ବାଲିଗୁଡ଼ାରେ ଚୋର ଆତଙ୍କ: ଗୋଟିଏ ରାତିରେ ଦୁଇଟି ଦୋକାନରୁ ଚୋରୀ: କଡା ପାଟ୍ରୋଲିଂ ପାଇଁ ଦାବୀ ।
ବାଲିଗୁଡ଼ା,୩୦/୦୧(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସଦର ଟାଉନରେ ଚୋର ଆତଙ୍କ । ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଦୁଇ ଦୁଇଟି ଚୋରୀ ଅଭିଯୋଗ । ଶନିବାର ରାତିରେ ଦୁଇଟି ଦୋକାନରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି ।…
Read More...
Read More...