ଲୋହିଆ ଏକାଡେମୀ ଠାରେ ସମ୍ଭବ ପରିବାର ଦ୍ୱାରା ଯୁବ ଚର୍ଚ୍ଚା ଆଲୋଚନା ଚକ୍ର ଅନୁଷ୍ଠିତ ।

ଭୁବନେଶ୍ବର,୨୬/୦୬(ପିପିଟି): ଓଡ଼ିଶାକୁ ଭଲ ପାଉଥିବା ଏବଂ ନିଜ ଗାଁ ର ଅବହେଳିତ ଲୋକମାନଙ୍କ ପାଇଁ କିଛି କରିବାକୁ ଚାହୁଁଥିବା ତଥା ଏକ ଶୋଷଣ ବିହୀନ ସୁନ୍ଦର ସମାଜର ପ୍ରତିଷ୍ଠା ପାଇଁ ଓଡିଶାର ପ୍ରତି ଜିଲ୍ଲାର ସ୍ଵାଭିମାନୀ…
Read More...

ସ୍କୁଟିକୁ ଧକ୍କା ଦେଲା ବାଇକ୍ ।

ବେଲଗୁଣ୍ଠା,୨୬/୦୬(ପିପିଟି):ଆଜି ସନ୍ଧ୍ୟା ୭ଘଣ୍ଟ ତିରିଶ୍ ମିନଟ୍ ସମୟରେ ଭଂଜନଗର ପଟରୁ ଆସୁଥିବା ଏକ ସ୍କୁଟି ଯାହାର ନମ୍ବର OD32C 3446 ବେଲଗୁଣ୍ଠା ଆସୁଥିବା ବେଳେ ପଛ ପଟୁ ଦୃତ ଗତିରେ ଆସୁଥିବା ଏକ ହିରୋହୋଣ୍ଡା ବାଇକ୍…
Read More...

କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଯୁବକ ସଂଘ ୟୁଥ ୱାରିୟର ପକ୍ଷରୁ ସଫେଇ ଅଭିଯାନ ।

ବାଲିଗୁଡା,୨୬/୦୬(ପିପିଟି): ୟୁଥ ୱାରିୟର ପକ୍ଷରୁ ରବିବାର ଟିକାବାଲି ବସଷ୍ଟାଣ୍ଡ ଓ ମେଡିକାଲ ଛକ ଠାରେ ଥିବା ଯାତ୍ରୀ ବିଶ୍ରାମଗାର ସଫେଇ କରାଯାଇଛି । ଅନେକ ଦିନରୁ ଏ ଗୁଡିକ ଆବର୍ଜନାମୟ ଓ ଅବ୍ୟବହୃତ ଅବସ୍ଥାରେ ଥିଲା । ଏହା…
Read More...

ଉପାନ୍ତ ଅଞ୍ଚଳବାସୀଙ୍କ ଆଉ ଏକ ଉଦାହରଣ : ବାଉଁଶ ନଳୀ ଖଞ୍ଜି ପାହାଡ଼ି ଝରଣାର ପାଣି ଗାଁ ମୁଣ୍ଡକୁ ଆଣିଲେ ।

ବାଲିଗୁଡା,୨୬/୦୬(ପିପିଟି): ବାରମ୍ବାର ନେହୁରା ହୋଇଥିଲେ ବି କେହି ଶୁଣି ନଥିଲେ୨ କିଲୋମିଟର ପାହାଡ଼ି ଝରଣାରୁ ଗାଁ ପର୍ଯ୍ୟନ୍ତ ବାଉଁଶ ନଳ ଖଞ୍ଜି ପାଣି ଟୋପାଏ ଆଣି ପାରିଛନ୍ତି । ବର୍ଷ ବର୍ଷ ବିତିଗଲା। ପ୍ରଶାସନ କି…
Read More...

ସେବା ସମବାୟ ସମିତି ନିର୍ବାଚନ ; ୪୦ ବର୍ଷ ପରେ ବେଲଗୁଣ୍ଠା ସେବା ସମବାୟ ସମିତି ବିଜେଡ଼ି ଦଖଲରେ ।

ବେଲଗୁଣ୍ଠା,୨୬/୦୬(ପିପିଟି): ବେଲଗୁଣ୍ଠାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନ ଭଳି ସମବାୟ ସମିତି ନିର୍ବାଚନରେ ମଧ୍ୟ ବିଜେଡ଼ି କରିଛି ବାଜିମାତ୍ । ଦୀର୍ଘ ୪୦ ବର୍ଷ ପରେ ବେଲଗୁଣ୍ଠା ସେବା ସମବାୟ ସମିତି…
Read More...

କୋଦଳା ଏନ୍ଏସି ଓ ବେଗୁନିଆପଡା ବ୍ଲକରେ ନୂତନ ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ।

କୋଦଳା,୨୬/୦୬(ପିପିଟି): ରବିବାର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ଉପସ୍ଥିତି ରେ କୋଦଳା ଏନ୍ଏସି ଓ ବେଗୁନିଆପଡା ବ୍ଲକ ଜନସାଧାରଣଙ୍କ ଦ୍ୱାରା ଓଡିଶା ସରକାରଙ୍କ ନୂତନ…
Read More...

ଅକ୍ସିଜେନ ନ ମିଳିବାରୁ ଗୁରୁତରଙ୍କ ଚାଲିଗଲା ଜୀବନ।

ପୋଲସରା,୨୬/୦୬(ପିପିଟି): ଗଞ୍ଜାମ ଜିଲ୍ଲା ପୋଲସରା ସ୍ଥିତ ବ୍ରାହ୍ମଣ ସାହିର ଜୈନିକ ପ୍ରାୟ ୭୫ବର୍ଷ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହୋଇ ପଡିବାରୁ ପରିବାର ଲୋକେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି…
Read More...

ନିଶ୍ଚେତକ ନିଶାଦ୍ରବ୍ଯ ଅପବ୍ଯବହାର ସଂପର୍କରେ ଶୋଭାଯାତ୍ରା ।

ମାଲକାନଗିରି,୨୬/୦୬(ପିପିଟି): ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ନିଷିଦ୍ଧ ନିଶ୍ଚେତକ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଚୋରା ଚାଲାଣ ବିରୁଦ୍ଧ ଦିବସ ଅବସରରେ ଏକ ସଚେତନତା ଶୋଭାଯାତ୍ର ଅନୁଷ୍ଠିତ ହୋଇଯାଇଛି। ସକାଳ ୭.୩୦ ମିନିଟ…
Read More...

ସ୍ୱାତୀ ଅନୁଷ୍ଠାନର ୨୩ତମ ପ୍ରତିଷ୍ଠା ଦିବସ ।

କନ୍ଧମାଳ,୨୬/୦୬(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବାଲନ୍ଦାପଡା ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ୱାତୀ ଅନୁଷ୍ଠାନର ୨୩ ତମ ପ୍ରତିଷ୍ଠା ଦିବସ ଲୁଇସଂ ପଞ୍ଚାୟତର ରାଇଗୁଡା ଓ ବାଲନ୍ଦାପଡାର ଗଧେଇପଦର ଠାରେ ପାଳିତ…
Read More...

ମୌଳିକ ସୁବିଧା ହାସଲ କରିବା ପାଇଁ କନ୍ଧମାଳର ନୂତନ ଜିଲାପାଳଙ୍କୁ ଭେଟିଲେ ବିଲାବାଡ଼ି ଗ୍ରାମ ପଞ୍ଚାୟତବାସୀ ।

କନ୍ଧମାଳ,୨୬/୦୬(ପିପିଟି): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ବିଲାବାଡ଼ି ପଞ୍ଚାୟତକୁ ୨୦୧୨ ମସିହାରୁ ସାଂସଦ ପୋଷ୍ୟ ଗ୍ରାମ ହିସାବରେ ଗ୍ରହଣ କରାଯାଇଛି । କିନ୍ତୁ ପଞ୍ଚାୟତର ମୌଳିକ ସମସ୍ୟା ଦୂର ହୋଇ ପାରୁନାହିଁ…
Read More...