୧୬ ଦିନରେ ପହଞ୍ଚିଛି ଅଙ୍ଗନୱାଡି କର୍ମୀଙ୍କ ଧାରଣା।
ବୋଲଗଡ଼,୦୬/୧୨(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଶିଶୁ ବିକାଶ ବିଭାଗର ସମୁଖରେ ୧୬ ଦିନରେ ପହଞ୍ଚିଛି ଅଙ୍ଗନୱାଡି କର୍ମୀଙ୍କ ଧାରଣା । ୮ଦଫା ଦାବି ନେଇ ଧାରଣାରେ ବସିଛନ୍ତି ଅଙ୍ଗନୱାଡ଼ି କର୍ମୀ ସହାୟିକା । ଦାବି…
Read More...
Read More...