ଲାଞ୍ଚ ନେଇ ଧରାପଡ଼ିଲେ ତହସିଲଦାର।

ବେଗୁନିଆ,୧୫/୧୨(ପିପିଟି):ଜମିର କିସମ ପରିବର୍ତ୍ତନ ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଲେ ବେଗୁନିଆ ତହସିଲଦାର ପୃଥ୍ବୀରାଜ ମଣ୍ଡଳ। ତହସିଲଦାର ନିଜ କଳିଙ୍ଗନଗର ସ୍ଥିତ…
Read More...

ଫାଶୀ ଲଗାଇ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା ।

ବେଲଗୁଣ୍ଠା,୧୬/୧୨(ପିପିଟି):ଗାଙ୍ଗପୁର ଥାନା ଅନ୍ତର୍ଗତ ନୂଆପଡା ଗ୍ରାମରେ ଜଣେ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣଙ୍କ ହେଲେ ନୂଆପଡା ଗ୍ରାମର ସୁଜନ ପରିଡ଼ା ଓରଫ…
Read More...

ବିଧାୟକଙ୍କ ଦ୍ୱାରା ମିଶନ ଶକ୍ତି ଗୃହ ଉଦଘାଟିତ ।

ଉଲୁଣ୍ଡା,୧୪/୧୨(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପରିସରରେ ନବ ନିର୍ମିତ ମିଶନ ଶକ୍ତି ଗୃହକୁ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଶୁଭ ଉଦଘାଟନ କରିଛନ୍ତି । ଉକ୍ତ ଉତ୍ସବରେ ବ୍ଲକ…
Read More...

ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ବାର୍ଷିକ କ୍ରୀଡ଼ା ମହୋତ୍ସବ ।

ବେଲଗୁଣ୍ଠା୧୪/୧୨(ପିପିଟି): ବେଲଗୁଣ୍ଠା ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୩ ତମ ବାର୍ଷିକ କ୍ରୀଡା ଉତ୍ସବ ୩ ଦିନ ବ୍ୟାପି ପାଳିତ ହୋଇଯାଇଅଛି। ଉଦଘାଟନୀ ଦିନରେ ଆରାଧ୍ୟ ଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ପୀଠ ଠାରୁ ମଶାଲ…
Read More...

ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡିର ଶୁଭାରମ୍ଭ ।

ମାଲକାନଗିରି,୧୪/୧୨(ପିପିଟି):ଆଜି ମାଲକାନଗିରି ଜିଲ୍ଲା ରେ ଥିବା ୧୪ଟି ଧାନ ମଣ୍ଡିର ଶୁଭାରମ୍ଭ କରାଯାଇଛି।ମାଲକାନଗିରି ସଦର ମହକୁମା ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣ ରେ ଆୟୋଜିତ ଧାନ ମଣ୍ଡିକୁ ମାଲକାନଗିରି…
Read More...

ଭୋପାଳ ପରିଭ୍ରମଣ କରିବେ ଆଦିବାସୀ ଯୁବକଯୁବତୀ ।

ମାଲକାନଗିରି,୧୪/୧୨(ପିପିଟି): ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ସେକ୍ଟର ହେଡ୍ କ୍ୱାଟର ମାଲକାନଗରିଠାରେ ତୃତୀୟ ପର୍ଯ୍ୟାୟ ୧୪ ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ନେଇ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ…
Read More...

ଜଟେସିଂହା ମଣ୍ଡି ଶୁଭାରମ୍ଭ ,ପ୍ରଥମ ଦିନରେ ଉଠିଲା ତିନି ଜଣ ଚାଷୀଙ୍କର ୧୩୦ କୁଇଣ୍ଟାଲ ଧାନ ।

ଉଲୁଣ୍ଡା,୧୪/୧୨(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ସେବା ସମବାୟ ଲିଃ ପ୍ରାଙ୍ଗଣରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ସଭାପତି ଜତିନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂଜାର୍ଚ୍ଚନା…
Read More...

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ମନରେଗା କାର୍ଯ୍ଯରେ ମଣିଷ ବଦଳରେ ମେସିନ କାର୍ଯ୍ଯ କରୁଛି।

ହିଞ୍ଜିଳିକାଟୁ,୧୪/୧୨(ପିପିଟି):ଶାସନ ଆମ୍ବଗାଁ ପଞ୍ଚାୟତର ଆଦର୍ଶ ବିଦ୍ୟାଳୟ ପାଖ ନୂତନ ପୋଖରୀ କାମ କରିବା ସକାଶେ ୨୦୨୦-୨୧ ଆର୍ଥିକ ବର୍ଷରେ ମନରେଗା ଯୋଜନାରୁ ଅନୁଦାନ ଯୋଗେଇ ଦିଆ ଯାଇଛି । ଏଥିପାଇଁ ମନରେଗା ଯୋଜନାରେ…
Read More...

ଶ୍ରମ ମନ୍ତ୍ରୀଙ୍କ ଦ୍ବାରା ପାନୀୟଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ।

ପୋଲସରା,୧୩/୧୨(ପିପିଟି):ପୋଲସରା ବ୍ଲକ ଅନ୍ତର୍ଗତ ଝିଟିକାବାଡି ଓ ସୋଡକ ଗ୍ରାମ ଠାରେ ଶତ ପ୍ରତିଶତ ଘରୋଇ ପାନୀୟ ଜଳ ଯୋଗାଣ ସଂଯୋଗି କରଣ ପ୍ରକଳ୍ପକୁ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସହୁ ଯୋଗ ଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିବା…
Read More...

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼୍‌ସ୍‌ରେ ଅନନ୍ଯା ।

ପୋଲସରା,୧୩/୧୨(ପିପିଟି):କୁହାଯାଏ, ତୁଳସୀ ଦୁଇ ପତ୍ରରୁ ବାସେ। ଅର୍ଥାତ୍ ଶୈଶବରୁ ପ୍ରତିଭାର ପରିସ୍ଫୁଟନ ଘଟେ। ସେହିଭଳି ଜଣେ ପ୍ରତିଭାବାନ୍ ଶିଶୁ ହେଉଛନ୍ତି ଅନନ୍ୟା ପ୍ରିୟଦର୍ଶିନୀ ସ୍ବାଇଁ। ବୟସ ମାତ୍ର ୪ ବର୍ଷ ୯ ମାସ।…
Read More...