କୋରନା ଯୁଦ୍ଧରେ ହାରିଗଲେ ଧୁମୁଛାଇ ସରପଞ୍ଚ ।

ଭଞ୍ଜନଗର,୨୪/୦୭(ପିପିଟି); ଗଞ୍ଜାମ ଜିଲ୍ଲା ବେଳଗୁଣ୍ଠା ବ୍ଲକ ଧୁମୁଛାଇ ପଞ୍ଚାୟତର ସରପଞ୍ଚ ମନୋଜ ପ୍ରଧାନଙ୍କର ୪୧ବର୍ଷ ବୟସରେ ଗତକାଲି ରାତିରେ ଦେହାନ୍ତ ଘଟିଛି । ସେ କିଛିଦିନ ହେବ ଅସୁସ୍ଥତା ଅନୁଭବ କରୁଥିଲେ । ଗତକାଲି
Read More...

ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୪୯୩୧୦; ୨୪ ଘଣ୍ଟାରେ ସୁସ୍ଥ ୩୪୬୦୨ ଏବଂ ମୃତ ସଂଖ୍ୟା ୭୪୦ ।

ନୂଆଦିଲ୍ଲୀ,୨୪/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ସକାଳ ସୁଦ୍ଧା ୪୯୩୧୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୩୪୬୦୨ ଏବଂ ୭୪୦ ସଂକ୍ରମିତଙ୍କ
Read More...

ଜିଲ୍ଲାପାଳ କ୍ଷମତା ପ୍ରୟୋଗକଲେ ସରପଞ୍ଚ ,ଖଣ୍ଡିଆନଈ ହେଲା ୭ ଦିନିଆ ସଟ୍ ଡାଉନ ।

କୋଦଳା,୨୪/୦୭(ପିପିଟି); ମହାମାରୀ କିଲ୍ଲର କରୋନା ଭୟଙ୍କର ଭାବେ ଦୃତ ଗତିରେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତ ହୋଇଚାଲିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ମୁକାବିଲା ପାଇଁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ
Read More...

ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ,ପୁଲିସ ଗୁଳିରେ ଦୁଇ ମାଓବାଦୀ ମୃତ ।

ଫୁଲବାଣୀ,୨୪/୦୭(ପିପିଟି); କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତ ନାକୁଦୁପଡା ନିକଟ ଜଙ୍ଗଲରେ ପୁଣି ଗତକାଲି ପୋଲିସ ମାଓବାଦୀ ଗୁଳି ବିନିମୟ ହୋଇ ଦୁଇ ମାଓବାଦୀ ମୃତ୍ୟୁ ବରଣ କରିଛନ୍ତି। ଜଣେ ପୁରୁଷ ଓ ଜଣେ
Read More...

ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୩୨, ଜିଲ୍ଲାରେ ସ୍ଥିତି ସଙ୍ଗିନ ।

ବ୍ରହ୍ମପୁର ,ତା-୨୪/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୯୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧୪୩୯୨, ଚିକିତ୍ସିତ ସଂଖ୍ୟା ୮୧୪୮, ମୃତ ସଂଖ୍ୟା ୧୨୦ ଓ ଅନ୍ଯ ମୃତ ସଂଖ୍ୟା ୩୨। ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୨୨୬୯୩ , ସୁସ୍ଥ ସଂଖ୍ୟା ୧୪୩୯୨ ଓ ମୃତ ସଂଖ୍ୟା ୧୨୦ ।

ଭୁବନେଶ୍ଵର,ତା-୨୪/୦୭(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୭୬୩୪ ମଧ୍ୟରୁ ୪୪୮୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୦ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୫ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୨୬୭୬ ମଧ୍ୟରୁ ୧୩୭୫
Read More...

କରୋନା ଯୋଦ୍ଧା ହୋମଗାର୍ଡଙ୍କ ମୃତ୍ୟୁ ।

ଦିଗପହଣ୍ଡି,୨୪/୦୭;ଦିଗପହଣ୍ଡି ସହରର ଜଣେ କରୋନା ଯୋଦ୍ଧା ସହକାରୀ ଶିକ୍ଷକ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ହେବା ଘଟଣାର ସପ୍ତାହକ ପରେ ଆଉ ଜଣେ କରୋନା ଯୋଦ୍ଧା ହୋମଗାର୍ଡ ଙ୍କ ମୃତ୍ୟୁ ଘଟିଛି । ଦିଗପହଣ୍ଡି ବ୍ଳକ
Read More...

ବେସାହାରା ୫ ଭାଇଭଉଣୀଙ୍କୁ ସାହା ହେଲେ ବିଧାୟକ ,ପଢ଼ାର ଦାୟିତ୍ୱ ସହ ମାସିକ ୧୦ହଜାର ଟଙ୍କା ଦେବ ଜିଲ୍ଲା ପ୍ରଶାସନ ।

ଯାଜପୁର,୨୩/୦୭(ପିପିଟି);ବାପା ଓ ମା’ଙ୍କୁ ହରାଇଥିବା ନାବାଳକ ୫ ଭାଇ-ଭଉଣୀଙ୍କର ସମସ୍ତ ଦାୟିତ୍ୱ, ଯାଜପୁର ଜିଲ୍ଲା ପ୍ରଶାସନ ହାତକୁ ନେଇଛନ୍ତି। ଗତ ବୁଧବାର ମା’ କୁନି ଯାମୁଦାଙ୍କ ମୃତ୍ୟୁ ପରେ ବେସାହାର ହୋଇ ଯାଇଥିବା
Read More...