ଦିଗପହଣ୍ଡି ଏନ.ଏ.ସିରେ କଂଗ୍ରେସର ବାଜିମାତ,ପ୍ରଫୁଲ୍ଲ କୁମାର ପଣ୍ଡା ହେଲେ ଅଧ୍ୟକ୍ଷ ।

ଦିଗପହଣ୍ଡି,୨୬/୦୩(ପିପିଟି): ଚଳିତ ପୌର ନିର୍ବାଚନରେ ବିଜେଡ଼ିର ଗଡ କୁହା ଯାଉଥିବା ଦିଗପହଣ୍ଡି ତାହା ଏବେ କଂଗ୍ରେସ ଅକ୍ତିଆର କରି ନେଇଛି । ଏନ୍.ଏ.ସି ର ଚୁଡାନ୍ତ ଫଳାଫଳ ଆସିଯାଇଛି । କଂଗ୍ରେସରୁ ପ୍ରତିଦ୍ବନ୍ଦିତା କରୁଥିବା…
Read More...

ବ୍ରହ୍ମପୁର ମହାନଗର ନିଗମରେ ବିଜେଡ଼ିର ସଙ୍ଘମିତ୍ରା ଦଳେଇ ମେୟର ଭାବେ ନିର୍ବାଚିତ।

ବ୍ରହ୍ମପୁର, ୨୬/୦୩(ପିପିଟି): ଚଳିତ ବ୍ରହ୍ମପୁର ମହାନଗର ନିଗମ ଲିଃ ରେ ହୋଇଥିବା ପୌରନିର୍ବାଚନ ଫଳାଫଳ ଆସିଯାଇଅଛି । ଏଥିରେ ମେୟର ପ୍ରାର୍ଥୀନି ସଂଘମିତ୍ରା ଦଳେଇ ବିଜେଡ଼ିରୁ ପ୍ରତିଦ୍ବନ୍ଦିତା କରୁଥିଲେ । ସେ ୨୦୨୮୬…
Read More...

ଜଗତସିଂହପୁର ପୌରାଧ୍ୟକ୍ଷ କଂଗ୍ରେସର ଅର୍ଚ୍ଚନା ସିଂହ ନିର୍ବାଚିତ।

ଜଗତସିଂହପୁର,୨୬/୦୩(ପିପିଟି); ଜଗତସିଂହପୁର ପୌରାଧ୍ୟକ୍ଷ ପଦବୀ କଂଗ୍ରେସ ଦଳକୁ ଯାଇଛି । କଂଗ୍ରେସ ଦଳ ତରଫରୁ ପ୍ରାର୍ଥୀ ହୋଇଥିବା ଅର୍ଚ୍ଚନା ସିଂହ ନିଜର ନିକଟତମ ପ୍ରତିଦ୍ବନ୍ଦୀ ବିଜୁଜନତା ଦଳର ପ୍ରାର୍ଥୀନୀ ରାଜଶ୍ରୀ…
Read More...

ହିଞ୍ଜିଳି ପୌର ପରିଷଦ ନିର୍ବାଚନ: ପ୍ରବଳ ସଙ୍ଘର୍ଷ ସହ ବିଜେଡ଼ିର ବାଜିମାତ୍ ।

ବ୍ରହ୍ମପୁର,୨୬/୦୩(ପିପିଟି): ବହୁଦିନର ଚର୍ଚ୍ଚା ଓ ପ୍ରତୀକ୍ଷାର ଅନ୍ତଘଟାଇ ହିଞ୍ଜିଳି ପୌର ପରିଷଦର ନିର୍ବାଚନୀ ଫଳାଫଳ ପ୍ରକାଶ ପାଇଛି ।ପୂର୍ବାନୁମାନ ପ୍ରକାରେ ନିର୍ବାଚନ ଶାସକ ଦଳ ଏବଂ ଅନ୍ୟାନ୍ୟ ଦଳ ପ୍ରତିହାର ଜିତ୍…
Read More...

ସଙ୍ଗୀତା ବେହେରା ହେଲେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା।

ପୋଲସରା,୨୬/୦୩(ପିପିଟି) ବିଜୁ ଜନତା ଦଳର ପ୍ରାର୍ଥୀନୀ ସଙ୍ଗୀତା ବେହେରା ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ସଙ୍ଗୀତା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ର ମନୋରମା ବେହେରା ଙ୍କ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୩।

ଭୁବନେଶ୍ବର ୨୬/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୩ ପଜିଟିଭ ସଂଖ୍ୟା ୧୨,୮୭,୪୨୧ ଚିହ୍ନଟ ହୋଇଛନ୍ତି ୧୨,୭୭,୮୧୯ ଜଣ ସୁସ୍ଥ ହୋଇଥିବା ବେଳେ ୪୩୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୧୮ ଜଣଙ୍କର ମୃତ୍ୟୁ ଘଟିଛି…
Read More...

ଶନିବାର ଭୋଟ ଗଣତି,ଆଶା ଓ ଆଶଙ୍କାରେ କର୍ମୀ ଓ ନେତା ।

କନ୍ଧମାଳ,୨୫/୦୩(ପିପିଟି): ଶନିବାର ହେବ ପୌର ଓ ଏନଏସି ର ଭୋଟ ଗଣତି । ଫଳରେ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଥିବା ପ୍ରାର୍ଥୀ ଓ ସମର୍ଥକ ମାନେ ଆଶା ଓ ଆଶଙ୍କାରେ ଅଛନ୍ତି । ଫୁଲବାଣୀ ମୁନିସିପାଲିଟି ଓ ବାଲିଗୁଡ଼ା ଏବଂ ଜି.…
Read More...

ଗୁଳି ଫୁଟି ଗାଙ୍ଗପୁର ଆଇଆଇସିଙ୍କ ମୃତ୍ଯୁ।

ବେଲଗୁଣ୍ଠା,୨୫/୦୩(ପିପିଟି): ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟି ଗାଙ୍ଗପୁର ଥାନା ଅଧିକାରୀ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ସେ ନିଜ କ୍ୱାଟର ରେ ମା ଙ୍କ ସହିତ ଖାଇ ବସିଥିବା ବେଳେ…
Read More...

ଜଗତସିଂହପୁର ଜିଲ୍ଲାପରିଷଦ ଉପାଧ୍ୟକ୍ଷା ହେଲେ ସୁଜାତା ମହାନ୍ତି।

ଜଗତସିଂହପୁର,୨୫/୦୩(ପିପିଟି); ଜଗତସିଂହପୁର ଜିଲ୍ଲା ପରିଷଦ ଉପସଭାପତି ଭାବେ ବିଜୁ ଜନତା ଦଳର ତିର୍ତ୍ତୋଲ ବ୍ଲକ୍ ୨ ନଂ ଜୋନ ସଦସ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ।…
Read More...

କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ସାଧବାଣୀ ନାୟକ ।

କନ୍ଧମାଳ,୨୫/୦୩(ପିପିଟି): କନ୍ଧମାଳ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଭାବେ ବିଜୁ ଜନତା ଦଳର ସାଧବାଣି ନାୟକ ନିର୍ବାଚିତ ହୋଇଛନ୍ତି। ଏହାପୂର୍ବରୁ ସାଧବାଣୀ ଟିକାବାଲି ବ୍ଲକ ଗଦଗୁଡା ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଭାବେ…
Read More...