୍ରାକ୍ଟର ମାଲିକ ସଂଘ ତରଫରୁ ଜୋର ଜୁଲମ କର ଆଦାୟ ପ୍ରତିବାଦରେ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ ।

ପୋଲସରା,୧୬/୦୯(ପିପିଟି); ଗଞ୍ଜାମ ଜିଲ୍ଲା ପୋଲସରା ସ୍ଥିତ ମାଁ ଦକ୍ଷୀଣ କାଳି ଟ୍ରାକ୍ଟର ମାଲିକ ସଂଘ ତରଫରୁ କରୋନା ମହାମାରୀ ଜନିତ ସଙ୍କଟ ସମୟରେ ପ୍ରାୟ ପାଞ୍ଚ ରୁ ଛଅ ମାସ ପର୍ଯ୍ୟନ୍ତ ଟ୍ରାକ୍ଟର ପରିବହନ ବନ୍ଦ ରହିଲା ।
Read More...

ଶଙ୍କର ସୁବୁଦ୍ଧି ହେଲେ ବାଚସ୍ପତିଙ୍କ ପ୍ରତିନିଧି ।

କୁକୁଡାଖଣ୍ଡି,୧୬/୦୯(ପିପିଟି); ଓଡିଶା ବିଧାନସଭା ବାଚସ୍ପତି ଡ଼.ସୂର୍ଯ୍ୟ ନାରାୟଣ ପାତ୍ର ନିଜର ଜିଲ୍ଲା ପରିଷଦ ପ୍ରତିନିଧି ଭାବେ ଜଣେ ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ବି.ଶଙ୍କର ନାରାୟଣ ସୁବୁଦ୍ଧିଙ୍କୁ
Read More...

ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଯାଜପୁରରେ କେନ୍ଦ୍ରୀୟ ଟିମ ।

ଯାଜପୁର,୧୬/୦୯(ପିପିଟି);ବନ୍ୟା କ୍ଷୟକ୍ଷତି ଆକଳନ କରିବା ପାଇଁ ଯାଜପୁରରେ ପହଞ୍ଚିଲା କେନ୍ଦ୍ରୀୟ ଟିମ। ଆଜି ଅପରାହ୍ନରେ ଏହି ଟିମ ରସୁଲପୁର ବ୍ଳକର ଖଣ୍ଡାସ ଠାରେ ସୃଷ୍ଟି ହୋଇଥିବା ଘାଇ ଅଞ୍ଚଳ ପରିଦର୍ଶନ କରିଛନ୍ତି।
Read More...

ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୯୦,୧୨୩; ୨୪ ଘଣ୍ଟାରେ ସୁସ୍ଥ ୮୨,୯୬୧ ଏବଂ ମୃତ ସଂଖ୍ୟା ୧୨୯୦ ।

ନୂଆଦିଲ୍ଲୀ,୧୬/୦୯; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ସୁଦ୍ଧା ନୂତନ ଆକ୍ରାନ୍ତ ୯୦,୧୨୩ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୮୨,୯୬୧ ଏବଂ ୧୨୯୦ ସଂକ୍ରମିତଙ୍କ
Read More...

ସହରୀ ବାବୁ ।

ସହରୀ ବାବୁ ଗୋ ସହରୀ ବାବୁ,କ୍ଷଣ ଟିଏ ଏଣେ ଶୁଣି କି ଯିବୁ ।ଗାଁ ମା ଛାଡି ଦିଲ୍ଲୀ ଧାଇଁବୁ,ଚାଷ ଛାଡି ତୁ ଚାକର ହବୁ ।କ୍ଷେତ ରେ କଳ ବସାଇ ଦବୁ,ଅଳପ ଦିନେ ଧନୀ ହୋଇବୁ ।ଜଙ୍ଗଲ କାଟି ଘର କରିବୁ,ଟଙ୍କା ଗଦା ରେ ଶୋଇପଡିବୁ
Read More...

ହୁସିଆର : ଆଉ ମାରନାହିଁ ମଣିଷକୁ

ବାରତା ଶୁଣି ପଢ଼ି କାନ ହେଲାଣି ବଧିରଆଖି ହୋଇଲାଣି ଜଳକାଲୋଡ଼ା ନାହିଁ ଆଉ ବାର୍ତ୍ତା ଆମକୁଲୋଡ଼ା ଔଷଧ ରାସନ ସଉଦା ।ଜିଇଁ ଥାଉ ଥାଉ ମରୁଅଛୁ ଆଜିଔଷଧ ବଟିକା ଅଭାବେଡାକ୍ତରଖାନାରେ ତାଲା ଝୁଲୁଅଛିତୁମର ବୁଡ଼େକି ଅଭାବେ
Read More...

ନିଡାମ୍ବର ଭାବେ ବିଶ୍ୱକର୍ମା ପୂଜା ।

ପଦ୍ମପୁର,୧୬/୦୯(ପିପିଟି); ପଦ୍ମପୁର ସହର ତଥା ଆଖପାଖ ଅଞ୍ଚଳ ସୋହେଲା,ବିଜେପୁର ଦିପ୍ତିପୁର, ଝାରବନ୍ଧ,ପାଇକମାଲ, ଗାଇସିଲେଟ ଇତ୍ୟାଦି ସମଗ୍ର ବ୍ଲକ ଅଞ୍ଚଳରେ ଥିବା ସହର ସମେତ ଗ୍ରାମାଞ୍ଚଳ ମାନଙ୍କରେ ଆଜି ସୃଷ୍ଟିର ପାଳନ
Read More...

ମନରେଗା ଶ୍ରମିକଙ୍କ ୮ ଦଫା ଦାବୀ ହାସଲ ପାଇଁ ୧୬ ମିନିଟ୍ ଘଣ୍ଟ ଥାଳି ପ୍ରତିବାଦ ।

ବ୍ରହ୍ମପୁର, ୧୬/୦୯(ପିପିଟି); ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପିନାଥପୁର ଗ୍ରାମରେ ମନରେଗା ଶ୍ରମିକଙ୍କ ୮ ଦଫା ଦାବିରେ କ୍ରାନ୍ତିକାରୀ କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆଜି ଅର୍ଥାତ୍ ୧୬
Read More...

ଅଜଣା ରୋଗ ପୋକ ଆତଙ୍କ,ଚାଷୀର ମୁଣ୍ଡରେ ଚଡକ ।

ପଦ୍ମପୁର,୧୬/୦୯(ପିପିଟି); କରୋନା ସମୟରେ ଚାଷ କାର୍ଯ୍ୟରେ କଟକଣା କୋହଳ ହେବା ପରେ ଚାଷୀ ଖୁସିରେ ଚାଷ କାର୍ଯ୍ୟରେ ଲାଗିପଡ଼ିଥିଲେ । ହେଲେ ବର୍ତ୍ତମାନ ଧାନ ଚାଷରେ ଅଜଣା ରୋଗପୋକ ଆତଙ୍କ ଚାଷୀର ମୁଣ୍ଡରେ ଚଡକ ସଦୃଷ ପଲଟିଛି ।
Read More...