ତୃତୀୟ ପର୍ଯ୍ୟାୟରେ ଆଜି ହିଞ୍ଜିଳିର ଆଉ ୧୦ଟି ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବର/ଛତ୍ରପୁର,୨୬/୦୮(ପିପିଟି); ସ୍ବପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର ପରିଚୟ। ତୁମେମାନେ ବଡ ବଡ ସ୍ବପ୍ନ ଦେଖ । ତୁମ ଭିତରେ ଥିବା ବିପୁଳ ପ୍ରତିଭାକୁ ଉପଯୋଗ କରି ସ୍ବପ୍ନକୁ ସାକାର କର । ତୁମର ସଫଳତା ଆମ ସମାଜର…
Read More...
Read More...
ସରକାରୀ କ୍ୱାର୍ଟର୍ ରୁ ବନରକ୍ଷୀଙ୍କ ମୃତ ଦେହ ଉଦ୍ଧାର; କାରଣ ଅସ୍ପଷ୍ଟ ।
ବେଲଗୁଣ୍ଠା,୨୬/୦୮(ପିପିଟି), ବେଲଗୁଣ୍ଠା ବ୍ଳକ୍ ଅଧୀନସ୍ଥ ଖାରୀଗୁଡା ଜଙ୍ଗଲ ବିଭାଗ ବିଟ୍ ହାଊସ୍ ରୁ ଜଣେ ବନରକ୍ଷୀଙ୍କ ମୃତ ଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସୂଚନା ମୁତାବକ ଭଞ୍ଜନଗର ଲଣ୍ଡେଇ ସାହିର…
Read More...
Read More...
ସାହାରା ପକ୍ଷରୁ କନ୍ଧମାଳ ଜିଲ୍ଲା ସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କ କର୍ମଶାଳା ।
ବାଲିଗୁଡ଼ା,୨୬/୦୮(ପିପିଟି): କନ୍ଧମାଳ ଜିଲ୍ଲାରେ ବାଲ୍ୟ ବିବାହ ଓ ଶିଶୁ ମାନଙ୍କ ଉପରେ ଶାରୀରିକ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଦାୟିତ୍ୱ ଓ ଖବର ପରିବେଷଣ ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ…
Read More...
Read More...
ଭାଦ୍ରବରେ ବର୍ଷାର ଲୁଚକାଳି ଖେଳ, ଜଳପାଇଁ ଚିନ୍ତାରେ ଚାଷୀ କୁଳ, ବେଲଗୁଣ୍ଠାରେ ମରୁଡିର ପଦ ଧ୍ୱନି ।
ବେଲଗୁଣ୍ଠା,୨୬/୦୮(ପିପିଟି);ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ର ଚାଷୀଙ୍କ ପାଇଁ ଚଳିତ ଖରିଫଋତୁ ବର୍ଷା ବଦଳରେ ଲୁହ ଆଣି ଦେଇଛି । ଚାଷୀଙ୍କ ଜମିରେ ଧାନ ତଳି ପଡିଛି ହେଲେ ରୁଆ ହୋଇ ପାରୁନି । ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ…
Read More...
Read More...
ମିଶନ ଶକ୍ତି ଦ୍ବାରା ମହିଳା ଗୋଷ୍ଠୀଙ୍କୁ ଋଣ ପ୍ରଦାନ।
ବୁଗୁଡା,୨୬/୦୮(ପିପିଟି); ବୁଗୁଡା ଏନ୍ଏସି କଲ୍ୟାଣ ମଣ୍ଡପ ଠାରେ ଓଡିଶା ସରକାରଙ୍କ ମିଶନ ଶକ୍ତି ଦ୍ୱାରା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଋଣ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ…
Read More...
Read More...
ଜାତୀୟ କ୍ରୀଡ଼ା ଦିବସ ପ୍ରସ୍ତୁତି ବୈଠକ ।
ଭଞ୍ଜନଗର,୨୬/୦୮(ପିପିଟି),ଆସନ୍ତା ଅଗଷ୍ଟ 29 ତାରିଖ ରବିବାର ଦିନ ଘୁମୁସର ଶାରିରୀକ ଶିକ୍ଷକ ସଂଘ ଏବଂ ଭଞ୍ଜନଗର ଫୁଟବଲ୍ ଏକାଡ଼େମୀର ମିଳିତ ଆନୁକୂଲ୍ୟରେ ଭଞ୍ଜନଗର ଠାରେ ଜାତୀୟ କ୍ରୀଡ଼ା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ…
Read More...
Read More...
ବାଙ୍କୋଇ ପୋଲିସର ଚଢାଉ ୧୦୦୦ଲିଟର ପୋଚ ନଷ୍ଟ ସହ ୧୦ଲି ଦେଶୀ ମଦ ଜବତ।
ବୋଲଗଡ଼, ୨୬/୦୮(ପିପିଟି) ବୋଲଗଡ ଥାନା ଅଞ୍ଚଳରେ ଦିନକୁଦିନ ନିଶା ଦ୍ରବ୍ୟ କାରାବାର ବଢିବାରେ ଲାଗିଛି। କେଉଁଠି ଦେଶୀ ମଦ ତ କେଉଁଠି ଧଳା ଯହର , ଗଞ୍ଜେଇ ଚୋରା ଚାଲାଣ କରି ମାଫିଆମାନେ ମାଲେମାଲ ହେଉଛନ୍ତି। ଏହାକୁ ନଜରରେ ରଖି…
Read More...
Read More...
ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୪୯।
ଭୁବନେଶ୍ବର ୨୬/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୪୯। ପଜିଟିଭ ସଂଖ୍ୟା ୧୦,୦୪,୦୫୯ ଚିହ୍ନଟ ହୋଇଛନ୍ତି ୯,୮୮,୦୯୦ ଜଣ ସୁସ୍ଥ ହୋଇଥିବା ବେଳେ ୮,୨୮୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭୬୨୮ ଜଣଙ୍କର ମୃତ୍ୟୁ…
Read More...
Read More...
ଆଇନ୍ ସଚେତନ ଶିବିର ଅନୁଷ୍ଠିତ।
ଜଗତସିଂହପୁର,୨୫/୦୮(ପିପିଟି);ଓଡିଶା ରାଜ୍ୟ ମହିଳା କମିଶନ ଓ ଜଗତସିଂହପୁର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଦିକବି ସାରଳା ଦାସ ସଂସ୍କୃତି ଭବନରେ ଆୟୋଜିତ ଆଇନ୍ ସଚେତନତା ଶିବିରରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ.…
Read More...
Read More...