କୋଭିଡ୍ ଯୋଦ୍ଧା ଏଏସଆଇ ସୁବାଷ ସାହୁଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହିତ ଶେଷ କୃତ୍ଯ ସମ୍ପର୍ଣ୍ଣ ହୋଇଛି ।
ଫୁଲବାଣୀ,୧୫/୦୯(ପିପିଟି); କନ୍ଧମାଳର କୋରନା ଯୋଦ୍ଧା ଏଏସଆଇ ସୁବାଷ ସାହୁଙ୍କର ଫୁଲବାଣୀ ପୋଲିସ ରିଜର୍ଭ ପଡିଆ ଠାରେ ସମ୍ମାନର ସହ ଶ୍ରଦ୍ଧାଞ୍ଜଳି ପରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି । ସ୍ବର୍ଗତ ସୁବାସ ସାହୁ ଟିକାବାଲି!-->…
Read More...
Read More...