ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା ,ଭୃଣ ହତ୍ୟା ଓ ବାଲ୍ୟ ବିବାହ ସଂମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

କୋଦଳା, ୦୬/୧୦(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଏସ. ଛଚିନା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ବୁଧବାର ଦିନ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା, ଭ୍ରୁଣ ହତ୍ୟା ଓ ବାଲ୍ୟ ବିବାହ…
Read More...

ମାଆ ସାଙ୍କୁଳାଇ ପୀଠରେ ମଙ୍ଗଳପୁର ପଞ୍ଚାୟତର ବିଜେଡ଼ି ସମ୍ମିଳନୀ ଓ ମିଶ୍ରଣ ପର୍ବ ।

ବେଲଗୁଣ୍ଠା,୦୬/୧୦(ପିପିଟି): ପଞ୍ଚାୟତ ସ୍ତରୀୟ ନିର୍ବାଚନ ଯେତେ ନିକଟତର ହେଉଛି ପଂଚାୟତ ସ୍ତରୀୟ ନେତାଙ୍କ ମଧ୍ୟରେ ସେତେ ପରିମାଣରେ ଉତ୍ସୁକତା ବୃ୍ଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଅନ୍ୟ ରାଜନୈତିକ ଦଳ ମାନଙ୍କ ଅପେକ୍ଷା…
Read More...

ଇଲେଭେନ କେଭି ତାରଛିଡି ଗାଈର ମୃତ୍ୟୁ।

ବୋଲଗଡ଼,୦୬/୧୦(ପିପିଟି): ବେଗୁନିଆ ବ୍ଳକ ଅଞ୍ଚଳର ଗେଡିଆପଲ୍ଲୀ ପଞ୍ଚାୟତର ଗୌଡପାଟଣା ଗ୍ରାମରେ ଲଙ୍କାଆମ୍ବ ପଡିଆରେ ଗାଇଚରୁଥିବା ବେଳେ ମାଲିକ ଦୂରରୁ ଠିଆହୋଇ ନିଜ ଗାଈମାନଙ୍କ ଉପରେ ନଜର ରଖିଥିବାବେଳେ ଛିଡିଥିବା ୧୧କେଭି…
Read More...

ଦାରିଙ୍ଗବାଡିର କଂଗ୍ରେସ ଗଡ଼ରେ ବିଜେଡିର ମିଶ୍ରଣ ପର୍ବ ।

ବାଲିଗୁଡା,୦୬/୧୦(ପିପିଟି): ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେହି ହାରରେ ବୃଦ୍ଧି ହେବାରେ ଲାଗିଛି। ଏନେଇ ପ୍ରତ୍ୟେକ ଦଳ ସେମାନଙ୍କ ଶକ୍ତି ପ୍ରଦର୍ଶନ ସହ ଲୋକଙ୍କ ନିକଟତର ହେବାକୁ…
Read More...

ଟ୍ରେନ ଦୁର୍ଘଟଣାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବା ପାଇଁ ପ୍ରଶାସନକୁ ନିବେଦନ କଲେ ପରିବାର ଲୋକ ।

ବାଲିଗୁଡା,୦୬/୧୦(ପିପିଟି):ନିଜ ଗାଁରେ କାମ ନ ମିଳିବାରୁ ଦାଦନ ଖଟିବାକୁ କେରଳ ଯାଇଥିଲେ । ହେଲେ ସେଠାରେ ଟ୍ରେନ ଦୁର୍ଘଟଣାରେ ଚାଲିଗଲା ଜୀବନ । ଶବ ଆଣିବାକୁ ପରିବାର ଲୋକଙ୍କ ପାଖରେ ନାହିଁ ଅର୍ଥ । ଦାରିଙ୍ଗବାଡ଼ି ଥାନା…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୯୩।

ଭୁବନେଶ୍ବର ୦୬/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୯୩। ପଜିଟିଭ ସଂଖ୍ୟା ୧୦,୨୯,୪୧୨ ଚିହ୍ନଟ ହୋଇଛନ୍ତି ୧୦,୧୬,୧୬୫ ଜଣ ସୁସ୍ଥ ହୋଇଥିବା ବେଳେ ୪,୯୬୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୨୭ ଜଣଙ୍କର ମୃତ୍ୟୁ…
Read More...

“ଦେଶର ଅର୍ଥନୀତି ବିକାଶରେ ଶିଳ୍ପର ଭୂମିକା” ଆଲୋଚନା ଚକ୍ର।

ବେଲଗୁଣ୍ଠା,୦୫/୧୦(ପିପିଟି):ବ୍ରହ୍ମପୁର ସ୍ଥିତ ମହାନ ସଂଘ ପକ୍ଷରୁ ଗୋଵରା ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟ ପରିସରରେ ଦେଶର ଅର୍ଥନୀତି ବିକାଶରେ ଶିଳ୍ପର ଭୂମିକା ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଗୋଵରା…
Read More...

**ବର୍ଷାକାଳରେ ମାଲ୍ଯବନ୍ତ*** (କବି କେଶବ ଚନ୍ଦ୍ର ନାୟକ)

.................................. ଅତି କମନୀୟ ମାଲ୍ଯବନ୍ତ ଗିରି କବି କି ବର୍ଣ୍ଣିବ ଅପରୂପ ଶୀରି..!! ବର୍ଷା କାଳ ଯେଣୁ ହେଲା ପ୍ରବେଶ ଶୁଷ୍କ ତରୁଗଣ ହେଲେ ଉଲ୍ଲାସ...!! ଚୁମ୍ବନ ଦେଲେ ମନ୍ଦରକୁ ଅମ୍ବୁଜ…
Read More...

ଭଞ୍ଜନଗର ଅଞ୍ଚଳରେ ବଢୁଛି ଚୋରୀ; ପୋଲିସ ପାଇଁ ମୁଣ୍ଡବ୍ୟଥା ।

ଭଞ୍ଜନଗର,୦୫/୧୦(ପିପିଟି): ଆଗକୁ ଆସୁଛି ପାର୍ବଣ ୠତୁ।ଏହି ସମୟରେ ହିଁ ଭିଡ଼ ସୁଯୋଗରେ ଅସାମାଜିକ ବ୍ୟକ୍ତି ମାନେ ଖସିଯିବା ଆଶାରେ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ଘଟାଇଥାନ୍ତି। ହେଲେ ଦଶହରା ପୂର୍ବରୁ ଭଞ୍ଜନଗର ଅଞ୍ଚଳରେ…
Read More...

ଉତ୍ତର ଘୁମୁସର ବନଖଣ୍ଡରେ ଶିକାରୀ ସକ୍ରିୟ;ବାରହା ମାଂସ ଜବତ, ଜଣେ ଗିରଫ ।

ଭଞ୍ଜନଗର,୦୫/୧୦(ପିପିଟି): ଉତ୍ତର ଘୁମୁସର ବନଖଣ୍ଡରେ ଦିନକୁ ଦିନ ଶିକାରୀଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି। ଅନେକ ସମୟରେ ବନ୍ୟପ୍ରାଣୀଙ୍କୁ ଶିକାର କରିବା ଉଦ୍ଦେଶ୍ୟରେ ବିଦ୍ୟୁତ ତାର ସଂଯୋଗ କରାଯାଉଛି। ଯାହା ଫଳରେ ବହୁ…
Read More...