ନୂଆଖାଇ ବଜାରରେ ପ୍ରବଳ ଭିଡ,କରୋନା କଟକଣାକୁ ମାନିଲେନି ଜନସାଧାରଣ: ପ୍ରଶାସନ ନିରବ ।
ଉଲୁଣ୍ଡା,୨୨/୦୮(ପିପିଟି); ସାରା ପଶ୍ଚିମ ଓଡିଶା ରେ ଗଣାପର୍ବ ନୂଆଖାଇ ପାଇଁ ଆଜି ଓ କାଲି ଦୁଇ ଦିନ ପାଇଁ ପ୍ରଶାସନ ପକ୍ଷରୁ କରୋନା କଟକଣାକୁ କୋହଳ କରାଯାଇଛି । ଯାହାକି ଏବେ ସମସ୍ୟା ସୃଷ୍ଟି କରିଛି ।ସୁବର୍ଣ୍ଣପୁର ଜିଲ୍ଲା!-->…
Read More...
Read More...