ମିଳିତ ଅବକାରୀ ଧରପଗଡ଼ ; ୪ ଗିରଫ ।

ଭଞ୍ଜନଗର,୦୨/୦୯(ପିପିଟି);ଅବକାରୀ କମିଶନର ଆଶିଷ ସିଂ ଓ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗର…
Read More...

ଘରେ ନପଶୁଣୁ ମୁଣ୍ଡରେ ଚାଳ , ହିଂଜିଳି ପୌର ପରିଷଦ ଭେଣ୍ଡିଂଜୋନରେ ନିମ୍ନ ମାନର କାର୍ଯ୍ୟ ।

ହିଞ୍ଜିଳିକାଟୁ,୦୨/୦୯(ପିପିଟି); ହିଞ୍ଜିଳିକାଟୁ ପୌରପରିଷଦରେ ନୂତନ ଓ ଉନ୍ନୟନ ମୂଳକ କାମର ଅଭାବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହେତୁ ବିକାଶ ପାଇଁ ଅର୍ଥର ବି ଅଭାବ ନାହିଁ । କିନ୍ତୁ ସ୍ୱାର୍ଥବାଦି ଠିକାଦାର…
Read More...

ପାତାଳି ଶ୍ରୀକ୍ଷେତ୍ରରୁ ବାହାରିଲା ନୂଆଖାଇ ଲଗ୍ନ ।

ଉଲୁଣ୍ଡା,୦୨/୯(ପିପିଟି), ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମାଳାଇ ସ୍ଥିତ ଶ୍ରୀ ଶ୍ରୀ ପାତାଳୀ କ୍ଷେତ୍ର ର ପଟଳି ଜିଲ୍ଲାର ବରିଷ୍ଟ ପଣ୍ଡିତ ମଣ୍ଡଳୀଙ୍କ ଦ୍ଵାରା ପାତାଳୀ ମଣ୍ଡପ ଠାରେ ବରିଷ୍ଠ ପଣ୍ଡିତ ମଣ୍ଡଳୀ…
Read More...

ବୋଲଗଡ଼ରେ ବୁଲିଲା ତୃତୀୟ ଲହର କୋଭିଡ୍ ସଚେତନତା ରଥ।

ବୋଲଗଡ଼,୦୨/୦୯(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବଡକୁମାରୀ ଗ୍ରାମପଂଚାୟତ ପରିସରରେ ତୃତୀୟ ଲହର କୋଭିଡ଼ ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାଁ କଲ୍ୟାଣ ସମିତିର ସହଯୋଗରେ ବଡ଼ କୁମାରୀ…
Read More...

ମାଲକାନଗିରି ଜିଲାରେ ଡେଙ୍ଗୁ ଦ୍ରୁତ ଗତିରେ ବ୍ଯାପିଛି,୪୭ ଜଣ ଆକ୍ରାନ୍ତ ।

ମାଲକାନଗିରି,ତା:୦୨/୦୯(ପିପିଟି); ବର୍ତ୍ତମାନ ମାଲକାନଗିରି ଜିଲ୍ଲାର କୋଣେ ଅନୁକୋଣେ ଡେଙ୍ଗୁ ବ୍ଯାପିଛି । ଡେଙ୍ଗୁ ଜ୍ବରରେ ୪୭ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣା ପଡିଛି । ଡେଙ୍ଗୁ ମଶା ଜିଲ୍ଲା ସାରା…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୫୪ ।

ଭୁବନେଶ୍ବର ୦୨/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୫୪ । ପଜିଟିଭ ସଂଖ୍ୟା ୧୦,୦୯,୨୨୩ ଚିହ୍ନଟ ହୋଇଛନ୍ତି ୯,୯୩,୯୦୧ ଜଣ ସୁସ୍ଥ ହୋଇଥିବା ବେଳେ ୭,୨୪୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୦୨୮ ଜଣଙ୍କର ମୃତ୍ୟୁ…
Read More...

ଜୁଆ ଆଡ୍ଡାରେ ପୁଲିସର ଚଢ଼ାଉ; ନଗଦ ଟଙ୍କା, ତାସ୍ ଜବତ ସହ ସାତ ଗିରଫ ।

ବେଲଗୁଣ୍ଠା,୦୧/୦୯(ପିପିଟି), ଗାଙ୍ଗପୁର ପୋଲିସ୍ ଦୁଇଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସାତ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ଟଙ୍କା ଏବଂ ତାସ୍ ଜବତ କରିଛି । ସୂଚନା ପ୍ରକାରେ କୌଣସି ସୂତ୍ରରୁ ଖବର ପାଇ…
Read More...

ବନ ବିଭାଗ ତରଫରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର; ଚାରିଜଣ ଚାଲାଣକାରୀ ଗିରଫ ।

ବାଲିଗୁଡ଼ା,୦୧/୦୯(ପିପିଟି): ବଜ୍ରକାପ୍ତା ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନବିଭାଗ ପକ୍ଷରୁ ଚଢ଼ାଉ । ବାଲିଗୁଡା ବ୍ଲକ ମିଡ଼ିଆକିଆ ଅଞ୍ଚଳରେ ଜଣଙ୍କ ପାଖରେ ବଜ୍ରକାପ୍ତା ଥିବା ଓ ସେ ତାହା ବିକ୍ରି କରିବାକୁ…
Read More...

ତୃତୀୟ ଲହର ସକାଶେ ସତର୍କତା ଜରୁରୀ- ଗଞ୍ଜାମ ଜିଲ୍ଲାପାଳ।

ଛତ୍ରପୁର,୦୧/୦୯(ପିପିଟି); ଆଗାମୀ ଦିନରେ ତୃତୀୟ ଲହର ଆସିବା ସମ୍ଭାବନା ହେତୁ ଗଞ୍ଜାମ ଜ଼ିଲ୍ଲାରେ ଏହାର ପ୍ରଦୁର୍ଭାବକୁ ଏଡ଼ାଇବା ସକାଶେ ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ଭିଡିଓ କନଫରେନ୍ସିଂ ଜରିଆରେ…
Read More...

୪ନୂତନ ଅଧିକାରୀଙ୍କୁ ଆମ ପୋଲିସ ସମିତି ଦ୍ୱାରା ସମ୍ବର୍ଦ୍ଧନା ପ୍ରଦାନ ।

ଭଞ୍ଜନଗର,୦୧/୦୯(ପିପିଟି); ଭଞ୍ଜନଗର ପୋଲିସ ଥାନା ପରିସରରେ ଆମ ପୋଲିସ ସମିତି ତରଫରୁ ମଙ୍ଗଳବାର ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।କେବଳ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କୁ ଛାଡ଼ି ଦେଲେ ଆଉ ୪ଜଣ ନୂତନ…
Read More...