ଔଷଧ ଦୋକାନର ତାଲା ଭାଙ୍ଗି ଟଙ୍କା ଲୁଟ୍ ଘଟଣା;ଘଟଣା ସ୍ଥଳେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ତନାଘନା ଜାରି ।
ବ୍ରହ୍ମପୁର,୦୪/୦୯(ପିପିଟି): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଏମ୍କେସିଜି ମେଡ଼ିକାଲ ମୁଖ୍ୟ ଫାଟକ ନିକଟରେ ଥିବା ଏକ ଔଷଧ ଦୋକାନର ତାଲା ଭାଙ୍ଗି ଟଙ୍କା ଲୁଟ୍ ହୋଇଛି । ଘଟଣାର ଅଭିଯୋଗ ପରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ…
Read More...
Read More...