ପଶୁ ଚିକିତ୍ସାଳୟରେ ଅବ୍ୟବସ୍ଥା; କର୍ମଚାରୀଙ୍କ ମନମାନୀ ଯୋଗୁଁ ମୃତ୍ୟୁ ମୁଖରେ ପଡୁଛନ୍ତି ଗୃହପାଳିତ ଜନ୍ତୁ ।
ବେଲଗୁଣ୍ଠା,୧୯/୧୨(ପିପିଟି):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଅଞ୍ଚଳରେ ପଶୁ ଚିକିତ୍ସାଳୟର କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଅଞ୍ଚଳର ଗୃହପାଳିତ ଜନ୍ତୁଙ୍କ ଜୀବନ ପ୍ରତି ବିପଦ ଡାକି ଆଣିଛି । ସୂଚନା ଥାଉକି ଗାଙ୍ଗପୁର ମୁଖ୍ୟ…
Read More...
Read More...