ବିଜେଡିର ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ ପରଲୋକ ।
କନ୍ଧମାଳ,୨୬/୦୪(ପିପିଟି): କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ପୂର୍ବତନ ଫୁଲବାଣୀ ସାଂସଦ ସୁଗ୍ରୀବ ସିଂଙ୍କ ସୋମବାର ପରଲୋକ ଘଟିଛି। କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି…
Read More...
Read More...