ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୨୧୬।

ଭୁବନେଶ୍ବର ୦୪/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୨୧୬। ପଜିଟିଭ ସଂଖ୍ୟା ୪,୭୯,୭୫୨ ଚିହ୍ନଟ ହୋଇଛନ୍ତି ୪,୦୪,୦୬୩ ଜଣ ସୁସ୍ଥ ହୋଇଥିବା ବେଳେ ୭୩,୫୪୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୦୮୮ ଜଣଙ୍କର ମୃତ୍ୟୁ…
Read More...

ଫାର୍ମାସିଷ୍ଟ ସୀମାଞ୍ଚଳ ପଲେଇଙ୍କ ପରଲୋକ ।

ବେଲଗୁଣ୍ଠା,୦୩/୦୫(ପିପିଟି); ବେଲଗୁଣ୍ଠା ବ୍ଲକ ଅଧୀନସ୍ଥ ମଙ୍ଗଳପୁର ଗ୍ରାମର ସୀମାଞ୍ଚଳ ପଲେଇ (୫୫) ଗତ କାଲି ରାତ୍ର ୧୧ ଘଣ୍ଟିକା ସମୟରେ ବ୍ରହ୍ମପୁର ବଡ଼ ମେଡିକାଲର କାଜୁଆଲଟିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।…
Read More...

କରୋନା ଛଡାଇ ନେଇଛି ମାନବିକତା : ଶବ ସତ୍କାରକୁ ବାରଣ ।

ଭଞ୍ଜନଗର,୦୩/୦୫(ପିପିଟି); ବର୍ତ୍ତମାନ ସମୟରେ କରୋନାକୁ ନେଇ ହଜିଗଲାଣି ମାନବିକତା। ମଣିଷ ସମାଜ ପରସ୍ପରକୁ ସୁବିଧା ଅସୁବିଧାରେ ସାହାଯ୍ୟ କରିବା ତ ଦୂରର କଥା କାହାର ଦୁଃଖ ସମୟରେ ମଧ୍ୟ ସାଥ ଦେବା ପରିବର୍ତ୍ତେ କରୋନା ନାମରେ…
Read More...

ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠନ ।

ବେଲଗୁଣ୍ଠା,୦୩/୦୫(ପିପିଟି); ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ଏକ ଜରୁରୀ ବୈଠକର ଆୟୋଜନ କରାଯାଇ ଏହାର ନୂତନ ପରିଚାଳନା କମିଟି ଗଠନ କରାଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ଉପସଭାପତି…
Read More...

କମ୍ରେଡ଼ ଶିବରାମ କିମ୍ସ କୋଭିଡ ହସ୍ପିଟାଲରେ ଭର୍ତ୍ତି ।

ଭୁବନେଶ୍ୱର, ୦୩/୦୫; ସିପିଆଇ(ଏମ୍-ଏଲ) ରେଡ଼ ଷ୍ଟାର ଓଡିଶା ରାଜ୍ୟ ସମ୍ପାଦକ କମ୍ରେଡ଼ ଶିବରାମ ଆଜି ମଧ୍ୟାହ୍ନରେ କିମ୍ସ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିଏମସି ମୋବାଇଲ ଭ୍ୟାନ୍ ଆସି କୋଭିଡ ଟେଷ୍ଟ କରିବା ପରେ ସେ…
Read More...

ଶିଶୁଣ୍ଡା ଜଙ୍ଗଲରେ ଡବଲ ମର୍ଡର ଘଟଣାରେ ୨ଗିରଫ ।

ଭଞ୍ଜନଗର,୦୩/୦୫(ପିପିଟି); ବହୁ ଚର୍ଚ୍ଚିତ ଜଗନ୍ନାଥ ପ୍ରସାଦ ନିକଟ ଶିଶୁଣ୍ଡା କାଜୁ ଜଙ୍ଗଲରେ ଗତ ମାସ ୨୩ତାରିଖରେ ବୃଦ୍ଧ ଦମ୍ପତିଙ୍କୁ କେହି ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଯାଇଥିଲା।ଏହି ଘଟଣାରେ ଜଗନ୍ନାଥ ପ୍ରସାଦ…
Read More...

ଅଖିଳ ଭାରତ ଯୁବ ସଂଘର ପ୍ରତିଷ୍ଠା ଦିବସ ପାଳିତ।

ଜଗତସିଂହପୁର,୦୩/୦୫(ପିପିଟି); ଜଗତସିଂହପୁର ଜିଲ୍ଲା ଜୋନାଲ କମିଟି ପକ୍ଷରୁ ଅଖିଳ ଭାରତ ଯୁବ ସଂଘର ୬୨ ତମ ପ୍ରତିଷ୍ଠା ଦିବସ ଉଗାଳପୂର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଆଇଓ୍ଵାଇଏଫ୍ ଜଗତସିଂହପୁର ଜିଲ୍ଲା ଆବାହିକା ରୋଜାଲିନ…
Read More...

ସାପ୍ତାହିକ ସଟ୍ ଡାଉନ୍ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ବନ୍ଦ ରହିବ; ସକାଳ ୬ଘ.ରୁ ଦିନ ୧୨ଘ. ମଧ୍ୟରେ ଅତ୍ୟାବଶ୍ୟକୀୟ…

ଛତ୍ରପୁର,ତା.୦୩/୦୫(ପିପିଟି); ଗଞ୍ଜାମ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ଗାଇଡ୍ ଲାଇନ୍ ର କଡାକଡି ପାଳନ କରାଯିବ । ବୁଧବାର ଦିନ ସକାଳ ୫ଘ. ରୁ ଆରମ୍ଭ କରାଯାଇଥିବା ଲକ୍ ଡାଉନ୍ ମେ ୧୯ ତାରିଖ ପର୍ଯ୍ୟନ୍ତ…
Read More...

ଆଜି ମାଲକାନଗିରି ଜିଲ୍ଲାରେ ୭୩ କରୋନା ରୋଗୀ ଚିହ୍ନଟ; ୩୨୭ କରୋନା ସଂକ୍ରମିତି ବ୍ଯକ୍ତି ଚିକିତ୍ସିତ ।

ମାଲକାନଗିରି,ତା:୦୩/୦୫(ପିପିଟି);ମାଲକାନଗିରି ଜିଲ୍ଲାରେ ଆଜି ୭୩ ଜଣଙ୍କୁ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି । ଫଳରେ କରୋନା ରୋଗୀଙ୍କ ସଂଖ୍ଯା ୩୨୭କୁ ବୃଦ୍ଧି ପାଇଛି । ପ୍ରାପ୍ତ ସୂଚନା ଅନୁସାରେ…
Read More...