ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ଧରିବାରେ ଆସିକା ପୋଲିସର ସଫଳତା।

ବ୍ରହ୍ମପୁର,୦୬/୦୨(ପିପିଟି): ଗଞ୍ଜାମ ଜିଲ୍ଲା ଆସିକା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଗୋଟିଏ ଅନ୍ତଃରାଜ୍ୟ ସିନ୍ଧି ଚୋରି ଗେଙ୍ଗକୁ ଧରିବାରେ ସଫଳ ହୋଇଛି ଆସିକା ପୋଲିସ । ଏମାନଙ୍କ ନିକଟରୁ ନଗଦ ୦୧ ଲକ୍ଷ୍ ୦୫ ହଜାର ଟଙ୍କା…
Read More...

ୟୁଜେଏ ଓ ଭଞ୍ଜନଗର ପୋଲିସ ତରଫରୁ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି ।

ଭଞ୍ଜନଗର,୦୬/୦୨(ପିପିଟି): ଶନିବାର ଦିନ ୧୦ଟା ସମୟରେ କଳାହାଣ୍ଡି ଜିଲ୍ଲା ମୋହନଗିରି ଅଞ୍ଚଳର ଏକ ଖବରକାଗଜ ସାମ୍ବାଦିକ ରୋହିତ ବିଶ୍ୱାଳ ଦୁଲେନ ଠାରେ ରାସ୍ତା ପାର୍ଶ୍ଵ ଗଛରେ ମାଓବାଦୀମାନେ ପୋଷ୍ଟର ମାରିଥିବା ଖବର ସଂଗ୍ରହ…
Read More...

ପାହାଡି ତରଙ୍ଗ ତରଫରୁ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ।

ବାଲିଗୁଡ଼ା,୦୬/୦୨(ପିପିଟି): କନ୍ଧମାଳ ଜିଲ୍ଲାର ସର୍ଵପୁରାତନ କଳା ଓ ସାଂସ୍କୃତିକ ଅନୁଷ୍ଠାନ" ପାହାଡ଼ି ତରଙ୍ଗ "ତରଫରୁ ସଂଗୀତ ଓ ନୃତ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭାରତର କୋକିଳ ମହିୟସୀ ଲତା ମଙ୍ଗେସକର…
Read More...

ନିୟମିତ ଚାକିରୀ ନଥାଇ, ନିୟମରେ ଅବସର ଗ୍ରହଣ ।

ମାଲକାନଗିରି,୦୬/୦୨(ପିପିଟି): ମାଲକାନଗିରି ଜିଲ୍ଲାରେ ୨୦୦୨ ମସିହାଠାରୁ ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମକୁ ନେଇ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟ ପରିଚାଳିତ ହେଉଛି । ଏହା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା…
Read More...

ସଡ଼କ ଦୁର୍ଘଟଣାରେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ :ସ୍ତ୍ରୀ ଗୁରୁତର ।

ବାଲିଗୁଡା,୦୬/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ନିକଟସ୍ଥ ଏଫସିଆଇ ଗୋଦାମ ନିକଟରେ ଏକ ହୋଣ୍ଡାଇ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ,…
Read More...

ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପଞ୍ଚାୟତରାଜ ମନ୍ତ୍ରୀ ।

କନ୍ଧମାଳ,୦୬/୦୨(ପିପିଟି):ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଗଲେ ମନ୍ତ୍ରୀ । ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ ଘଟିଲା ଏହି ଦୁର୍ଘଟଣା । କନ୍ଧମାଳ ଜିଲ୍ଲା ସୁଦୃକୁମ୍ପା ନିକଟ ଭେଟ୍‌…
Read More...

ବିଦ୍ୟା ଦାୟିନୀ ମାଆ ସରସ୍ୱତୀଙ୍କ ପୂଜା ଅନୁଷ୍ଠିତ ।

ଭଞ୍ଜନଗର,୦୬/୦୧(ପିପିଟି): ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ବିଦ୍ୟା ଦାୟିନୀ ମାଆ ସରସ୍ବତୀଙ୍କ ପୂଜା ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ କରୋନା କଟକଣା ମଧ୍ୟରେ ଶନିବାର ପାଳନ କରାଯାଇଥିଲା।ପୂଜା ମଣ୍ଡପ ଗୁଡିକରେ କମ…
Read More...

ଜାତି, ଜାତକ, ଯୌତୁକ ଓ କର୍ମକାଣ୍ଡ ବିହୀନ ଆଦର୍ଶ ବିବାହ ଅନୁଷ୍ଠିତ ।

ଦାନଗଦି,୦୬/୦୨(ପିପିଟି): ଆଜି ସ୍ଥାନୀୟ ଦାନଗଦି ବ୍ଳକ୍ ମାନତିରା ପଞ୍ଚାୟତର କେନ୍ଦୁଢିପ ଗ୍ରାମରେ ମାନବବାଦୀ ହେତୁବାଦୀ ସଂଗଠନ ପକ୍ଷରୁ ଜାତି, ଜାତକ, ଯୌତୁକ ଓ କର୍ମକାଣ୍ଡରୁ ମୁକ୍ତ ଏକ ଆଦର୍ଶ ବିବାହ ଅନୁଷ୍ଠିତ ହୋଇଥିଲା ।…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୧୦୬।

ଭୁବନେଶ୍ବର ୦୬/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨,୧୦୬ ପଜିଟିଭ ସଂଖ୍ୟା ୧୨,୬୬,୮୧୧ ଚିହ୍ନଟ ହୋଇଛନ୍ତି ୧୨,୩୪,୩୫୨ ଜଣ ସୁସ୍ଥ ହୋଇଥିବା ବେଳେ ୨୩,୬୭୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୭୩୪ ଜଣଙ୍କର ମୃତ୍ୟୁ…
Read More...

ଚାଷୀଙ୍କ ପିଛା ଛାଡୁନି ଦୁର୍ଦ୍ଦଶା,ମଣ୍ଡିରୁ ଉଠୁନାହିଁ ଧାନ।

ବୋଲଗଡ଼,୦୫/୦୨(ପିପିଟି) : ରାଜ୍ୟ ସରକାର ତଥା କେନ୍ଦ୍ର ସରକାର କୃଷକ ମାନଙ୍କ ପାଇଁ ବହୁ ଯୋଜନା କରୁଅଛନ୍ତି ପ୍ରକୃତ କୃଷକ ଟିଏ ଯୋଜନାର କେତେ ଲାଭ ପାଉଛି ତାହା ଅନୁମେୟ କରିବା କଷ୍ଟକର। ଚଳିତ ବର୍ଷ ବୋଲଗଡ଼ କୃଷି ଅଞ୍ଚଳରେ…
Read More...