ସରପଞ୍ଚ ନିଜ ନାମରେ ବିଦ୍ଯୁତ ସରଞ୍ଜାମ କିଣି ବିବାଦ ଘେରରେ।

କବିସୂର୍ଯ୍ୟନଗର,୦୧/୧୧(ପିପିଟି):ଜଣେ ନିର୍ବାଚିତ ସରପଞ୍ଚ ନିଜ ନା ରେ ସରକାରୀ ଟଙ୍କା ହାତେଇଛନ୍ତି। ଯାହାକି ଆଇନ ସଂଗତ କାର୍ଯ୍ୟ ନୂହେଁ। ଘଟଣା ଗୁରୁତର ହୋଇଥିବା ବେଳେ ଜଣାପଡିବା ପରେ କିପରି ଚପେଇ ଦିଆଯିବ ସେ ନେଇ ସମସ୍ତ…
Read More...

କୋଦଳା ଏନ୍ଏସି ର ପ୍ରତ୍ୟକ ୱାର୍ଡରେ ରାସନ ସାମଗ୍ରୀ ଯୋଗାଣ ଦାବିରେ ଶତାଧିକ ମହିଳାଙ୍କ ମେଳି ।

କୋଦଳା,୦୧/୧୧(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ରାସନ ସାମଗ୍ରୀ ଯୋଗାଣକୁ ନେଇ ଦେଖାଦେଇଛି ଗମ୍ଭୀର ପରିସ୍ଥିତି । ମଙ୍ଗଳବାର ଦିବା ଏଗାର ଘଣ୍ଟା ସମୟରୁ ଶତାଧିକ ମହିଳା ଓ ପୁରୁଷ ଖାଉଟି କାର୍ଡ ହିତାଧିକାରୀ ଏନ୍ଏସି…
Read More...

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି, ୧୪ ଜଣ ଅଧିକାରୀଙ୍କ ଉପରେ…

ଭୁବନେଶ୍ବର,୦୧/୧୧:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅସାଧୁ ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ…
Read More...

ସୁନାପଲ୍ଲୀ ପଞ୍ଚାୟତର ମନରେଗା ଦୁର୍ନୀତିକୁ ନେଇ ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା।

କବିସୂର୍ଯ୍ୟନଗର,୦୧/୧୧(ପିପିଟି):ଏକା ସମୟରେ ଗୋଟିଏ ବନ୍ଧରେ ଦୁଇଟି ପ୍ରକଳ୍ପ କାର୍ଯ୍ଯ, ମନରେଗା କାର୍ଯ୍ଯରେ ଦୁର୍ନୀତିର ତଦନ୍ତ ପାଇଁ ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ହୋଇଛି। କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ…
Read More...

ସହୀଦ୍ ଚିତ୍ତରଂଜନ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ।

ବେଲଗୁଣ୍ଠା,୩୨/୧୦(ପିପିଟି): ବେଲଗୁଣ୍ଠା ବ୍ଳକ୍ ବଲାଡ଼ି ଗ୍ରାମର ସହୀଦ୍ ଚିତ୍ତରଂଜନ ନାୟକଙ୍କୁ ଆଜି ବଲାଡ଼ି ବିଦ୍ୟାଳୟରେ ବେଲଗୁଣ୍ଠା ଥାନା ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।…
Read More...

ନିଶାଦ୍ରବ୍ୟ କାରବାରରେ ମହିଳା ଜେଲ ୱାର୍ଡର ନିଲମ୍ବିତ ।

ମାଲକାନଗିରି,୩୧/୧୦(ପିପିଟି): ମାଲକାନଗିରି ଉପକାରାଗାରରେ ନିଶା ଦ୍ରବ୍ଯ କାରବାରରେ ସଂପୃକ୍ତ ଜଣେ ମହିଳା ଜେଲ୍ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଛି। ମାଲକାନଗିରି ଜିଲ୍ଲା ଉପ କାରାଗାରରେ ଏମିତି ଏକ ଘଟଣା ଚର୍ଚ୍ଚାର କେନ୍ଦ୍ର…
Read More...

ବିଏସଏଫ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ।

ମାଲକାନଗିରି,୩୧/୧୦(ପିପିଟି): କୁଡୁମୁଲୁଗୁମ୍ମା ସ୍ଥିତ ଡାରଉଈନ୍ ମେମୋରିଆଲ ଡିଗ୍ରୀ ମହାବିଦ୍ୟାଳୟ ବିଏସଏଫ ୧୫୧ ବାଟାଲିୟନ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଉକ୍ତ…
Read More...

ବିରମହାରାଜପୁର ଠାରେ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭସ୍ଥମ୍ଭ ସ୍ଥାପନ ।

ଉଲୁଣ୍ଡା,୩୧/୧୦(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ମାଲେଶ୍ରୀ ମୁକ୍ତ ରଙ୍ଗ ମଞ୍ଚରେ ବିରାଟ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ପାଇଁ ଆଜି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି…
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ, ସମସ୍ତ ସରକାରୀ ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶାସକ ଅଖଣ୍ଡତା ପ୍ରତିଶୃତି…

ଛତ୍ରପୁର,୩୧/୧୦(ପିପିଟି): ଦୁର୍ନୀତି ନିବାରଣ ସପ୍ତାହ ୩୧ ଅକ୍ଟୋବର ଠାରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ସଚେତନତାମୂଳକ କାର୍ଯ୍ୟକ୍ରମ ପାଳିତ ହେବ । ସୋମବାର ଭର୍ଚୁଆଲ ପ୍ଲାଟଫର୍ମରେ ଦୁର୍ନୀତି ନିବାରଣ ସଚେତନତା ସକାଶେ…
Read More...

ପୁନର୍ଜୀବିତ ହେଲା ସ୍ବେଛାସେବୀ ସାମାଜିକ ସଂଗଠନ “ସମ୍ମାନ ” ସଂସ୍ଥା ।

ବ୍ରହ୍ମପୁର,୩୧/୧୦(ପିପିଟି) : ଗଂଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ ଅଧିନସ୍ଥ ଟି ଗୋବିନ୍ଦପୁର ଠାରେ ୧୯୮୬ ମସିହାରୁ ପ୍ରତିଷ୍ଠା ହୋଇଥିବା ସମ୍ମାନ ସଂସ୍ଥା ପରିସରରେ ଦୁଇଦିନ ଧରି ସଂସ୍ଥାର ବିକାଶକୁ ନେଇ ଏକ ଚିନ୍ତନ ବୈଠକ…
Read More...