ଆଜି ଭଞ୍ଜନଗର ରେ ୧୪ ପଜିଟିଭ ।
ଭଞ୍ଜନଗର,୧୧/୦୮(ପିପିଟି); ଗତକାଲି ରାତିରେ ପ୍ରକାଶିତ ରିପୋର୍ଟ ଅନୁସାରେ ଗଞ୍ଜାମ ଜିଲ୍ଲାରେ ମୋଟ ୨୨୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରେ ଭଞ୍ଜନଗର ଅଞ୍ଚଳରେ ୧୪ଆକ୍ରାନ୍ତ ଥିବା ଜଣାପଡିଛି। ଭଞ୍ଜନଗର ସବ୍ ଜେଲ!-->…
Read More...
Read More...