ପଞ୍ଚମ ଥର ପାଇଁ ଗଞ୍ଜାମ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଭାବେ ଯୋଗେନ୍ଦ୍ର ସ୍ୱାଇଁ ମନୋନିତ ।
ସାନଖେମୁଣ୍ଡି,୦୭/୦୮(ପିପିଟି); ଗଞ୍ଜାମ ଜିଲ୍ଲା ବିଜୁଜନତା ଦଳ ବହୁ ପ୍ରତିକ୍ଷିତ ଗଞ୍ଜାମ ଜିଲ୍ଲା କର୍ମକର୍ତ୍ତାଙ୍କ ତାଲିକାକୁ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବି.ଜେ.ଡ଼ି.ସଭାପତି ନବୀନ ପଟ୍ଟନାୟକ ବିଧିବଦ୍ଧ ଘୋଷଣା କରିଛନ୍ତି ।…
Read More...
Read More...