ଜାଲ୍ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି ବିଇଓ ।

ବ୍ରହ୍ମପୁର,୦୩/୧୧(ପିପିଟି); ଗଞ୍ଜାମ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟ୍ ହାସଲ କରି ଶିକ୍ଷକ ପଦବୀ ହାତେଇଥିବା ନେଇ ଫରୱାର୍ଡ ବ୍ଲକ ପକ୍ଷରୁ ତଦନ୍ତ ପାଇଁ ଦାବି କରାଯାଇଛି ଏବଂ ୧୫୦ରୁ ଉର୍ଦ୍ଧ୍ବ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ…
Read More...

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ କରୋନା ପରୀକ୍ଷଣ।

କେନ୍ଦ୍ରାପଡା,୦୨/୧୧(ପିପିଟି); ଆଜି କେନ୍ଦ୍ରାପଡା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ କରନା ପରୀକ୍ଷଣ ଅନୁଷ୍ଠିତ ହୋଇଯାଇଛି।ଏଥରେ ବହୁ ଗାଡି ଚାଳକ, ଏବଂ କାର୍ଯ୍ୟାଳୟକୁ ଆସିଥିବା ଲୋକମାଙ୍କର ମାଗଣା କରନା ପରୀକ୍ଷା…
Read More...

ଉଲୁଣ୍ଡା ଓ ବିରମହାରାଜପୁର ବ୍ଲକର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ।

ଉଲୁଣ୍ଡା,୦୨/୧୧(ପିପିଟି); ସୁବର୍ଣ୍ଣପୁର ଜିଲା ବିରମହାରାଜପୁର ଓ ଉଲୁଣ୍ଡା ବ୍ଲକର ବିଭିନ୍ନ ପୂଜା ମଣ୍ଡପରେ ମାଁ ଲକ୍ଷ୍ମୀଙ୍କର ଗଜଲକ୍ଷ୍ମୀ ପୂଜା ପାଳିତ ହେଉଛି ।ଉଲୁଣ୍ଡା ବ୍ଲକର ଉଲୁଣ୍ଡା,ଖୁଣ୍ଟୁଲାପାଲିଏବଂ ବିରମହାରାଜପୁର…
Read More...

ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ନିରବ : ନିଜ ଉଦ୍ୟମରେ ରାସ୍ତା ତିଆରି କଲେ ଯୁବଗୋଷ୍ଠୀ ।

ଉଲୁଣ୍ଡା,୦୨/୧୧(ପିପିଟି);ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ସୁବଳୟା ଖଣ୍ଡହତା ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ରାସ୍ତାରେ ଅନେକ ସ୍ଥାନରେ ଖାଲଖମାରେ ଭର୍ତି ହୋଇଥିବାବେଳେ ଯାତାୟତରେ ବହୁ ଅସୁବିଧା ହେବା ସହ…
Read More...

କରୋନାରୁ ସୁସ୍ଥ ହେଲେ ପୂର୍ବତନ ସାଂସଦ ନିତ୍ୟାନନ୍ଦ ଓ ତାଙ୍କ ପତ୍ନୀ ।

ସାନଖେମୁଣ୍ଡି, ୦୨/୧୧(ପିପିଟି); ଗଞ୍ଜାମ ଜିଲ୍ଲାର ବର୍ଷିଆନ ଜନନେତା ତଥା ପୂର୍ବତନ ବିଧାୟକ ,ପୂର୍ବତନ ଆସିକା ସାଂସଦ ନିତ୍ୟାନନ୍ଦ ପ୍ରଧାନ ଓ ତାଙ୍କ ସହଧର୍ମିଣୀ କମଳିନୀ ପ୍ରଧାନ ମହାମାରୀ କରୋନା କୁ ପରାଜିତ କରି ସୁସ୍ଥହୋଇ…
Read More...

ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ୍ ପରିସରରେ ନୂତନ ଇଣ୍ଡୋର ଷ୍ଟାଡିୟମ୍ ମୁଖ୍ୟମନ୍ତ୍ରୀ ଦ୍ୱାରା ଉଦ୍‌ଘାଟିତ ।

ବ୍ରହ୍ମପୁର, ୦୨/୧୧(ପିପିଟି); ହିଞ୍ଜିଳିକାଟୁ ବୃନ୍ଦାବନ ବିଦ୍ୟା ପୀଠ ଖେଳ ପଡିଆ ପରିସରରେ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟ ରେ ନିର୍ମିତ ନୂତନ ଇଣ୍ଡୋର ଷ୍ଟାଡିୟମ୍ ସୋମବାର ୨ ତାରିଖ ସନ୍ଧ୍ୟା ୫ଘଣ୍ଟ ସମୟରେ ଭିଡିଓ କଂଫେରେନ୍ସ…
Read More...

ମଧ୍ୟରାତ୍ରୀରେ ହିଞ୍ଜିଳି ଅଞ୍ଚଳରୁ ଚୋରା ବାଲି ଚାଲାଣ ,ପ୍ରୋତ୍ସାହନା ପାଇଁ ମୁଖ୍ୟ ନାୟକ କିଏ ।

ବ୍ରହ୍ମପୁର:-୨/୧୧/୨୦ (ପିପିଟି), ସ୍ଥାନୀୟ ଅଞ୍ଚଳରେ ତହସିଲଦାର ଚୋରା ଚାଲାଣ କଡା ନଜର ରଖିବା ସହ ଜରିମାନା କରିଥିଲେ ମଧ୍ୟ ବେଆଇନ ବାଲି ମାଫିଆ ମାନେ ଦିନରେ ପ୍ରଶାସନ ଭୟରେ ବନ୍ଦ ରଖି ରାତିରେ ସ୍ଥାନୀୟ ଘୋଡ଼ାହାଡ଼ ନଦୀ…
Read More...

କୋଭିଡ୍ ଦ୍ବିତୀୟ ପ୍ରବାହ ସଂକ୍ରମଣ ରୋକିବା ସକାଶେ ବୈଠକ ମୋ ଗାଁ ରେ ତହସିଲ୍ କାର୍ଯ୍ୟ ପୁଣି ଆରମ୍ଭ ହେବ ।

ଛତ୍ରପୁର ,ତା.୦୨/୧୧(ପିପିଟି); ଅଧିକାଂଶ ଦେଶରେ ଦ୍ବିତୀୟ ଏବଂ ତୃତୀୟ କୋଭିଡ୍ ସଂକ୍ରମଣ ପ୍ରବାହ ଆରମ୍ଭ ହୋଇଯାଇଛି । ଯାହାକି ଭିନ୍ନ ଧରଣର ପ୍ରବାହ ଏବଂ ଏହି ପ୍ରବାହ ସଂକ୍ରମିତ ହେଲେ ନିଶ୍ଚିତରୂପେ ଜୀବନ ପ୍ରତି ବିପଦ ଦେଖା…
Read More...

ଅନୁପସ୍ଥିତ ଶିକ୍ଷୟତ୍ରୀଙ୍କ ଦରମା ବିଲ୍ କରି ସିଆରସିସି ଓ ବିଇଓ ହରଡାଘଣାରେ।

ବ୍ରହ୍ମପୁର,୦୨/୧୧(ପିପିଟି); କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ହେଡକ୍ବାଟରରେ ରହିବା ପାଇଁ ଗଞ୍ଜାମ ଜିଲ୍ଲା ପାଳ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅଧିକାଂଶ ଶିକ୍ଷକ ଓ ଶିକ୍ଷୟତ୍ରୀ ନିର୍ଦ୍ଦେଶ ନମାନି…
Read More...

ବର୍ତ୍ତମାନ ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି ଖୁବଶୀଘ୍ର ଆପଣାଙ୍କ ନିକଟକୁ ଆସୁଛି : ବିଧାୟକ ପ୍ରୀତିରଞ୍ଜନ ଘଡେଇ ।

ଯାଜପୁର,୦୨/୧୧(ପିପିଟି); କରୋନା ଭୂତାଣୁ ସଂକ୍ରମଣରେ ଥିବାବେଳେ ମୋର ଆରୋଗ୍ୟ କାମନା କରି ଆପାଣମାନେ ବିଭିନ୍ନ ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରିଛନ୍ତି। ଆପାଣମାନଙ୍କ ଭଲ ପାଇବା ମୋତେ ଅଧିକ ଶକ୍ତି ପ୍ରଦାନ କରିଛି।…
Read More...