ଆସନ୍ତା ପୂଜା ଉତ୍ସବ ପାଳନ ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନୀତି ନିୟମ ଜାରି ।

ଛତ୍ରପୁର,ତା.୦୫/୧୦(ପିପିଟି); ଓଡିଶା ସରକାରଙ୍କ ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ବାରା ପ୍ରଦତ୍ତ ନିୟମ ପ୍ରକାରେ ବର୍ତ୍ତମାନର ସ୍ଥିତିକୁ ଆଧାର କରି ସରକାରଙ୍କ ଆଦେଶ ପତ୍ର 5315 / R&DM(DM)
Read More...

ରାଇରଙ୍ଗପୁରରେ ଜିଏସଟି ସମାଧାନ କେନ୍ଦ୍ର ଉଦ୍‌ଘାଟିତ ।

ରାଇରଙ୍ଗପୁର,ତା- ୦୫/୧୦(ପିପିଟି); ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସହରର ମୁର୍ମୁ ଛକରେ ଜିଏସଟି ସମାଧାନ କେନ୍ଦ୍ର ମୁଖ୍ୟ ଅତିଥି ରାଇରଙ୍ଗପୁର ଡିଏଫଓ ଡଃ ଅରୁଣ ମିଶ୍ର ଏବଂ ସମ୍ମାନିତ ଅତିଥି ରାଇରଙ୍ଗପୁର ଏସଡିପିଓ
Read More...

ଜିଲ୍ଲା କଂଗ୍ରେସ ତରଫରୁ ବାରିପଦାରେ ହାଥରସ୍ ରେ ଦଳିତ ଯୁବତୀ ମୃତ୍ୟୁ ପ୍ରତିବାଦରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ତଳେ…

ରାଇରଙ୍ଗପୁର,୦୫/୧୦(ପିପିଟି); ଅଖିଳ ଭାରତ କଂଗ୍ରେସ ଏବଂ ପ୍ରଦେଶ କଂଗ୍ରେସ ସଭାପତି ନିର୍ଦ୍ଦେଶ କ୍ରମେ ସୋମବାର ଦିନ ପୂର୍ବାହ୍ନରେ ମୟୂରଭଂଜ କଂଗ୍ରେସ କମିଟି ତରଫରୁ ଉତ୍ତର ପ୍ରଦେଶର ପୋଲିସର ହାଥରସ୍ ଘଟଣାରେ ପିଡିତା ମୃତ
Read More...

ରାଇରଙ୍ଗପୁର ବନାଞ୍ଚଳ ସମ୍ମିଳନୀ କକ୍ଷରେ ୬୬ ତମ ବନଖଣ୍ଡୀୟ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ଦିବସ ପାଳିତ ।

ରାଇରଙ୍ଗପୁର, ୦୫/୧୦( ପିପିଟି); ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡୀୟ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ରବିବାର ଦିନ ମଧ୍ୟାହ୍ନରେ ବନଖଣ୍ଡ ଅଧିକାରୀ ଡ଼ଃ ଅରୁଣ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ
Read More...

ଛତ୍ରପୁର ବିଇଓଙ୍କ ଅଧିନରେ କାର୍ଯ୍ୟରତ ୬ ଜଣ ଜାଲ୍ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ।

ଛତ୍ରପୁର,୦୫/୧୦(ପିପିଟି); ଗଞ୍ଜାମ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟ୍ ଶିକ୍ଷକ ନିଯୁକ୍ତି ବିରୁଦ୍ଧରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଫରୱାର୍ଡ ପକ୍ଷରୁ ବିଭିନ୍ନ ସମୟରେ ଦାବି ହୋଇଛି । ଛତ୍ରପୁର ବିଇଓଙ୍କ ଅଧିନରେ
Read More...

୨୫୬ କେଜି ଗଞ୍ଜେଇ ଜବତ, ଦୁଇ ଜଣ ଗିରଫ ।

କବିସୂର୍ଯ୍ଯ ନଗର,୦୫/୧୦(ପିପିଟି); କବିସୂର୍ଯ୍ଯ ନଗର ଥାନା ଅନ୍ତର୍ଗତ ବୁଢାମ୍ବ ଠାରେ ରବିବାର ଦିନ ଗାଡି ଯାଞ୍ଚ ସମୟରେ ଏକ ଆମ୍ବୁଲାନ୍ସର ଗତିବିଧି ସନ୍ଦେହ ସୃଷ୍ଟି ହେବାରୁ ଆଟକାଇ ଯାଞ୍ଚ କରିବା ସମୟରେ ଗଞ୍ଜେଇ ଭର୍ତ୍ତି
Read More...

ଶେରଗଡ଼ ଅଞ୍ଚଳରେ ସାରର ଅଭାବୀ ଓ କଳା ବଜାରୀ ସମ୍ପର୍କରେ ପ୍ରଶାସନ ନୀରବ ଦ୍ରଷ୍ଟା,ସେକ୍ରେଟାରୀ ମାନଙ୍କ କଥାରେ ତାଳମେଳ…

ଶେରଗଡ,୦୫/୧୦(ପିପିଟି); ଶେରଗଡ଼ ବ୍ଲକରେ ସାର ଅଭାବୀ ସମ୍ପର୍କରେ ଆମେ ବହୁବାର ଖବର ପ୍ରକାଶ କରିଥିଲେ ସୁଦ୍ଧା ପ୍ରଶାସନ ମନମାନି ଦେଖା ଯାଇଥିଲା ଆମ ପ୍ରତିନିଧି ଶେରଗଡ଼ ବ୍ଲକର ୧୫ ଟି ସମବାୟ ସମିତି ଥିବା ସମସ୍ତ ସୋସାଇଟି
Read More...

କଂଗ୍ରେସର ଶତାଧିକ କର୍ମୀ ବିଜେଡିରେ ଯୋଗ ଦେଲେ ।

ତିର୍ତ୍ତୋଲ,୦୫/୧୦(ପିପିଟି), ତିର୍ତ୍ତୋଲ ଉପନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ବିଜେଡ଼ି ଦଳ ସୁଦୃଢ଼ ହେବାରେ ଲାଗିଛି । ଦଳୀୟ ଟିକେଟ୍ ପାଇବାର ଆଶା ହରାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଓଡିଶା ପ୍ରଦେଶ
Read More...

ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୩ ।

ବ୍ରହ୍ମପୁର,ତା-୦୫/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୫,୩୩୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୦୨,୩୦୨, ଚିକିତ୍ସିତ ସଂଖ୍ୟା ୩୨,୦୫୧, ମୃତ ସଂଖ୍ୟା ୯୨୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୩ ସହ
Read More...