ରାସ୍ତା କଡରୁ ମୃତ ଦେହ ଉଦ୍ଧାର ।

ଭଞ୍ଜନଗର,୧୭/୦୭(ପିପିଟି); ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ରମୁଣି ସାହି ରାସ୍ତା କଡରେ ଗୁରୁବାର ସନ୍ଧ୍ୟାରେ ଜଣେ ଲୋକ ଦୀର୍ଘ ସମୟ ପର୍ଯ୍ୟନ୍ତ ପଡ଼ି ରହିଥିଲା । ସ୍ଥାନୀୟ ଲୋକମାନେ ଏହାଦେଖି ପୋଲିସକୁ ଖବର ଦେଇଥିଲେ।
Read More...

ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର ।

କଳାହାଣ୍ଡି,୧୭/୦୭(ପିପିଟି); କଳାହାଣ୍ଡି ଓ ବଲାଙ୍ଗିର ଲାଗିରହିଥିବା ବ୍ରିଜରେ ଦୁର୍ଘଟଣା । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଟ ତେଲ ନଦୀ ଓ ବଲାଙ୍ଗିର ସୀମାନ୍ତ ବେଲଗାଁ ନଦୀ ବ୍ରିଜରେ ଏକ ଟ୍ରକ ଓ
Read More...

କୋଭିଡ୍ ମନିଟରଙ୍କ ତାଲିମ ଶିବିର ।

କୋଦଳା,୧୭/୦୭(ପିପିଟି); ଗଞ୍ଜାମ ଜିଲ୍ଲାରେ ଦ୍ରୁତ ଗତିରେ ସଂକ୍ରମିତ ହେଉଛି କରୋନା ମହାମାରୀ । ବେଗୁନିଆପଡା ବ୍ଲକ ଓ କୋଦଳା ଏନ୍ଏସି ସେହି ତୁଳନାରେ ବଢିବାରେ ଲାଗିଛି । ରୋଗୀ ମାନଙ୍କୁ ବିଭିନ୍ନ କୋଭିଡ୍ ମେଡିକାଲ ନ ପଠାଇ
Read More...

ଅବହେଳିତ କୃଷ୍ଣପ୍ରସାଦ ଗାଁ ରେ ବିକାଶର ପାଦଚିହ୍ନ ପଡିବ କେବେ !

ବୋଲଗଡ,୧୭/୦୭(ପିପିଟି); କୃଷ୍ଣପ୍ରସାଦ ବଣ ଜଙ୍ଗଲ ଘେରା ଆଦିବାସୀ ଗାଁ । ପ୍ରକୃତିର ଅନୁପମ ରୂପରେ ଗାଁ ଟି ଚିତ୍ରିତ। ପାହାଡ଼ଗୁଡିକ ସବୁ ବଉଦକୁ ଛୁଇଁବା ଛୁଇଁବା ସହ ପକ୍ଷୀଙ୍କର କାକଳିରେ ଗାଁ'ଟି ସତେ ଯେପରି ସ୍ୱର୍ଗପୁରୀ
Read More...

ଦେଶରେ ସଂକ୍ରମିତ ସଂଖ୍ୟା ୧୦ ଲକ୍ଷ ପାର;୨୪ ଘଣ୍ଟାରେ ସୁସ୍ଥ ୨୨୯୪୨ ଏବଂ ମୃତ ସଂଖ୍ୟା ୬୮୭ ।

ନୂଆଦିଲ୍ଲୀ,୧୭/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ଶୁକ୍ରବାର  ସକାଳ ସୁଦ୍ଧା ୩୪୯୫୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୨୨୯୪୨ ଏବଂ  ୬୮୭
Read More...

ଏରେଣ୍ଡ୍ରା ଗ୍ରାମକୁ ସିଲ୍ କଲେ ସରପଞ୍ଚ ।

ସାନଖେମୁଣ୍ଡି,୧୬/୦୭(ପିପିଟି) ; ମହାମାରୀ କୋଭିଡ଼ ୧୯ ବା କରୋନା ଭୁତାଣୁ ଗଞ୍ଜାମ ଜିଲ୍ଲାରେ ତାଣ୍ଡବ ରଚୁଛି । ଅଜଣା ଜ୍ୱରରେ ନିରୀହ ମଣିଷ ମାନଙ୍କ ଜୀବନ ଯାଉଛି । କରୋନା ଭୁତାଣୁ ଲୋକଠୁ ଲୋକ ଡ଼ିଆଁ ରୋଗ ହୋଇଥିବାରୁ ଏଭଳି
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୧୬୧୧୦ , ସୁସ୍ଥ ସଂଖ୍ୟା ୧୦୮୭୭ ଓ ମୃତ ସଂଖ୍ୟା ୮୩ ।

ଭୁବନେଶ୍ଵର,ତା-୧୭/୦୭(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୫୦୯୮ ମଧ୍ୟରୁ ୩୦୫୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୩ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୧୭୪୪ ମଧ୍ୟରୁ ୧୦୧୨
Read More...

ଶ୍ରୀ ଶ୍ରୀ ଶ୍ରୀ ନୃସିଂହ ନାଥ ସ୍ୱାମୀ ଶିବ ମନ୍ଦିର, ବରଗାଁ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଜଗନ୍ନାଥ ପ୍ରସାଦ,୧୬/୦୭ ;ଆଜି ପବିତ୍ର ଶ୍ରାବଣ ମାସ ୧୬ ତାରିଖ ଗୁରୁବାର ଦିନ କର୍କଟ ସଂକ୍ରାନ୍ତି ଉପଲକ୍ଷେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ଥିବା ବହୁ ପୁରାତନ ଐତିହାସିକ ଶିବ
Read More...

ବିଷ୍ଣୁଚରଣ ଦାସଙ୍କ ସ୍ମୃତି ସଭା ଅନୁଷ୍ଠିତ ।

ଜଗତସିଂହପୁର,୧୬/୦୭(ପିପିଟି);ତିର୍ତ୍ତୋଲ୍ ଥାନା ଅନ୍ତର୍ଗତ ପଟିଲୋ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ବିଧାୟକ ବିଷ୍ଣୁଚରଣ ଦାସଙ୍କ ଏକାଦଶାହରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା । ଏଥିରେ ସରପଞ୍ଚ ଚିତ୍ତରଞ୍ଜନ ରଥ,
Read More...