ଗଜପତି ଅବକାରୀ ବିଭାଗର ଚଢାଉ;୫ ମହିଳା ଗିରଫ ସହିତ ୨୩୦ ଲିଟର ମଦ ଜବତ ।

ପାରଳାଖେମୁଣ୍ଡି,୮/୪(ପିପିଟି ନ୍ୟୁଜ୍)- ସ୍ଥାନୀୟ ପାରଳା ରେଲି ସାହିରେ ଗଜପତି ଜିଲ୍ଲା ଅବକାରୀ ବିଭାଗ ତରଫରୁ ଚଢାଉ କରାଯାଇ ୫ଜଣ ମହିଳାଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୨୩୦ଲିଟର ମହୁଲୀ ମଦ ଜବତ କରାଯାଇଛି ।
Read More...

ଗଞ୍ଜାମରେ ସମୂହ ସ୍ବାସ୍ଥ୍ୟ ଯାଞ୍ଚ କରାଯିବ – ଜିଲ୍ଲାପାଳ

ଛତ୍ରପୁର, ତା.୮.୪ କରୋନା ସଂକ୍ରମଣ ଆଶଙ୍କାକୁ ପ୍ରତିହତ କରିବାପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରାଯିବ । ଏଥି୍ପାଇଁ ପ୍ରତ୍ୟେକ ଗ୍ରାମରେ ଓ ସହରାଞ୍ଚଳର ପ୍ରତ୍ୟେକ ସାହିରେ
Read More...

କେନ୍ଦ୍ରୀୟ ମାନବ ଅଧିକାର ସୁରକ୍ଷା ସଙ୍ଗଠନ ତରଫରୁ ସଚେତନ ଓ ମାସ୍କ ବଣ୍ଟନ ।

କୋଦଳା,(ପିପିଟି ନ୍ଯୁଜ୍)୦୮/୦୪ - : ସାରା ବିଶ୍ୱରେ କରୋନା ଭାଇରସ ର ଆତଙ୍କ ଖେଳିଯାଇଥବା ସହ ଆକ୍ରାନ୍ତ ଙ୍କ ସଂଖ୍ୟା ମଧ୍ଯ ବୃଦ୍ଧି ପାଉଥିବା ବେଳେ ବ୍ଲକ ଓ ଏନଏସି ପ୍ରଶାସନ ସବୁ ପ୍ରକାର ସଚେତନ ବ୍ୟବସ୍ଥା କରିଛି । ଆଜି
Read More...

ଝଡ ତୋଫାନ ବର୍ଷାରେ ପାତ୍ରପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି।

ପାତ୍ରପୁର,(ପିପିଟି ନ୍ଯୁଜ୍)୦୮/୦୪- ପାତ୍ରପୁର ବ୍ଳକ ଅଞ୍ଚଳ ରେ ଗତକାଲି କାଳବୈଶାଖି ଝଡ଼ ତୋଫାନ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ଜଣାପଡିଛି। ବ୍ଳକ ର ଖରଣୀପଡା ପଞ୍ଚାୟତ ଅନ୍ତର୍ଗତ କୋଳିହଳା ଗ୍ରାମ ର ଚୈଧୁରୀ
Read More...

ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ସହାୟତା ରାଶି ପ୍ରଦାନ ।

ପଦ୍ମପୁର(ପିପିଟି ନ୍ଯୁଜ୍)୦୮/୦୪:- ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମପଂଚାୟତ କାର୍ଯାଳୟ ଠାରେ କରୋନା ମୁକାବିଲା ସକାଶେ ୫୦ଟି ସ୍ୱୟଂସହାୟକ ଗୋଷ୍ଠୀ କୁନେଇ ଗଠିତ ବୁକୁରାମୁଣ୍ଡା ପଂଚାୟତ ସ୍ତରୀୟ
Read More...

ଜିଲ୍ଲାପରିଷଦ ଅଧ୍ୟକ୍ଷା ଖାଦ୍ୟ ପ୍ରସ୍ତୁତ କଲେ ।

ପଦ୍ମପୁର,(ପିପିଟି ନ୍ଯୁଜ୍)୦୮/୦୪:- ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଏଇ କିଛିଦିନ ହେଲା ଦିନରାତିକୁ ଏକାକାର କରି ଜିଲ୍ଲାର ବିଭିନ୍ନ ଅଂଚଳ ପରିଦର୍ଶନ କରି ନିରିହ,ନିଃସହାୟ ଖଟିଖିଆ ଦିନ ମଜୁରିଆ କିଭଳିଭାବେ
Read More...

ପଦ୍ମପୁର ବସ୍ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ।

ପଦ୍ମପୁର,(ପିପିଟି ନ୍ଯୁଜ୍)୦୮/୦୪-ସାରା ବିଶ୍ୱରେ ବର୍ତ୍ତମାନ ନିଜର କାୟା ବିସ୍ତାର କରିଥିବା କରୋନା ଭୁତାଣୁ କୋବିଦ-୧୯ ସହ ଲଢ଼ୁଥିବା ଯୁଦ୍ଧ ରେ ବିଜୟୀ ହେବ ପାଇଁ କେନ୍ଦ୍ର ସରକାର ୨୧ ଦିନ ର ଲକ ଡାଉନ ଘୋଷଣା କରିଛନ୍ତି।
Read More...

ଗଞ୍ଜାମ ଜିଲ୍ଲାରେ ଘର ଘର ବୁଲି ଡାକ୍ତରମାନେ ଚିକିତ୍ସା କରିବେ ।

ବ୍ରହ୍ମପୁର,(ପିପିଟି ନ୍ଯୁଜ୍) ୮/୪- ଗଞ୍ଜାମ ଜିଲ୍ଲାର ସମସ୍ତ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ । ଘର ଘର ବୁଲି ଡାକ୍ତରମାନେ ଚିକିତ୍ସା କରିବେ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । କରୋନା
Read More...

ପୂର୍ବତନ ବିଧାୟକ ଭରତ ପାଇକଙ୍କ ପରଲୋକ ।

ପାରଳାଖେମୁଣ୍ଡି,(ପିପିଟି ନ୍ୟୁଜ)-୦୮/୦୪- ଗଜପତି ଜିଲ୍ଲା ରାମଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଭରତ ପାଇକଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା । ମଙ୍ଗଳବାର ଭରତ ପାଇକ ଅସୁସ୍ଥ
Read More...

କରୋନାକୁ ଭୟ ! ଆମ୍ବୁଲାନ୍ସ ଡ୍ରାଇଭର ପିନ୍ଧିଲେ ହେଲମେଟ୍ ।

ପାରଳାଖେମୁଣ୍ଡି,(ପିପିଟି ନ୍ଯୁଜ୍)୦୭/୦୪-ସମଗ୍ର ବିଶ୍ବରେ କରୋନା ଭାଇରସ୍ ରାଜୁତି କରୁଛି । ଯାହାକି ବିଶ୍ବବାସୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । କରୋନା ଭାଇରସର ସଂକ୍ରମଣରେ ଆସି ଭାବେ ହଜାର ହଜାର ଲୋକ
Read More...