ନବମ ଫୁଲଚରାଣୀ ଫୁଟବଲ ସୁପର ଲିଗ ଉଦଘାଟିତ ।
ଉଲୁଣ୍ଡା,୦୨/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜାପୁର ଉପଖଣ୍ଡ ର ବାଗବର ପଞ୍ଚାୟତ ଅନ୍ତର୍ଗତ ଫୁଲଚରା ଖେଳପଡିଆରେ ୯ ତମ ଫୁଲଚରାଣୀ ଫୁଟବଲ ସୁପର ଲିଗ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ପୂର୍ବତନ ସରପଞ୍ଚ…
Read More...
Read More...