ପୋଲସରାରେ ବିଶୋଧକ ସିଞ୍ଚନ କରାଗଲା ।

ପୋଲସରା,(ପିପିଟି)୧୩/୦୫, ପୋଲସରା ଏନ୍ଏସି ରେ ଥିବା ଆଞ୍ଚଳିକ ମହିଳା ମହାବିଦ୍ୟାଳୟ କୋଭିଡ୍ ୧୯ କ୍ବାରେଣ୍ଟାଇନ୍ ସେଣ୍ଟରରେ ଅଗ୍ନିଶମ ବିଭାଗ ପକ୍ଷରୁ ରାସାୟନିକ ଦ୍ରବ୍ୟ ସିଞ୍ଚନ କରାଯାଇଛି ।ଅଗ୍ନିଶମ ଅଧିକାରୀ ରୁଦ୍ର ମାଧବ
Read More...

ପ୍ରବାସୀମାନଙ୍କ ଦୁଃଖ ବୁଝି ରନ୍ଧା ଖାଦ୍ୟ ଯୋଗାଇଲେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର କାର୍ଯ୍ୟକର୍ତ୍ତା ।

ହିଞ୍ଜଳିକାଟୁ,(ପିପିଟି)୧୩/୦୫,କରୋନା ଭୂତାଣୁ ମହାମାରୀ ଭାବେ ସାରା ବିଶ୍ବରେ ବଢି ଚାଲିବା ସହ ସଂପୂର୍ଣ୍ଣ ଜୀବନଶୈଳିକୁ ବହୁ ମାତ୍ରାରେ ପ୍ରଭାବିତ କରିଦେଇଛି।ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ପ୍ରତ୍ଯେକ ବ୍ଯକ୍ତି ନିଜର ଜୀବନ
Read More...

ଯନ୍ତ୍ରୀଙ୍କ ନୀରବତା ପିଏମଜିଏସୱାଇ ନିମ୍ନ ମାନର କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛି ।

କୋଦଳା,(ପିପିଟି)୧୩/୦୫ ,ଗଞ୍ଜାମ ଜିଲ୍ଲାର କୋଦଳା ଠାରୁ ଭାୟା ମର୍ଦ୍ଦମେଖ,ଚଢେୟାପଡା - ମର୍ଦ୍ଦକୋଟ ପିଏମଜିଏସୱାଇ କାର୍ଯ୍ୟ ନିମ୍ନ ମାନର ହେଉଥିବା ନେଇ ଫରୱାର୍ଡ ବ୍ଲକ୍ ପକ୍ଷରୁ ତଦନ୍ତ ପାଇଁ ଦାବି କରାଯାଇଛି ।ଉକ୍ତ
Read More...

ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୨୧୦ ରେ ପହଞ୍ଚିଲା,ଏଥିସହ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୫୩୮ ଛୁଇଁଲା ।

ଭୁବନେଶ୍ଵର ,(ପିପିଟି)୧୩/୦୫ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୨୧୦ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୬୮୦୫୭ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ 
Read More...

ପ୍ରବାସୀ ଓଡ଼ିଆଙ୍କୁ ରାସନ୍ ସାମଗ୍ରୀ ପ୍ରଦାନ କଲେ ଶ୍ରୀରୂପ ଦେଓ

ଚିକିଟି,(ପିପିଟି)୧୨/୦୫, ବର୍ତ୍ତମାନ ସାରା ବିଶ୍ବରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ପ୍ରବାସୀ ଓଡ଼ିଆ ମାନେ ସୁଦୂର ହାଇଦ୍ରାବାଦରେ ବସ ବାସ କରୁଥିବା ଚିକିଟି ନିର୍ବାଚନ ମଣ୍ଡଳୀର
Read More...

ଦୁଇ ପଡୋଶୀ ମଧ୍ୟରେ କାନ୍ଥରେ ପାଣି ପକlକୁ ନେଇ ବଚସା ଓ ହଣାକାଟ, ଥାନାରେ ମାମଲା ରୁଜୁ l

ବୋଲଗଡ,(ପିପିଟି)୧୨/୦୫,ନୟାଗଡ ଜିଲ୍ଲା ରଣପୁର ଥାନା ଅଧିନସ୍ଥ ରାଜସୁନାଖଳା ଫାଣ୍ଡିର ଏକ ଡାଳିଆ ସାହି l ଆଜି ସକାଳ ୮ଟାରେ କାନ୍ଥରେ ପାଣିପକାକୁ କେନ୍ଦ୍ରକରି ଦୁଇପରିବାରଙ୍କ ମଧ୍ୟରେ ଗଣ୍ଡଗୋଳଘଟି ଦୁଇ ଗୁରୁତର ଓ ଜଣେ
Read More...

ପୁରୁଣାକୁ ମରାମତି କରି ରାତାରାତି ହୋଇଯାଉଛି ବ୍ରିଜ !

ଦିଗପହଣ୍ଡି,(ପିପିଟି)୧୨/୦୫,ଗଞ୍ଜାମ ଗଜପତି ସୀମାନ୍ତ ଉଜ୍ଜଳେଶ୍ବର ଶୈବ ପୀଠ ଠାରୁ ଭାୟା ପୁରୁଣାପାଣି ,ତରଭଙ୍ଗ ହୋଇ ଗଜପତି ଜିଲ୍ଲା ମହେନ୍ଦ୍ରଗଡ଼କୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ନିମ୍ନ ମାନର ଚାଲିଥିବା ଦେଖିବାକୁ
Read More...

ଯାଜପୁରରେ ଆଉ ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

ଯାଜପୁର,(ପିପିଟି)୧୨/୦୫,ଯାଜପୁରରେ ଆଜି ଆଉ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୪ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ବ୍ୟକ୍ତି ୩ଜଣଙ୍କ ମଧ୍ୟରେ ୨ଜଣ ଦଶରଥପୁର ବ୍ଲକ୍ ଅକରପଡା
Read More...

କରୋନା ଯୁଦ୍ଧ ମୁକାବିଲା ସକାଶେ ସହାୟତା ରାଶି ପ୍ରଦାନ ।

ପଦ୍ମପୁର,(ପିପିଟି)୧୨/୦୫, କରୋନା ମହାମାରୀ ରୂପରେ ସମଗ୍ର ପୃଥିବୀରେ ଉଭା ହୋଇ ବହୁ ଜୀବନ ନେଇ ଚାଲିଛି । ସମସ୍ତ ଦେଶକୁ ଥରହର କରିଦେଲାଣି । ଆମ ଭାରତ ବର୍ଷ ରେ ହଠାତ ଲକ୍ ଡାଉନ ଘୋଷଣା ହେବା ଫଳରେ ନିଃସହାୟ ଖଟିଖିଆ
Read More...

ବିଜେପି ପକ୍ଷରୁ ବ୍ରହ୍ମପୁରରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ ।

ବ୍ରହ୍ମପୁର,(ପିପିଟି)୧୨/୦୫,ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସରକାରୀ ସହାୟତାରୁ ବଞ୍ଚିତ ପରିବାର ଏବଂ ଅସହାୟ ଓ ଦିନହୀନ ବ୍ୟକ୍ତିଙ୍କୁ ଶୁଖିଲା ରାସନ ସାମଗ୍ରୀ ସହ ମାସ୍କ ବଣ୍ଟନ
Read More...