ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୭,୮୦୩,ମୃତ୍ୟୁ ସଂଖ୍ୟା ୧,୯୧୭ ।
ଭୁବନେଶ୍ବର,୦୮/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୯ । ବର୍ତ୍ତମାନ ସୁଦ୍ଧା ୮୪,୯୨,୧୫୧ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୭,୮୦୩ ଚିହ୍ନଟ ହୋଇଛନ୍ତି ୩,୩୫,୦୮୦ ଜଣ ସୁସ୍ଥ ହୋଇଥିବା…
Read More...
Read More...