ବାଇକ ଦୁର୍ଘଟଣା :ଜଣେ ମୃତ୍ୟୁ,ଜଣେ ଗୁରୁତର ।

ବାଲିଗୁଡା,୧୪/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନାର ଦାସିଙ୍ଗବାଡ଼ି ଗ୍ରାମ ନିକଟ ମିଡିୟୁବାନ୍ଦା ବୁଲାଣିରେ ବାଇକ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…
Read More...

ନରେନ୍ଦ୍ରପୁର ବଡ଼ ଘାଟିକୁ ହରଭଙ୍ଗି ପ୍ରକଳ୍ପ ପାଇଁ ଜିଲ୍ଲାପାଳଙ୍କୁ ଦାବି ।

ଶେରଗଡ,୧୪/୦୭(ପିପିଟି); ଶେରଗଡ଼ ହରଭଙ୍ଗୀ ଜଳସେଚନ ପ୍ରକଳ୍ପରୁ ଗୋବିନ୍ଦପୁର ଜଳ ଯୋଗାଣ ବ୍ୟବସ୍ଥା ହେଉଥିବା ବେଳେ ନରେନ୍ଦ୍ରପୁର ଗ୍ରାମକୁ ମଧ୍ୟ ଜଳଯୋଇବା ପାଇଁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଶେରଗଡ ବ୍ଲକ ଅନ୍ତର୍ଗତ…
Read More...

ବିଦ୍ୟୁତ ବିଲ ଦରବୃଦ୍ଧି ପ୍ରତିବାଦରେ ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ ।

ବ୍ରହ୍ମପୁର,୧୪/୦୭(ପିପିଟି); ଆଜି ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଟାଟା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଜରିଆରେ ବିଦ୍ୟୁତ ବିଲ ଦରବୃଦ୍ଧି ପ୍ରତ୍ୟାହାର କରିବା ନିମନ୍ତେ ମହାମହିମ ରାଜ୍ୟପାଳ ଓଡିଶାଙ୍କୁ ଏକ…
Read More...

ଚାଷ ବାସ ଓ ପେଟପାଟଣା ଚିନ୍ତାରେ ଅସହାୟ ଗରିବ ପରିବାର; ସାମନ୍ତରାପୁର ମୌଜାରେ ଘଡ଼ିଘଡିକେ ବଦଳୁଛି ପ୍ରଶାସନ ନିଷ୍ପତ୍ତି…

ସାନଖେମୁଣ୍ଡି;୧୪/୦୭(ପିପିଟି); ବାପ ଅମଳରୁ ତିନିପୁରୁଷ ଧରି ସରକାରୀ ଜମିରେ ଚାଷବାସ କରି ପରିବାର ପ୍ରତିପୋଷଣ କରୁଥିବା କିଛି ବାସହୀନ ଭୁମିହିନ ଗରିବ ସମ୍ପ୍ରଦାୟ ପରିବାରର ପେଟପାଟଣା ପ୍ରତି ଦୁଃଖ ଘନେଇବାରେ ଲାଗିଛି ।…
Read More...

ସାମ୍ବାଦିକକୁ ଆରଆଇଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ…

ବାଲିଗୁଡ଼ା,୧୪/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ତହସିଲ ପିକରଡି ର ଆରଆଇ କ୍ଷମତା ମୋହରେ ପଡ଼ି ତହସିଲଦାରଙ୍କ ଗାଡ଼ିରେ ନାଲିବତୀ ବ୍ୟବହାର କରି ଚଳିତ ମାସ ୫ତାରିଖ ସନ୍ଧ୍ୟା ସମୟରେ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୦୭୪ ।

ଭୁବନେଶ୍ବର ୧୪/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୦୭୪ । ପଜିଟିଭ ସଂଖ୍ୟା ୯,୪୫,୭୪୯ ଚିହ୍ନଟ ହୋଇଛନ୍ତି ୯,୧୮,୦୪୧ ଜଣ ସୁସ୍ଥ ହୋଇଥିବା ବେଳେ ୨୨,୮୬୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୭୯୫ ଜଣଙ୍କର ମୃତ୍ୟୁ…
Read More...

କନ୍ଧମାଳ ଜିଲ୍ଲାକୁ ରେଳ ସଂଯୋଗ କେବେ ? ଓଡିଶାରୁ ରାଜ୍ୟ ସଭା ସାଂସଦ ରେଳ ମନ୍ତ୍ରୀ ହେବା ପରେ ଆଶା ଉଜ୍ଜଳ ।

କନ୍ଧମାଳ,୧୩/୦୭(ପିପିଟି): ଆଜି ବି କନ୍ଧମାଳ ଜିଲ୍ଲା ଏକ ରେଳବିହୀନ ଓ ଶିଳ୍ପବିହୀନ ଜିଲ୍ଲା ହୋଇ ରହିଛି। ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ ଓ ତାଳଚେର-ଲାଞ୍ଜିଗଡ଼ ଭାୟା ଫୁଲବାଣୀ, ବାଲିଗୁଡ଼ା ଦେଇ ଦୁଇଟି ରେଳ ପ୍ରକଳ୍ପର…
Read More...

କରୋନା ନିୟମର ଅନୁପାଳନ ସଠିକ୍ ନହେଲେ ପରିସ୍ଥିତି ପୁଣି ଭୟାବହ ହେବ ।

ଛତ୍ରପୁର,ତା.୧୩.୦୭(ପିପିଟି);କରୋନା ସଂକ୍ରମଣକୁ ରୋକିବା ଦିଗରେ ସରକାରଙ୍କ ନିୟମ ପ୍ରକାରେ ପ୍ରଶାସନ ପକ୍ଷରୁ ଯାହା ସବୁ ନୀତି ନିୟମ ବା ଗାଇଡ୍ ଲାଇନ୍ ଜାରି କରାଯାଇଥିବା ବର୍ତ୍ତମାନ ଜନ ସାଧାରଣ ସେଗୁଡିକର ଅନୁପାଳନ କରୁ…
Read More...

ପିପିଟି ପକ୍ଷରୁ ଶେରଗଡ ଅଞ୍ଚଳରେ ମାସ୍କ ଓ ସାନିଟାଇଜର ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ।

ଶେରଗଡ,୧୩/୦୭(ପିପିଟି); କରୋନା ମହାମାରୀକୁ ନଜରରେ ରଖି ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ ସଚେତନ କାର୍ଯ୍ୟକ୍ରମ ଜାରୀ ରହିଛି। ଶେରଗଡ ବିଡିଓ ଶମ୍ଭୁନାଥ ନନ୍ଦିଙ୍କୁ ପିପିଟି ପକ୍ଷରୁ ସମ୍ପାଦକ ସମରଜିତ୍ ମହାନ୍ତି, ଯୁଗ୍ମ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୯୩୦ ।

ଭୁବନେଶ୍ବର ୧୩/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୯୩୦ । ପଜିଟିଭ ସଂଖ୍ୟା ୯,୪୩,୬୭୫ ଚିହ୍ନଟ ହୋଇଛନ୍ତି ୯,୧୫,୪୦୦ ଜଣ ସୁସ୍ଥ ହୋଇଥିବା ବେଳେ ୨୩,୪୯୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୭୩୦ ଜଣଙ୍କର ମୃତ୍ୟୁ…
Read More...