ଆସନ୍ତା ନଭେମ୍ବର ୧ ତାରିଖ ଠାରୁ ଆର୍ମି ରିକୃଟମେଣ୍ଟ ରାଲି;ଚାକିରୀ ପାଇଁ ଲାଞ୍ଚ ଦେଇ ଠକାମୀରୁ ରୋକିବା ପାଇଁ ଅନୁରୋଧ ।
ଛତ୍ରପୁର,୨୦/୦୯(ପିପିଟି): ଚଳିତ ବର୍ଷ ନଭେମ୍ବର ମାସ ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ରଙ୍ଗେଇଲୁଣ୍ଡାର ଏୟାରଷ୍ଟ୍ରିପ୍ ଠାରେ ଆର୍ମି ରିକୃଟମେଣ୍ଟ ରାଲି ଅନୁଷ୍ଠିତ ହେବ । ଅଗ୍ନିପଥ ଯୋଜନାରେ ଦକ୍ଷିଣ ଓଡିଶାର ଯୁବକଗଣ…
Read More...
Read More...