କନ୍ଧମାଳରେ ରାସ୍ତା ନଥିବାରୁ କାନ୍ଧରେ ବୁହାଗଲା ମୃତଦେହ ।

କନ୍ଧମାଳ,୧୬/୧୧(ପିପିଟି): କନ୍ଧମାଳ ଜିଲା ଫୁଲବାଣୀ ସହରଠାରୁ ମାତ୍ର ୬ କି.ମି. ଦୂର ଏକ ଗାଁକୁ ରାସ୍ତା ନ ଥିବାରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ କାନ୍ଧରେ ବୁହାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଦେବେଶ୍ୱର କହଁର(୬୦)ଙ୍କ…
Read More...

ଜାତୀୟ ପ୍ରେସ ଦିବସର ଅନୁଚିନ୍ତା  (ଆଲେଖ୍ଯ:କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

ନଭେମ୍ବର ୧୬ ତାରିଖକୁ ପ୍ରତି ବର୍ଷ ଆମେ ଜାତୀୟ ପ୍ରେସ ଦିବସ ଭାବେ ଭାରତରେ ପାଳନ କରାଯାଇଥାଏ । ୧୯୬୬ ମସିହା ୧୬ ତାରିଖ ଦିନ ଭାରତୀୟ ପ୍ରେସ କାଉନସିଲଗଠିତ ହେଲା ପରେ ଭାରତର ପୂର୍ନତନ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମା ୩୦ତମ…
Read More...

ଉଚ୍ଚ ଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ମାଲକାନଗିରି ମହାବିଦ୍ୟାଳୟ ପରିଦର୍ଶନ ।

ମାଲକାନଗିରି,୧୬/୧୧(ପିପିଟି): ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ବିରେନ୍ଦ୍ର କର୍କର ଓ ଜୟପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ତ୍ରିନାଥ ପ୍ରସାଦ ରଥ ମାଲକାନଗିରି ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ।ଜାତୀୟ ସମର…
Read More...

ବୋଲଗଡ଼ରେ ବିଜେଡିର ଜନସଂପର୍କ ପଦଯାତ୍ରା।

ବୋଲଗଡ଼,୧୫/୧୧(ପିପିଟି):ବୋଲଗଡ଼ର ତହସିଲ କାର୍ଯ୍ୟାଳୟ ଠାରୁ ଶାସକ ବିଜେଡିର ପଦଯାତ୍ରା ପୂର୍ବାହ୍ନ ୧୧.୩୦ ସମୟରେ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଓ ସ୍ୱଚ୍ଛ ଶାସନ ସହ ସରକାରଙ୍କ ସମସ୍ତ ବିକାଶ ମୂଳକ…
Read More...

ବିପୁଳ ପରିମାଣରେ ତମ୍ବାଖୁ ଜବତ;୨ଗିରଫ ।

ଭଞ୍ଜନଗର,୧୫/୧୧(ପିପିଟି):ଭଞ୍ଜନଗର ଥାନା ମୁଜାଗଡ଼ ଗ୍ରାମର ଯୋଗେନ୍ଦ୍ର ସାହୁଙ୍କ ଘରେ ବେଆଇନ ଭାବେ ଗଛିତ ଥିବା ବିପୁଳ ପରିମାଣରେ ତମ୍ବାଖୁ ପୁଲିସ ଜବତ କରିଛି।କୌଣସି ସୂତ୍ରରୁ ଖବର ପାଇ ପୁଲିସ ସେଠାରେ ଚଢ଼ାଉ କରି ୨୧କେଜି…
Read More...

ବିବେକାନନ୍ଦ ଶିଶୁ ମନ୍ଦିରରେ ଶିଶୁ ଦିବସ ପାଳିତ ।

ବେଲଗୁଣ୍ଠା,୧୫/୧୧(ପିପିଟି): ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ଠାରେ ଅନୁଷ୍ଠାନର ସଂପାଦକ ସୁଶାନ୍ତ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଅଛି । ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁଙ୍କ ପ୍ରତ୍ୟକ୍ଷ…
Read More...

ବାଲିଗୁଡାର ମୁଠାହେଡ଼ ସାଧୁପାତ୍ରଙ୍କ ଅକାଳ ବିୟୋଗ : ଉତ୍ତରାଧିକାରୀ ଭାବେ ପୁଅ ପ୍ରଶାନ୍ତ ପାତ୍ର ଅଭିଷିକ୍ତ ।

ବାଲିଗୁଡା,୧୫/୧୧(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡାର ମୁଠାହେଡ଼ ସାଧୁ ପାତ୍ରଙ୍କ ଅକାଳ ବିୟୋଗ ଯୋଗୁଁ ସମଗ୍ର ଗାଁ ରେ ଶୋକାକୁଳ ପରିବେଶ ହୋଇଛି । ମଙ୍ଗଳବାର ଭୋର ପାଞ୍ଚଟାରେ ତାଙ୍କର ହୃଦଘାତ ରେ ମୃତ୍ୟୁ ଘଟିଛି ।…
Read More...

ଆଦିବାସୀ ଅଞ୍ଚଳରେ ଆନ୍ଧ୍ର ଓ ଗୁଜରାଟ ଜମି ମାଫିଆଙ୍କ ଦୈରାତ୍ମ୍ୟକୁ ରୋକିବା ପାଇଁ ବିପ୍ଳବୀ ବିର୍ସା ମୁଣ୍ଡାଙ୍କ…

ଭଞ୍ଜନଗର,୧୫/୧୧(ପିପିଟି): ମହାନ୍ କ୍ରାନ୍ତିକାରୀ ବିପ୍ଳବୀ ବିର୍ସା ମୁଣ୍ଡାଙ୍କ ୧୪୭ ତମ ଜନ୍ମ ଜୟନ୍ତୀରେ ଆଦିବାସୀ ଭାରତ ମହାସଭା ପକ୍ଷରୁ ଭଞ୍ଜନଗର ଠାରେ ଆଦିବାସୀ ମେଳିର ଆହ୍ବାନରେ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଏକାଠି…
Read More...

ବିର୍ସା ମୁଣ୍ଡାଙ୍କ ୧୪୭ ତମ ଜନ୍ମ ଜୟନ୍ତୀରେ ବତ୍କୃତା ପ୍ରତିଯୋଗିତା ।

କୋଦଳା,୧୫/୧୧(ପିପିଟି):ମଙ୍ଗଳବାର ଅପରାହ୍ନରେ କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ପରିସର ରେ ବିର୍ଷା ମୁଣ୍ଡାଙ୍କ ୧୪୭ ତମ ଜୟନ୍ତୀ ଅବସରରେ "ସ୍ୱାଧୀନତା ସଂଗ୍ରାମ ରେ ଜନଜାତି ନେତାଙ୍କ ଅବଦାନ "ଶୀର୍ଷକ ଏକ…
Read More...

ମାଲକାନଗିରି ଜିଲ୍ଲା ଅମଲା ସଂଘ ପକ୍ଷରୁ ଗ୍ରେଡ ପେ ବୃଦ୍ଧି ଦାବି ନେଇ ଶୋଭାଯାତ୍ରା ।

ମାଲକାନଗିରି,୧୫/୧୧(ପିପିଟି):ଓଡ଼ିଶା ଅମଲା ସଙ୍ଘ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ଆଜି ଶତାଧିକ ଅମଲାମାନେ ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ଏକ ବିରାଟ ଶୋଭଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ୍…
Read More...