୫ଖଣ୍ଡ ଗ୍ରାମର ଜନତା ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି।

ତିର୍ତ୍ତୋଲ,୧୮/୧୦(ପିପିଟି ନ୍ଯୁଜ୍), ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ସମସ୍ତ ଦଳ ଭୋଟ ହାତେଇବାକୁ ଚେଷ୍ଟା କରୁଥିବା ବେଳେ ଦଳମତ ନିର୍ବିଶେଷରେ ଭୋଟ ବର୍ଜନ କରିବାକୁ ଏକାଠି ହେଉଛନ୍ତି କଟରା ପଞ୍ଚାୟତର…
Read More...

ଓଡିଶା ଜୀବିକା ମିଶନ ତରଫରୁ ସମନ୍ବୟ ମେଳା ଅନୁଷ୍ଠିତ।

ଉଲୁଣ୍ଡା, ୧୮/୧୦(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପାତାଳୀ ଶ୍ରୀକ୍ଷେତ୍ର, କୋଟସମଲାଇ ଠାରେ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ଏକ ସମନ୍ମୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଉତ୍କଳ ଗ୍ରାମୀଣ…
Read More...

କନ୍ଧମାଳ ବୁନ୍ଦୁଲି ପଦର ଘାଟିରେ ୨ଜଣଙ୍କ ମୃତ ଦେହ ଉଦ୍ଧାର,ଦୁର୍ଘଟଣା ନା ହତ୍ୟାକୁ ନେଇ ସନ୍ଦେହ !

ଫୁଲବାଣୀ, ୧୮/୧୦(ପିପିଟି);କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ବୁନ୍ଦୁଲି ପଦର ଘଟିରେ ଗତ କାଲି ରାତିରେ ୨ ଜଣ ଯୁବକଙ୍କ ମୃତ ଦେହ ପଡିଥିବା ନେଇ ଖବର ପାଇ ତୁମୁଡିବନ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ…
Read More...

ଫିରିଙ୍ଗିଆ ପୁଲିସ୍ ଜଜେସପଙ୍ଗା ଗ୍ରାମରେ ଚଢାଉ କରି ୧୦୨ କିଲୋ ଗଞ୍ଜେଇ ସହ ଚାରି ଜଣଙ୍କୁ ଗିରଫ କରିଛି।

ଫୁଲବାଣୀ,୧୮/୧୦(ପିପିଟି);ଗତ ଶୁକ୍ରବାର ରାତିରେ କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ପୋଲିସ ସଦଳବଳେ ଜଜେସପଙ୍ଗା ଗ୍ରାମର କରୁଣା ବେହେରାଙ୍କ ଘର ଉପରେ ଚଢ଼ାଉ କରି ୨ ଜଣ ଜିଲ୍ଲା ବାହାର ଯୁବକଙ୍କ ସହ ୨ ଟି ବାଇକ ଓ ଗଞ୍ଜେଇ…
Read More...

ଗରୀବ ଝିଅ ଶିବାନୀ ନାହକ ନିଟ୍ ପରୀକ୍ଷାରେ କୃତକାର୍ଯ୍ଯ ।

କବିସୂର୍ଯ୍ଯ ନଗର ,୧୮/୧୦(ପିପିଟି); ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ୨୦୨୦ ପ୍ରବେଶିକା ପରିକ୍ଷା ଫଳ ପ୍ରକାଶିତ ହୋଇଯାଇଛି । କବିସୂର୍ଯ୍ଯ ନଗର ବ୍ଲକ୍ ଅନ୍ତର୍ଗତ ପାଇକ ଯମୁନା ପଞ୍ଚାୟତର ନିମୁଣ୍ଡିଆ…
Read More...

କଂଗ୍ରେସର ୩୩ ସଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ।

ଭୁବନେଶ୍ୱର,୧୮/୧୦(ପିପିଟି): କଂଗ୍ରେସର ୩୩ ସାଙ୍ଗଠନିକ ଜିଲ୍ଲା ସଭାପତି ଭାବେ ଆଜି ନିଯୁକ୍ତ କରାଯାଇଛି । ଗଞ୍ଜାମ ପାଇଁ ରମେଶ ଜେନା, ଖୋର୍ଦ୍ଧା ପାଇଁ ସୁରେଶ ରାଉତରାୟ, ରାଉରକେଲା ପାଇଁ ଜର୍ଜ ତିର୍କୀ, ଢେଙ୍କାନାଳ ପାଇଁ…
Read More...

କଳିଙ୍ଗା ଘାଟିରେ ଟ୍ରକ ଦୁର୍ଘଟଣା, ଡ୍ରାଇଭର ଓ ହେଲ୍ପର ଗୁରୁତର ।

ଭଞ୍ଜନଗର,୧୮/୧୦(ପିପିଟି); ଗତକାଲି ରାତିରେ ସମ୍ବଲପୁର ଠାରୁ ଲୁହା ପାଇପ ବୋଝେଇ ଏକ ଟ୍ରକ ଆନ୍ଧ୍ର ପ୍ରଦେଶ ଯାଉଥିବା ବେଳେ କଳିଙ୍ଗା ଘାଟିର ଅନ୍ଧାରୀ କୋଟ ନିକଟରେ ଗାଡ଼ିଟି ବ୍ରେକଫେଲ ହୋଇ ଓଲଟି ପଡ଼ିଥିଲା।ଫଳରେ ଡ୍ରାଇଭର…
Read More...

ଧାର୍ମିକ ଭାବାବେଗ ପ୍ରତି ପ୍ରଶାସନର କୁଠାର ଘାତ ।

ବ୍ରହ୍ମପୁର,୧୮/୧୦(ପିପିଟି); କୋଭିଡ୍ କଟକଣା ମଧ୍ୟରେ ପବିତ୍ର ଦଶହରା ପର୍ବ ପାଳନ ପାଇଁ କେନ୍ଦ୍ର, ରାଜ୍ୟ ଓ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନିଜ ନିଜ ସ୍ତରରେ ନେଇଥିଲେ ହେଁ ପରବର୍ତ୍ତି ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ଏ…
Read More...

ଖୋର୍ଦ୍ଧ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୮୩ ।

ଭୁବନେଶ୍ବର,ତା-୧୮/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୮,୩୬୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୪୪,୨୨୭, ଚିକିତ୍ସିତ ସଂଖ୍ୟା ୨୨,୯୪୯ ମୃତ ସଂଖ୍ୟା ୧,୧୩୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୮୩ ସହ…
Read More...

ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୩୩ ।

ବ୍ରହ୍ମପୁର,ତା-୧୮/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୮,୩୬୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୪୪,୨୨୭, ଚିକିତ୍ସିତ ସଂଖ୍ୟା ୨୨,୯୪୯, ମୃତ ସଂଖ୍ୟା ୧,୧୩୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୩ ସହ…
Read More...