ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୪,୦୨୦, ମୃତ୍ୟୁ ସଂଖ୍ୟା ୧,୯୦୩ ।

ଭୁବନେଶ୍ବର,୨୨/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୫୪ । ବର୍ତ୍ତମାନ ସୁଦ୍ଧା ୭୫,୦୧,୬୯୧ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୩,୮୬୬ ଚିହ୍ନଟ ହୋଇଛନ୍ତି ୩,୩୦,୫୪୫ ଜଣ ସୁସ୍ଥ ହୋଇଥିବା…
Read More...

ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ବୃଦ୍ଧି।

ତିର୍ତ୍ତୋଲ,୨୧/୦୧(ପିପିଟି); ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟରା ଓ ପଟିଲୋ ଗ୍ରାମପଞ୍ଚାୟତରେ ଦିନକୁ ଦିନ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ଯ ବୃଦ୍ଧି ପାଇବାରେ ଲାଗିଛି ।ଵ୍ରାଉନସୁଗାର, ମଦ, ଗଞ୍ଜେଇ ପରି ମାଦକ ଦ୍ରବ୍ୟ ସେବନ କରି…
Read More...

ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ କୋଭିଡ ନିୟମ ମାନି ପାଳନ କରାଯିବ, ପ୍ରସ୍ତୁତି ବୈଠକରେ ନିଷ୍ପତି ।

ଭଞ୍ଜନଗର,୨୧/୦୧(ପିପିଟି), ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହେଇଯାଇଛି । ସ୍ଥାନୀୟ ସମ୍ମିଳନୀ କକ୍ଷ ଠାରେ…
Read More...

ଜନ୍ମ ମାଟିରେ ପାଦଦେଇ ଭାବବିହ୍ଵଳ ହୋଇପଡିଲେ ଲେଫନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ।

ଜଗତସିଂହପୁର,୨୧/୦୧(ପିପିଟି):ଆଜି ସକାଳୁ ନିଜ ଜନ୍ମ ମାଟି ଜଗତସିଂହପୁର ସହରର ଜୟବଡ଼ ଗ୍ରାମରେ ପାଦଦେଲେ ଲେଫନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି । ସ୍ଥଳସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ନେବା ପୂର୍ବରୁ ମା ଶାରଳାଙ୍କୁ…
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୩,୮୬୬, ମୃତ୍ୟୁ ସଂଖ୍ୟା ୧,୯୦୩ ।

ଭୁବନେଶ୍ବର,୨୧/୦୧(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୪୩ । ବର୍ତ୍ତମାନ ସୁଦ୍ଧା ୭୪,୭୭,୭୫୭ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୩,୮୬୬ ଚିହ୍ନଟ ହୋଇଛନ୍ତି ୩,୩୦,୩୨୧ ଜଣ ସୁସ୍ଥ ହୋଇଥିବା…
Read More...

ଦିଲ୍ଳୀର କୃଷକ ଆନ୍ଦୋଳନର ସୋରଡାରେ କୃଷକଙ୍କ ଶୋଭାଯାତ୍ରା ଓ ବିକ୍ଷୋଭ ।

ସୋରଡା,୨୦/୦୧(ପିପିଟି); ସଂଯୁକ୍ତ କୃଷକ ମୋର୍ଚ୍ଚା ଏବଂ ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ୱୟ କମିଟି ଆହ୍ୱାନରେ କୃଷି ଓ କୃଷକ ବିରୋଧି ତିନି କୃଷି ଆଇନ ଓ ପ୍ରସ୍ତାବିତ ବିଦ୍ୟୁତ୍ ବିଲ୍ ରଦ୍ଦ କରିବା ଦାବିରେ ଗତ ୫୬ ଦିନ ଧରି…
Read More...

ବାଘୁଆ କେନାଲରୁ ନବଜାତ ମୃତ ଶିଶୁ କନ୍ୟା ଉଦ୍ଧାର ।

ବୁଗୁଡା,୨୦/୦୧(ପିପିଟି);ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଖୋଳଖାଳି ଗ୍ରାମ ଦେଇ ଯାଇଥିବା ବାଘୁଆ କେନାଲ ସାଇଫିନ୍ ରୁ ନବଜାତ ମୃତ ଶିଶୁ କନ୍ୟା ଉଦ୍ଧାର ହୋଇଥିବା ଏକ ଦୁଃଖଦ ଘଟଣା ଘଟିଛି । ଘଟଣାରୁ ପ୍ରକାଶ ଆଜି…
Read More...

ପି. ଜଗଦୀଶ ରାଓ ମେମୋରିଆଲ ହ୍ୟାଣ୍ଡବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ।

ଭଞ୍ଜନଗର,୨୦/୦୧(ପିପିଟି); ଭଞ୍ଜନଗର ଏନ୍ଏସି ର ୯ନଂ ୱାର୍ଡରେ ବୁଧବାର ଠାରୁ ଆରମ୍ଭ ହୋଇଛି ପି. ଜଗଦୀଶ ରାଓ ମେମୋରିଆଲ ହ୍ୟାଣ୍ଡବଲ ଟୁର୍ଣ୍ଣାମେଣ୍ଟ। ଏଥିରେ ଆଖପାଖ ଅଞ୍ଚଳର ମୋଟ ୧୬ଟି ଦଳ ଅଂଶ ଗ୍ରହଣ କରୁଥିବା ଜଣାପଡ଼ିଛି।…
Read More...

ପ୍ରବନ୍ଧ ପ୍ରତିଯୋଗିତା ରେ ପୁରସ୍କୃତ ହେଲେ କୃତି ଛାତ୍ର ଛାତ୍ରୀ ।

ଭଞ୍ଜନଗର,୨୦/୦୧(ପିପିଟି); ଭଞ୍ଜନଗର ଠାରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ୩୨ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଗତ ୧୮ତାରିଖ ଠାରୁ ପାଳନ ହେଉଥିବା ବେଳେ ଏହି ଅବସରରେ ସ୍ଥାନୀୟ ଶ୍ରୀରାମ ନଗର ଠାରେ ଥିବା ସତ୍ୟସାଇ ଆବାସିକ…
Read More...