ସହରରେ ଗୋଳିଆ ପାଣିକୁ ନେଇ ଅସନ୍ତୋଷ ଜାହିର କଲା ଓକିଲ ସଂଘ ।
ଭଞ୍ଜନଗର,୦୯/୦୯(ପିପିଟି) : ସ୍ବଚ୍ଛ ନିର୍ମଳ ପାଣି ଜାଗାରେ ଗୋଳିଆ ମଇଳା ପାଣି ଦେଉଥିବାରୁ ଭଞ୍ଜନଗର ଆଇନଜୀବୀ ସଂଘ ପକ୍ଷରୁ ଅସନ୍ତୋଷ ଜାହିର କରାଯାଇଛି। ଯଦି ସ୍ଥାନୀୟ ଜନସ୍ବାସ୍ଥ ବିଭାଗ ପକ୍ଷରୁ ତୁରନ୍ତ ଜନସାଧାରଣଙ୍କୁ…
Read More...
Read More...