ପୋଖରୀରେ ବୁଡି ଯୁବକ ମୃତ ।

ଉଲୁଣ୍ଡା ,୦୯/୦୭(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ସୁବଲୟା ଥାନା ଅନ୍ତର୍ଗତ ଖମାର ଗ୍ରାମର ଖମାର ମଠ ନିକଟ ଏକ ଅବ୍ୟବହୃତ ପରିତ୍ୟକ୍ତ ପୋଖରୀରୁ ଜଣେ ଯୁବକର ମୃତଦେହ ଦେଖିବାକୁ ମିଳିଥିଲା । ଗତକାଲି ଏହି ଯୁବକ ଖମାର ମଠକୁ
Read More...

କୋଦଳାରେ ଥର୍ମାଲ ସ୍କ୍ରିନିଙ୍ଗ ଟେଷ୍ଟ ,ଉପ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ ।

କୋଦଳା,୦୯/୦୭(ପିପିଟି); ଆଜିଠାରୁ କୋଦଳା ଅଞ୍ଚଳରେ ପାଞ୍ଚଦିନିଆ ସଟଡାଉନ ।କୋଦଳା ପ୍ରଶାସନର ସଜାଗ ପରେ ଚାରିଆଡେ ଶୂନଶାନ।କେହି ଘରୁ ବାହାରିବାକୁ ବି ଇଛା କରୁନାହାନ୍ତି ।କେବଳ ଶାଗ କିମ୍ଵା କଞ୍ଚା ସଜ ପରିବା ସାଇକଲ ଟିଏ
Read More...

କାନପୁର ଏନକାଉଣ୍ଟରର ଘଟଣାର ମୋଷ୍ଟ ୱାଣ୍ଟେଡ୍ ବିକାଶ ଦୁବେ ଗିରଫ ।

କାନପୁର,୦୯/୦୭ ; ଉତ୍ତରପ୍ରଦେଶ କାନପୁରରେ ଜୁଲାଇ ୩ ତାରିଖରେ ଅପରାଧୀଙ୍କୁ ଧରିବାକୁ ଯାଇଥିବା ବେଳେ ୮ ପୋଲିସ କର୍ମଚାରୀ ସହିଦ ହୋଇଥିଲେ । ଅପରାଧୀ ବିକାଶ ଦୁବେ ଓ ସହଯୋଗୀଙ୍କ ଗୁଳିମାଡ଼ରେ ପୋଲିସ ସହିଦ ହୋଇଥିଲେ
Read More...

ଧର୍ମଶାଳା ରେ ଚମୁକୁଛନ୍ତି ଦୁଇ ସରୋଜ ।

ଯାଜପୁର,୦୯/୦୭(ପିପିଟି) ; କରୋନା ସଂକ୍ରମଣରୁ ନିଜକୁ ଓ ନିଜ ପରିବାରର ସୁରକ୍ଷା ପାଇଁ ଲୋକମାନେ ଘରୁ ବାହାରକୁ ପାଦ କାଢୁ ନ ଥିବା ବେଳେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି, ଆଶା କର୍ମୀ ଓ ପୁଲିସ ଆଦି କର୍ମଚାରୀ ଓ
Read More...

ଯୁଦ୍ଧ ଉନ୍ମାଦନା ପରିବର୍ତ୍ତେ ଆଲୋଚନା ମାଧ୍ୟମରେ ପଡୋଶୀ ମାନଙ୍କ ସହ ସୁସମ୍ପର୍କ ବୃଦ୍ଧି କର , ଜନ ଅଧିକାର ମଞ୍ଚ,…

ବ୍ରହ୍ମପୁର, ତା ୦୯/୦୭,  ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାମାରୀରେ ଆକ୍ରାନ୍ତ ଏବଂ ଆମ ଦେଶ ସମେତ ଅଧିକାଂଶ ଦେଶ ଓ ବିଶେଷ କରି ଦେଶର ଶ୍ରମଜୀବୀ ଜନଗଣ ଘୋର ଆର୍ଥୀକ ସଂକଟର ସମ୍ମୁଖୀନ, ସେହି ସମୟରେ ବିଶ୍ୱର ଦୁଇ ସର୍ବାଧିକ
Read More...

ଦେଶରେ ୨୪୮୭୯ ନୂଆ ସଂକ୍ରମିତ;୨୪ ଘଣ୍ଟାରେ ସୁସ୍ଥ ୧୯୫୪୭ ଏବଂ ମୃତ ସଂଖ୍ୟା ୪୮୭ ।

ନୂଆଦିଲ୍ଲୀ,୦୯/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ସକାଳ ସୁଦ୍ଧା ୨୪୮୭୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୧୯୫୪୭ ଏବଂ  ୪୮୭ ସଂକ୍ରମିତଙ୍କ
Read More...

ବିସିଟି ପକ୍ଷରୁ ବିଭିନ୍ନ ସେଵା କାର୍ଯ୍ୟସୂଚୀ ନିମନ୍ତେ ଅନଲାଇନ ଆଲୋଚନା ଚକ୍ର ।

କଟକ,୦୯/୦୭; ରାଜ୍ୟର ଅଗ୍ରଣୀ ସମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ, ଓଡ଼ିଶା(ବିସିଟି) ପକ୍ଷରୁ ଅନଲାଇନ ଆଲୋଚନା ଚକ୍ର ଟ୍ରଷ୍ଟର ସଭାପତି ଇଂ.ବିମଳ ଚନ୍ଦ୍ର ଦାସଙ୍କ ଅଧକ୍ଷତାରେ ବିଭିନ୍ନ ଶାଖାର ସଦସ୍ୟ ମାନଙ୍କୁ
Read More...

ପରଲୋକରେ ଅଭିନେତା ଜଗଦୀପ ।

ମୁମ୍ବାଇ,୦୯/୦୭: ବଲିଉଡ୍‌ର ଜଣାଶୁଣା ଅଭିନେତା ଜଗଦୀପଙ୍କ ମୁମ୍ବାଇରେ ବୁଧବାର ଦିନ ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ପୂର୍ବରୁ ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ଫିଲ୍ମ ‘ଶୋଲେ’ରେ ସୁର୍‌ମା ଭୋପାଲି
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୧୧୨୦୧ , ସୁସ୍ଥ ସଂଖ୍ୟା ୭୦୦୬ ।

ଭୁବନେଶ୍ଵର,ତା-୦୯/୦୭(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୩୦୯୬ ମଧ୍ୟରୁ ୧୬୦୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୦ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୧ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୧୧୩୫ ମଧ୍ୟରୁ ୮୦୧
Read More...

ଆର୍ଥିକ ସଙ୍କଟ ଆଳରେ ନିଯୁକ୍ତି ପ୍ରକ୍ରିୟା ସଂକୋଚନ ପରିବର୍ତ୍ତେ ନୂତନ ନିଯୁକ୍ତିର ରାସ୍ତା ଖୋଲନ୍ତୁ ରାଜ୍ୟ ସରକାର ।

ଭୁବନେଶ୍ବର,୦୮/୦୭: କରୋନା ମହାମାରୀ ଓ ଏଥିଜନିତ ସୃଷ୍ଟି ହୋଇଥିବା  ଆର୍ଥିକ ସଙ୍କଟ ଯୋଗୁଁ  ରାଜ୍ୟର  ଅର୍ଥନୈତିକ ଅବସ୍ଥl ରସାତଳଗାମୀ  ହୋଇଛି  । ଏହାର ଆଳ ଦେଖାଇ ରାଜ୍ୟ ସରକାର ଖର୍ଚ୍ଚ କାଟ କରିବା ପାଇଁ ନେଇଥିବା
Read More...