ବନକର୍ମଚାରୀଙ୍କ ଦ୍ବାରା ୫୦ ହଜାର ଟଙ୍କାର ମୂଲ୍ଯବାନ ପଟା ଜବତ, ଜଣେ ଗିରଫ ।

ମାଲକାନଗିରି,ତା:୦୭/୦୯(ପିପିଟି) ଆଜି ମାଲକାନଗିରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ବନ କର୍ମଚାରୀମାନେ ସକାଳ ୬ ଘଟିକା ସମୟରେ ଦୀର୍ଘ ଦିନ ଧରି ଖଟ ପଲଙ୍କ ନିର୍ମାଣ କରି ବିକ୍ରି କରୁଥିବା କୌଣସି ସୂତ୍ରରୁ
Read More...

ନାଏବ ସରପଞ୍ଚ ଭାରପ୍ରାପ୍ତ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ।

ପଦ୍ମପୁର,୦୭/୦୯(ପିପିଟି); ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରୀ ପଞ୍ଚାୟତର ସରପଞ୍ଚ ନିରୂପମା ସିଂହଙ୍କୁ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ନିଲମ୍ବିତ କଲାପରେ ଆଜି ତା-୦୭/୦୯/୨୦୨୦ ରିଖ ସକାଳ ୧୦ ଘଣ୍ଟା.୩୦ ମିନିଟ ସମୟରେ
Read More...

ପରଲୋକରେ ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର କୁମାର ସ୍ବାଇଁ ।

ଣଭୁବନେଶ୍ବର:୦୭/୦୯; ପୂର୍ବତନ ରାଜ୍ୟସଭା ସଦସ୍ୟ ନରେନ୍ଦ୍ର କୁମାର ସ୍ୱାଇଁଙ୍କର ସୋମବାର ପରଲୋକ ଘଟଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ସେ ଚିକିତ୍ସାଧିନ ଥିଲେ। ସେ
Read More...

ଖରିଫ୍ ଧାନ ସକାଶେ ଏ ଯାବତ୍ ଶତକଡା ୯୯.୬୪ ପ୍ରତିଶତ ଚାଷୀଙ୍କର ପଞ୍ଜିକରଣ ।

ଛତ୍ରପୁର,ତା.୦୭/୦୯(ପିପିଟି); ଖରିଫ୍ ଧାନ ସଂଗ୍ରହ ନିମନ୍ତେ ଚାଷୀ ମାନଙ୍କର ପଞ୍ଜିକରଣ କାର୍ଯ୍ୟକୁ ମିଶନ୍ ମୋଡ୍ ରେ କରିବା ସକାଶେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗତ ୨୯.୦୮.୨୦୨୦ରିଖ ବୈଠକରେ ଯୋଗାଣ ବିଭାଗ ଓ
Read More...

ସାର କଳାବଜାର;ଉତ୍ଯକ୍ତ ଚାଷୀ ତାଲା ପକାଇଲେ ସୋସାଇଟିରେ।

କବିସୂର୍ଯ୍ଯ ନଗର,୦୭/୦୯(ପିପିଟି); କବିସୂର୍ଯ୍ଯ ନଗର ବ୍ଲକ ଅନ୍ତର୍ଗତ ବଡମହୁରୀ ପଞ୍ଚାୟତରେ ସାର କଳାବଜାରୀକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କରୋନା ମହାମାରୀର ପ୍ରଭାବରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି
Read More...

ଭିନ୍ନକ୍ଷମ ବନ୍ଦନା ସରକାରଙ୍କ ସହାୟତାରୁ ବଞ୍ଚିତ !

ପଦ୍ମପୁର,୦୭/୦୯(ପିପିଟି); ବରଗଡ ଜିଲ୍ଲା ସ୍ଥିତ ପାଇକମାଲ ବ୍ଲକ ଖୁର୍ସାପାଲି ଗ୍ରାମର ସୋନୁ ବାଗଙ୍କ ୧୧ ବର୍ଷୀୟ ଝିଅ ବନ୍ଦନା ବାଗ ଗତ ଚାରିବର୍ଷ ହେଲା ମାନସିକ ବିକୃତି ଆରମ୍ଭ ହୋଇଛି ଯାହାଦ୍ୱାରା ସେ ପାଠପଢ଼ା ସହିତ
Read More...

ବିଜେଡି ଆଇଟି ସେଲର ବନ୍ଧୁମିଳନ ଉତ୍ସବ ଓ ଆଲୋଚନାଚକ୍ର ।

ଜଗତସିଂହପୁର,୦୭/୦୯(ପିପିଟି); ବାଲିକୁଦା ବ୍ଲକ ଅନ୍ତର୍ଗତ ଅପଣ୍ଡରା ପଞ୍ଚାୟତ ସ୍ଥିତ ନୁଆଗାଦି ପୀଠରେ ବିଜୁ ଜନତାଦଳ ଆଇଟି ସେଲ୍ ର ବନ୍ଧୁମିଳନ ଉତ୍ସବ ସହିତ ଏକ ଆଲୋଚନା ଚକ୍ର ଯୁବସଂଗଠକ ତାପସ ରଞ୍ଜନ ନାୟକଙ୍କ ତତ୍ୱାବଧାନରେ
Read More...

ତିର୍ତ୍ତୋଲ ଥାନାରୁ ପୁଣି ଜଣେ ପଜିଟିଭ୍: ଜଗତସିଂହପୁର ଜିଲ୍ଲାରୁ ଆଜି ୬୭ ପଜିଟିଭ୍ ଚିହ୍ନଟ, ୭୮ ସୁସ୍ଥ ।

ଜଗତସିଂହପୁର,୦୬/୦୯(ପିପିଟି); ଆଜି ଜଗତସିଂହପୁର ଜିଲ୍ଲାରୁ ୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତିର୍ତ୍ତୋଲ ଥାନାରୁ ପୁର୍ବରୁ ଜଣେ ଏସ୍.ଆଇ ଏବଂ ଜଣେ କନଷ୍ଟେବଳ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଜଣେ
Read More...

ଆଜି ଆମ୍‌ ଆଦ୍‌ମୀ ପାର୍ଟି ପଦ୍ମପୁର ତରଫରୁ ଅମ୍ଲଜାନ୍‌ ପରୀକ୍ଷା ଆରମ୍ଭ ହୋଇ ଯାଇଛି।

ପଦ୍ମପୁର,୦୬/୦୯(ପିପିଟି); କରୋନା ଦ୍ବାରା ଆକ୍ରାନ୍ତ ହେଲେ ସାଧାଣତଃ ଶରୀରରୁ ଅମ୍ଲଜାନ୍‌ ପରିମାଣ କମିଯାଇ ଥାଏ। ଯେତେବେଳେ ସମଗ୍ର ଭାରତ ବର୍ଷ ରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି। ଏହା ସହିତ ଲଢ଼ିବା ପାଇଁ
Read More...

ପଦ୍ମପୁର ବ୍ଯବସାୟୀ ସଂଘର ନିଷ୍ପତ୍ତି, ଏକ ସପ୍ତାହ ପର୍ଯ୍ୟନ୍ତ ଅପରାହ୍ନ ୨ଘଣ୍ଟା ପର୍ଯ୍ୟନ୍ତ ଦୋକାନ ଖୋଲିବ ।

ପଦ୍ମପୁର,୦୬/୦୯(ପିପିଟି); କରୋନା ମହାମାରୀ ଦିନକୁ ଦିନ ତାର କାୟା ଆହୁରି ବିସ୍ତାର କରିବାରେ ଲାଗିଛି । ବରଗଡ଼ ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମଣର ଆଶଙ୍କା ଦିନକୁ ଦିନ ବଢିବାରେ ଲାଗିଛି । ଆଜି ସନ୍ଧ୍ୟା ସମୟରେ ପଦ୍ମପୁର
Read More...