ବୁଗୁଡା ଠାରେ ଇନଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ଅନୁମଦନ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କ୍ରୀଡାପ୍ରେମି।
ବୁଗୁଡା,୧୧/୦୮(ପିପିଟି); ବୁଗୁଡା କ୍ରୀଡ଼ାପ୍ରେମୀ ଓ ବୁଦ୍ଧିଜୀବୀ,ଛାତ୍ର ଛାତ୍ରୀ,ବିଜୁ ଜନତା ଦଳର ସମସ୍ତ କର୍ମ କର୍ତ୍ତା ମାନେ ବୁଗୁଡା ଠାରେ ଏକ ଇନଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଦାବି କରିଥିଲେ। ଆଜି ଓଡ଼ିଶାର…
Read More...
Read More...