ଫାଣ୍ଡି ଅଧିକାରୀ ଗାଡ଼ି ଭଡା କରି ପ୍ରବାସୀ ଓଡିଆଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଇଲେ ।

କଳାହାଣ୍ଡି,(ପିପିଟି ନ୍ଯୁଜ୍)୧୮/୦୫,ବର୍ତ୍ତମାନ ସମଗ୍ର ଭାରତରେ ପ୍ରବାସୀ ମାନେ ଯିଏ ଯେମିତି ଭାବରେ ମଧ୍ୟ ନିଜ ଜନ୍ମମାଟିକୁ ଫେରିବା ପାଇଁ ତତ୍ପର ।ଏସବୁକୁ ଦେଖି କେନ୍ଦ୍ର ସରକାର ପ୍ରବାସୀ ମାନଙ୍କୁ ନିଜ ରାଜ୍ୟକୁ ଫେରି
Read More...

ପ୍ରେମିଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର ।

କଳାହାଣ୍ଡି,(ପିପିଟି ନ୍ଯୁଜ୍)୧୮/୦୫,ବିଶ୍ଵମହାମାରି କରୋନାର ଆତଙ୍କ ରେ ସମଗ୍ର ବିଶ୍ବ ଆତଙ୍କିତ।ଆମ ଦେଶରେ ମଧ୍ୟ କରୋନା ତାର କାୟା ବିସ୍ତାର କରିଚାଲିଛି।ଏହି ସମୟରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ
Read More...

କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ୨୫ହଜାର ଟଙ୍କା ସହାୟତା ପ୍ରଦାନ ।

ଭଞ୍ଜନଗର,(ପିପିଟି ନ୍ଯୁଜ୍)୧୮/୦, ସର୍ବଦା ଅନ୍ୟମାନଙ୍କ ସୁଖ ଦୁଃଖରେ ସାଥ ଦେଇ ଆସିଥିବା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନା ଆଜି ୧୦ଜଣିଆ କଂଗ୍ରେସ ଟିମକୁ ନେଇ ଭଞ୍ଜନଗର ନିକଟ ବାରୁଡ଼ା ଗ୍ରାମରେ
Read More...

ବିଧାୟିକାଙ୍କ ସଙ୍ଗରୋଧ ଗୃହ ପରିଦର୍ଶନ,ପ୍ରବାସି ଓଡ଼ିଆଙ୍କ ସହ ଆଲୋଚନା ।

କୋଦଳା,(ପିପିଟି ନ୍ଯୁଜ୍)୧୮/୦୫,କବିସୂର୍ଯ୍ୟ ନାଗର ବିଧାୟିକା ଲତିକା ପ୍ରଧାନ ସୋମବାର ଦିନ ବେଗୁନିଆପଡା ବ୍ଲକର ବିଭିନ୍ନ ସଙ୍ଗରୋଧ ଗୃହ ବୁଲି ଦେଖିଥିଲେ।ଏହି ବ୍ଲକର ଚିଙ୍ଗୁଡ଼ିଖୋଲ,ଚନ୍ଦନପୁର, ଏସ.ଛଚିନା ,ବୁରୁଝରି,
Read More...

ଜିଲ୍ଲାପାଳଙ୍କ ସହ ଛଟେଇ କର୍ମଚାରୀଙ୍କ ଆଲୋଚନା ।

ପଦ୍ମପୁର,(ପିପିଟି ନ୍ଯୁଜ୍)୧୮/୦୫,ବରଗଡ ଜିଲ୍ଲା ପଦ୍ମପୁର କେନ୍ଦୁପତ୍ର ଡିଭିଜନ ରେ ନାହିଁ ନଥିବା ପାଲା ଚାଲିଛି । ଏଇ କିଛିଦିନ ତଳେ କେନ୍ଦୁପତ୍ର କର୍ମଚାରୀ ମାନେ ନିଜ ପେଟ ପାଟଣା ପାଇଁ ବିଭିନ୍ନ ଜାଗାରେ ରାସ୍ତା ମଧ୍ୟ
Read More...

କେରଳରେ ଫସି ରହିଛନ୍ତି ୧୦୦ଜଣ ପ୍ରବାସୀ ଶ୍ରମିକ,ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

ବୋଲଗଡ,(ପିପିଟି ନ୍ଯୁଜ୍)୧୮/୦୫, ସାମ୍ପ୍ରତିକ ବିଶ୍ୱ ମହା ମାରି କରୋନା ସଂକ୍ରମଣ ଲାଗି ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ ଜାରି ରହିଛି ।ଫଳରେ କେରଳର କୋ ଜି କୋଟ ଜିଲ୍ଲା କୁଟିଆ ଡ଼ି ପି.ଏମ.କେ
Read More...

ନିଜ ଖର୍ଚ୍ଚରେ ଫେରୁଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକ ।

ଉଲୁଣ୍ଡା,(ପିପିଟି ନ୍ଯୁଜ୍)୧୮/୦୫, ଲାକଡାଉନ ଯୋଗୁଁ ତାମିଲନାଡୁର ନାମକୋଲ ଜିଲ୍ଲାରେ ଫସି ରହିଥିବା ସୁବର୍ଣ୍ଣପୁର ଜିଲ୍ଲାର ୪୫ ଜଣ ଶ୍ରମିକ ଏବେ ଫେରୁ ଥିବାର ଜଣାପଡିଛି ।ଆଜି ରାତି ସୁଦ୍ଧା ସେମାନେ
Read More...

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୮୭୬ ଛୁଇଁଲା, ରାଜ୍ୟରେ ୫ ମୃତ ନୁହେଁ ୪ ।

ଭୁବନେଶ୍ଵର ,(ପିପିଟି)୧୮/୦୫ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୩୦୭ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା  ୯୫୭୬୬ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ 
Read More...

ଦୁଇ କରୋନା ଯୋଦ୍ଧାଙ୍କୁ ସମ୍ନାନୀତ କଲେ ଗାଙ୍ଗପୁର ସରପଞ୍ଚ ।

ବେଲଗୁଣ୍ଠା,(ପିପିଟି ନ୍ଯୁଜ୍), ୧୭/୫-କରୋନା ମହାମାରୀ ବଦଳାଇଛି ସମସ୍ତଙ୍କ ଜୀବନଶୈଳୀ ।କର୍ତ୍ତବ୍ୟ ପାଇଁ ନିର୍ଧାରିତ ସମୟ ସୀମା ବି ନାହିଁ ।ଲୋକଙ୍କ ସୁରକ୍ଷାକୁ ଗୁରତ୍ୱ ଦେଇ ବୃଦ୍ଧ,ବୃଦ୍ଧା ବାପା, ମାଁଙ୍କ କଥା ବୁଝିବାକୁ
Read More...

ସଙ୍ଗରୋଧ କେନ୍ଦ୍ରରେ ଚାଲିଛି ଯୋଗଶିକ୍ଷା ।

ରାମନାଗୁଡା,(ପିପିଟି ନ୍ଯୁଜ୍)୧୭/୦୫,ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଙ୍ଗରୋଧ ରହୁଥିବା ଲୋକଙ୍କ ସୁସ୍ଥ ରଖିବାକୁ ଯୋଗ ତଥା ବ୍ୟାୟାମ ଶିକ୍ଷା ପ୍ରଦାନ କରି ଉଦ୍ୟମ ଜାରି ରଖିଛନ୍ତି
Read More...