ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୨୬୮୯୨ , ସୁସ୍ଥ ସଂଖ୍ୟା ୧୬୭୯୨ ଓ ମୃତ ସଂଖ୍ୟା ୧୪୭ ।

ଭୁବନେଶ୍ଵର,ତା-୨୭/୦୭(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୯,୧୬୯ ମଧ୍ୟରୁ ୫,୮୩୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୨ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୬ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୩,୨୬୦ ମଧ୍ୟରୁ
Read More...

କରୋନା ମୁକାବିଲାରେ ଓଡିଶା ମଡେଲ ସାଜିଥିବା କଥା ହାସ୍ୟାସ୍ପଦ, କାହ୍ନୁ ପତି ।

ବ୍ରହ୍ମପୁର,୨୬/୦୭(ପିପିଟି);ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ଯେଉଁ ଭଳି ଭାବେ ଦିନ କୁ ଦିନ ବଢିବାରେ ଲାଗିଛି ତାହାକୁ ଦେଖିଲେ ଜିଲ୍ଲାର ସ୍ଥିତି ମଧ୍ୟ ସଙ୍ଗିନ ହୋଇ ପଡିଲାଣି । ରାଜ୍ୟ ସରକାର କରୋନା ମୁକାବିଲାରେ
Read More...

କରୋନା ସଚେତନତାକୁ ନେଇ ପିପୁଲ୍ସ ଫର ଦି ପବ୍ଲିକ୍ ର ସାଧାରଣ ବୈଠକ ।

ବ୍ରହ୍ମପୁର,୨୬/୦୭; ସାଧାରଣ ଜନତା ତଥା ଗରିବ,ମଧ୍ୟବର୍ତ୍ତୀ ଶ୍ରେଣୀର ଲୋକଙ୍କ ସମସ୍ୟା ପାଇଁ ଲଢୁଥିବା ପିପୁଲ୍ସ ଫର ଦି ପବ୍ଲିକ୍ ସଂଗଠନର ଆଜି ଦ୍ବିତୀୟ ସାଧାରଣ ବୈଠକ ବାବାଜି ତୋଟା ସାହି ସ୍ଥିତ ଗୋପାଳଜୀ ମନ୍ଦିର
Read More...

ସ୍ଵର୍ଗତ ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ ।

ଗାଙ୍ଗପୁର/ବେଲଗୁଣ୍ଠା, ୨୬/୦୭(ପିପିଟି); ଆଜି ଜୁଲାଇ ୨୬ ତାରିଖ କାର୍ଗିଲ ବିଜୟ ଦିବସ ଅବସରରେ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଦିବଂଗତ ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ
Read More...

ଗୋବରା ରେ ଆରମ୍ଭ ହେଲା କୋଭିଡ-୧୯ନମୁନା ସଂଗ୍ରହ କେନ୍ଦ୍ର ।

ବେଲଗୁଣ୍ଠା,୨୬/୦୭(ପିପିଟି);ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗୋବରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ରେ ଆଜି କୋଭିଡ ୧୯ ନମୁନା ସଂଗ୍ରହ କେନ୍ଦ୍ର ଆରମ୍ଭ ହୋଇଛି ।ଏହି କେନ୍ଦ୍ରକୁ ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର
Read More...

ଭଞ୍ଜନଗରରେ ଆଜି କମିଛି, ୧୧ପଜିଟିଭ ଚିହ୍ନଟ ।

ଭଞ୍ଜନଗର,୨୬/୦୭(ପିପିଟି); ଗଞ୍ଜାମ ଜିଲ୍ଲାରେ ଆଜି ମୋଟ ୪୮୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରେ ଭଞ୍ଜନଗର ଅଞ୍ଚଳର ୧୧ଜଣ ପଜିଟିଭ ରହିଛନ୍ତି।ଗତ କିଛି ଦିନ ହେବ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି
Read More...

କର୍ପୋରେଟ୍ ହଟାଅ-ଦେଶ ବଞ୍ଚାଅ ଆହ୍ବାନରେ ଅଗଷ୍ଟ ୦୯ ଦେଶବ୍ୟାପୀ ପ୍ରତିବାଦ,କୃଷକ ସଂଘର୍ଷ ସମନ୍ବୟ ସମିତି ।

ବ୍ରହ୍ମପୁର, ତା୨୬/୦୭(ପିପିଟି); ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ତଥା କୃଷକ-ଶ୍ରମିକ ମାରଣ ନୀତି ବିରୋଧରେ ଆସନ୍ତା ୯ ଅଗଷ୍ଟରେ ୨୫୦ରୁ ଉର୍ଦ୍ଧ୍ବ କୃଷକ ସଂଗଠନ, ସମସ୍ତ ଶ୍ରମିକ ଓ ଜନ ସଂଗଠନ ମାନଙ୍କ ପକ୍ଷରୁ
Read More...

ନିୟମ ପାଳନ କଲେ କୋହଳ ହେବ କଟକଣା ।

ଭଞ୍ଜନଗର,୨୬/୦୭(ପିପିଟି);କୋରନା କୁ ନେଇ ଗତମାସ ୨୫ତାରିଖରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରକୁ କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷଣା କରାଯାଇଛି । ଏକ ମାସ ହେଲାଏହି ଅଞ୍ଚଳରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ
Read More...

ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୪୮୬୬୧; ୨୪ ଘଣ୍ଟାରେ ସୁସ୍ଥ ୩୬୧୪୫ ଏବଂ ମୃତ ସଂଖ୍ୟା ୭୦୫ ।

ନୂଆଦିଲ୍ଲୀ,୨୬/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରବିବାର ସୁଦ୍ଧା ୪୮,୬୬୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୩୬,୧୪୫ ଏବଂ ୭୦୫ ସଂକ୍ରମିତଙ୍କ
Read More...

ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୪ ।

ପାରଳାଖେମୁଣ୍ଡି,ତା-୨୬/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୩୮୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧୫,୯୨୯, ଚିକିତ୍ସିତ ସଂଖ୍ୟା ୯,୨୮୬, ମୃତ ସଂଖ୍ୟା ୧୪୦ ଓ ଅନ୍ଯ ମୃତ ସଂଖ୍ୟା ୩୪। ଗଜପତି ଜିଲ୍ଲାରେ ଆକ୍ରାନ୍ତ
Read More...