ବିନିକା ପାପକ୍ଷୟ ଘାଟକୁ ଜିଲ୍ଲାପାଳଙ୍କ ପରିଦର୍ଶନ; ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପୀଠର ହେବ ସୌନ୍ଦର୍ଯ୍ୟକରଣ ।

ଉଲୁଣ୍ଡା,୧୫/୦୫(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବିନିକାର ପର୍ଯ୍ୟଟନ ସ୍ଥଳୀ ପାପକ୍ଷୟ ଘାଟ ଏଣିକି ସ୍ମାର୍ଟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବ ବୋଲି ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ପୀଠ ପରିଦର୍ଶନରେ ଆସି…
Read More...

ସଙ୍ଘବଦ୍ଧ ଆକ୍ରମଣରେ କାଉ ମୃତ ।

ପୋଲସରା,୧୫/୦୫(ପିପିଟି): ଗଞ୍ଜାମ ଜିଲ୍ଲା ପୋଲସରା ଥାନା କଳମ୍ବ ହାଇସ୍କୁଲ ଛକରେ ଏକ ଜଘନ୍ଯ ହତ୍ୟାକାଣ୍ଡ ଘଟିଯାଇଛି । କାଉ ଓରଫ ବିକାଶ ସାହୁକୁ ହାଣି ହତ୍ୟା କଲେ ଦୁବୃର୍ତ୍ତ । ହତ୍ୟାକାଣ୍ଡ ର କାରଣ ଅସ୍ପଷ୍ଟ । ମୁଖ୍ୟ ସଡକ…
Read More...

ରାତି ଅଧିଆ ମାଟିଖାଲ ଗ୍ରାମରେ ପୋଲିସ ଚଢ଼ାଉ , ଚୋର ଭାବି ମାଡ଼ ମାରିଲେ ଗ୍ରାମବାସୀ ।

ମାଲକାନଗିରି,୧୪/୦୫(ପିପିଟି): କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଟିଖାଲ ଗ୍ରାମରେ ଗଞ୍ଜେଇ ଚାଲାଣ କରାଯାଉଥିବା ସୂଚନା ପାଇ ମାଥିଲି ଥାନା ପୋଲିସ ଗତକାଲି ବିଳମ୍ବିତ ରାତିରେ ଚଢାଉ କରିଥିଲେ । ଗ୍ରାମବାସୀ ମେଳି…
Read More...

ମାଲକାନଗିରିରେ ଟମାଟ କିଲୋ ୭୦ ଟଙ୍କା ।

ମାଲକାନଗିରି,୧୪/୦୫(ପିପିଟି): ମାଲକାନଗିରି ସଦର ମହକୁମାରେ ଟମାଟ କିଲୋ ୭୦ ଟଙ୍କା । ପ୍ରତି ଦିନ ଟମାଟ ଦର ବୃଦ୍ଧି ପାଉଛି ।ଖାଉଟିମାନେ ଟମାଟ ମୂଲ୍ଯ ବୃଦ୍ଧି ଦେଖି ମୁହଁ ଫେରାଇ ନେଲେଣି ।ମାଲକାନଗିରି ଜିଲ୍ଲାକୁ ଆନ୍ଧ୍ରକୁ…
Read More...

ରଜ୍ଯରେ ଗତ ୨୪ ଘଣ୍ଟା ମଧ୍ଯରେ ୧୮ ଜଣ କରୋନା ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୧୨/୦୫: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୦୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ…
Read More...

ଜଙ୍ଗଲ ମଧ୍ୟରେ ପୁଲିସର ଅତର୍କିତ ଚଢ଼ାଉ: ୪ କୁଇଣ୍ଟାଲ ଗଞ୍ଜେଇ ଜବତ : ଗଞ୍ଜେଇ ମାଫିଆ ଖସି ଗଲେ ।

କନ୍ଧମାଳ,୧୪/୦୫(ପିପିଟି): ସମଗ୍ର କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ କାରବାର ଥମିବାର ନାଁ ଧରୁ ନଥିବା ବେଳେ ପୁଲିସ ପକ୍ଷରୁ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ମାଫିଆଙ୍କୁ ମଧ୍ୟ ଜେଲ୍ ଯିବାକୁ ପଡୁଛି, ତଥାପି ଗଞ୍ଜେଇ…
Read More...

ଗଞ୍ଜାମ ଜିଲ୍ଲାର ଆରାଧ୍ୟ ମା’ ତାରାତାରିଣୀ ଦେବୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା…

ବ୍ରହ୍ମପୁର,୧୩/୦୫(ପିପିଟି):ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଆରାଧ୍ୟ ମା ତାରାତାରିଣୀ ଦେବୀ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଚଳିତ ମାସ ୧୫ ତାରିଖ ଠାରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ…
Read More...

ମା’ ମହାମାୟୀଙ୍କ ଯାତ୍ରା ଆରମ୍ଭ।

କବିସୂର୍ଯ୍ୟ ନଗର,୧୩/୦୫(ପିପିଟି): କବିସୂର୍ଯ୍ୟ ନଗର ଠାରେ ୧୨ ବର୍ଷକୁ ଥରେ ମା' ମହାମାୟୀଙ୍କ ଐତିହାସିକ ଯାତ୍ରା ଅନୁଷ୍ଠିତ ହୋଇଥାଏ। ମଇ ୧୩ ତାରିଖରୁ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ଯାତ୍ରା…
Read More...

କେନ୍ଦୁ ପତ୍ର ଫଡିରେ ଶିଶୁ ଶ୍ରମିକ ନିୟୋଜତ ।

ମାଲକାନଗିରି,୧୩/୦୫(ପିପିଟି): ଜୟପୁର କେନ୍ଦୁ ପତ୍ର ଡିଭିଜନ ଅଧୀନ କାଲିମେଳା ବନାଞ୍ଚଳରେ କେନ୍ଦୁ ପତ୍ର କ୍ରୟ ପାଇଁ ପଞ୍ଚାୟତ ଗୁଡିକରେ ୪୦ ହଜାର ଟଙ୍କାର ବିବିଧ ଆୟ ରସିଦ କାଟି ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ବେସରକାରୀ…
Read More...

ଭରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଦୁଇ ଗୁରୁତର ।

କନ୍ଧମାଳ,୧୩/୦୫(ପିପିଟି): କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁମୁରିଗୁଡା ନାଳ ନିକଟରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ…
Read More...