ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୬୫,୦୦୨; ୨୪ ଘଣ୍ଟାରେ ସୁସ୍ଥ ୫୭,୩୮୧ ଏବଂ ମୃତ ସଂଖ୍ୟା ୯୯୬ ।
ନୂଆଦିଲ୍ଲୀ,୧୫/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସୁଦ୍ଧା ନୂତନ ଆକ୍ରାନ୍ତ ୬୫,୦୦୨ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୫୭,୩୮୧ଏବଂ ୯୯୬ ସଂକ୍ରମିତଙ୍କ!-->…
Read More...
Read More...