କୃଷକ ସଭା ପକ୍ଷରୁ ଏରସମା ଠାରେ କୃଷକ ସମ୍ବର୍ଦ୍ଧନା ଉତ୍ସବ ।

ଏରସମା,(ପିପିଟି ନ୍ଯୁଜ୍) ୧୬/୦୫, ଶନିବାର ଏରସମା ଠାରେ ଅଖିଳ ଭାରତ କୃଷକ ସଭା ରାଜ୍ୟ ସଭାପତି ସାଥି ଶଶୀଭୂଷଣ ସ୍ୱାଇଁଙ୍କ ସଭାପତିତ୍ୱରେ ସାମାଜିକ ଦୂରତା ଅବଲମ୍ବନ ପୂର୍ବକ କୃଷକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି
Read More...

କୋଇମ୍ବାଟୁରରୁ ପ୍ରବାସୀ ଓଡିଆଙ୍କୁ ନେଇ ଟ୍ରେନ୍ ପହଞ୍ଚିଲା ରାୟଗଡା ।

ରାୟଗଡା,(ପିପିଟି ନ୍ଯୁଜ୍)୧୬/୦୫,ରେଳ ଯୋଗେ ତାମିଲନାଡୁ ରାଜ୍ୟର କୋଇମ୍ବାଟୁରରୁ ପ୍ରଭାସୀ ଓଡ଼ିଆ ଶ୍ରମିକ ମାନଙ୍କୁ ନେଇ ଆଜି ସକାଳ ୭ ଟା ବେଳେ ରାୟଗଡ଼ା ପହଁଚିଛନ୍ତି ।ଏହି  ରେଳରେ  ମୋଟ ୨୦୯ ଜଣ ପ୍ରଭାସୀ ଓଡ଼ିଆ ଶ୍ରମିକ
Read More...

ଦାଦନ ଶ୍ରମିକଙ୍କୁ ନେଇ ବିବାଦ, ରାଜ୍ୟ ଭିତରେ ଦାଦନ ଶ୍ରମିକ ଓ ରାଜ୍ୟ ବାହାର ଦାଦନ ଶ୍ରମିକଙ୍କ ପାଇଁ ଅଲଗା ଗାଇଡ ଲାଇନ୍…

ବରଗଡ଼,(ପିପିଟି ନ୍ଯୁଜ୍) ୧୬ /୦ ୫,କରୋନା ମହାମାରୀ ରେ ଭୟଭୀତ ଓ ଆତଙ୍କିତ ହୋଇ ରାଜ୍ୟ ବାହାରୁ ଓ ରାଜ୍ୟ ଭିତରେ ଥିବା ଲକ୍ଷ ଲକ୍ଷ ଦାଦନ ଶ୍ରମିକ ନିଜ ନିଜ ଭିଟା ମାଟିକୁ ପ୍ରତ୍ଯା ବର୍ତ୍ତନ ଆରମ୍ଭ କରିଛନ୍ତି ।
Read More...

ବ୍ଲକ ଅଫିସ ସାମ୍ନାରେ ବସ ଛାଡି ପଳେଇଲା, ବ୍ଲକ କର୍ତ୍ତୃପକ୍ଷଙ୍କ ଦ୍ୱାରା କ୍ବାରେଣ୍ଟାଇନରେ ଭର୍ତ୍ତି ହେଲେ ପ୍ରବାସୀ…

ଦିଗପହଣ୍ଡି,(ପିପିଟି ନ୍ଯୁଜ୍)୧୬/୫,ବ୍ଲକ ଅଫିସ ସାମ୍ନାରେ ବସ ଛାଡି ପଳେଇଲା, ବ୍ଲକ କର୍ତ୍ତୃପକ୍ଷଙ୍କ ଦ୍ୱାରା କ୍ବାରେଣ୍ଟାଇନରେ ଭର୍ତ୍ତି ହେଲେ ପ୍ରବାସୀ ଓଡ଼ିଆ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି
Read More...

ମୃତକ ପରିବାରକୁ ମନ୍ତ୍ରୀଙ୍କ ୫୦ ହଜାର ଟଙ୍କା ସହାୟତା ପ୍ରଦାନ ।

ଭଞ୍ଜନଗର,(ପିପିଟି ନ୍ଯୁଜ୍)୧୬/୦୫, ଜୀବନ ଜୀବିକା ପାଇଁ ରୋଜଗାର କରିବାକୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାରୁଡ଼ା ଗ୍ରାମର ନାରାୟଣ ସ୍ଵାଇଁ ଙ୍କ ସାନ ପୁଅ ସତ୍ୟବାନ ସ୍ଵାଇଁ ମ୍ୟାଟ୍ରିକ ପଢ଼ା ସରିବା ପରେ ଗୁଜରାଟର ସୁରଟକୁ
Read More...

ସାଙ୍ଗରୋଧ କେନ୍ଦ୍ରରୁ ୧୦୦ମିଟର ନିୟମ ସାନଖେମୁଣ୍ଡି ଅଞ୍ଚଳରେ କାର୍ଯ୍ୟ କରୁନାହିଁ ।

ସାନଖେମୁଣ୍ଡି,(ପିପିଟି ନ୍ଯୁଜ୍)୧୬/ ୦୫, କରୋନା ଭୁତାଣୁ ସାରା ବିଶ୍ୱକୁ ଚିନ୍ତା ରେ ପକେଇଥିଲା ବେଳେ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି କରୋନା । ଏବେ ଏହା ଗଞ୍ଜାମ ଜିଲ୍ଲା ରେ ପ୍ରବେଶ କରି ସାରିଛି । ଗଞ୍ଜାମ ବାସି
Read More...

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୭୩୭ ଛୁଇଁଲା ।ଗଞ୍ଜାମରେ ୨୭୭ ।

ଭୁବନେଶ୍ଵର ,(ପିପିଟି)୧୬/୦୫ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୨୭୭ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା  ୮୬୧୪୦ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ 
Read More...

ରାଜ୍ୟବ୍ୟାପୀ ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ପ୍ରତିବାଦ ଦିବସ ସଂଗଠିତ ।

ଭୁବନେଶ୍ୱର,(ପିପିଟି ନ୍ଯୁଜ୍) ୧୬/୦୫,କରୋନା ମହାମାରୀ ସାରା ବିଶ୍ୱକୁ ଆତଙ୍କିତ କରିବାରେ ଲାଗିଛି । ଓଡ଼ିଶା ସମେତ ସାରା ଦେଶରେ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାର ମୁକାବିଲା କ୍ଷେତ୍ରରେ କେନ୍ଦ୍ର ଓ
Read More...

ସରକାରଙ୍କ ରିଲିଫ୍ ବଣ୍ଟନରେ ଅବ୍ଯବସ୍ଥା । ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ।

ଜଗତସିଂହପୁର(ପିପିଟି ନ୍ଯୁଜ୍ ) ତା୧୬/୦୫/୨୦୨୦- ସରକାରଙ୍କ ଦ୍ୱାରା ରିଲିଫ ଭାବେ ଦିଆ ଯାଉଥିବା ଡାଲିକୁ ହାତେଇବାରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଭୁମିକାକୁ ଅଣଦେଖା କରୁଛନ୍ତି ଜିଲ୍ଲାପାଳ କ୍ଷମତାରେ ଥିବା ସରପଞ୍ଚ । 
Read More...

ଚାକୁଣ୍ଡାରେ ଧାନମଣ୍ଡି ଉଦଘାଟିତ ।

ରାମନାଗୁଡା,(ପିପିଟି ନ୍ଯୁଜ୍)୧୫/୦୫, ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଚାକୁଣ୍ଡାରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ବିଶିକେଶନ ରଥ,କେ. ମଲ୍ଲିକାର୍ଜନ,ଗର୍ଜନା
Read More...