୧୯୧୮ରେ ପ୍ରତିଷ୍ଠିତ ଶ୍ରୀକୃଷ୍ଣ ଗୋଶାଳାରେ ଗାଈଙ୍କୁ ରାକ୍ଷୀ ବାନ୍ଧିଲେ ପଶୁପ୍ରେମୀ ।
ବ୍ରହ୍ମପୁର,୧୧/୦୮(ପିପିଟି):ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳନ ଅବସରରେ ଗୁରୁବାର ଦିନ ବ୍ରହ୍ମପୁର ସହର ଚଳଚଞ୍ଚଳ ହୋଇ ଉଠିଛି। ପ୍ରଥା ଅନୁସାରେ ଘରେ ଘରେ ଭଉଣୀ ଭାଇକୁ ରାକ୍ଷୀ ବାନ୍ଧିବା ସହ ଆଜିର ଦିନରେ ଜୀବନ ସାରା ରକ୍ଷା…
Read More...
Read More...