ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ନିରାଡ଼ମ୍ବର ସହ ପାଳିତ ।

ବାଲିଗୁଡା,୧୫/୦୮(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୫ତମ ସ୍ବାଧିନତା ଦିବସ ମହୋତ୍ସବ ବାଲିଗୁଡା ସ୍ଥିତ ମିନିଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ ନିୟମାବଳୀ ଅନୁଯାୟୀ କଟକଣା ଓ ସାମାଜିକ ଦୂରତା ମଧ୍ୟରେ…
Read More...

ତ୍ରିରଙ୍ଗା ଆମ ଗର୍ବ ଓ ଗୈାରବର ପ୍ରତୀକ : ଭାରପ୍ରାପ୍ତ ଜିଲ୍ଲାପାଳ ।

ଯାଜପୁର,୧୫/୦୮(ପିପିଟି) ତ୍ରିରଙ୍ଗା ଆମ ଗର୍ବ ଓ ଗୈାରବର ପ୍ରତୀକ । ଶାନ୍ତି, ମୈତ୍ରୀ, ବିବିଧତା ମଧ୍ୟରେ ଏକତା, ଭାଇଚାରା, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଅଖଣ୍ଡ ଭାରତର ବାର୍ତ୍ତା ଦେଉଚ୍ଥି ତ୍ରିରଙ୍ଗା । ତେଣୁ ଏକ…
Read More...

ଭଞ୍ଜନଗର ଠାରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ।

ଭଞ୍ଜନଗର,୧୫/୦୮(ପିପିଟି); ଭଞ୍ଜନଗର ଜେଲ ପଡ଼ିଆ ଠାରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭଗ ତରଫରୁ ୭୫ତମ ସ୍ୱାଧୀନତା ଦିବସ କୋଭିଡ ନିୟମାବଳି ମଧ୍ୟରେ ପାଳିତ ହେଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଜିଲ୍ଲାପାଳ…
Read More...

ସ୍ଵାଧୀନତା ଦିବସ ଉପଲକ୍ଷେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ତରଫରୁ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ…

ବ୍ରହ୍ମପୁର,୧୫/୦୮(ପିପିଟି); ଆଜି ହେଉଛି ପବିତ୍ର ସ୍ୱାଧୀନତା ଦିବସ । ଆଜିର ଦିନରେ ଭାରତ ବର୍ଷର ସମସ୍ତ ଜନ ସାଧାରଣ ସ୍ୱାଧୀନତା ଦିବସ ପାଳନ କରୁଛନ୍ତି । ହେଲେ କରୋନା ମହାମାରୀ ଯୋଗୁଁ ସ୍ୱାଧୀନତା ଦିବସ ଫିକା ଫିକା ଲାଗୁଛି…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୦୫୮।

ଭୁବନେଶ୍ବର ୧୫/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୫୮ । ପଜିଟିଭ ସଂଖ୍ୟା ୯,୯୪,୫୬୫ ଚିହ୍ନଟ ହୋଇଛନ୍ତି ୯,୭୭,୧୯୭ ଜଣ ସୁସ୍ଥ ହୋଇଥିବା ବେଳେ ୧୦,୪୨୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୬୮୮୭ ଜଣଙ୍କର ମୃତ୍ୟୁ…
Read More...

ହିଞ୍ଜିଳିକାଟୁ ପୌର ପରିଷଦରେ ଇ-ବର୍ଜ୍ୟବସ୍ତୁ ସଂଗ୍ରହ ଅଭିଯାନର ଶୁଭାରମ୍ଭ ।

ହିଞ୍ଜିଳିକାଟୁ,୧୪/୦୮(ପିପିଟି); ହିଞ୍ଜିଳିକାଟୁ ପୌର ପରିଷଦ ହେବା ପରଠାରୁ ପୋୖରାଞ୍ଚଳରେ କିଛି ପରିବର୍ତ୍ତନ ହେବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସହ ସହର ସୌନ୍ଦର୍ଯ୍ୟ ନବୀକରଣ ମଧ୍ୟ ହୋଇଛି । ବର୍ତ୍ତମାନ ପୌର ପରିଷଦ…
Read More...

କୋଦଳା ଏନ୍ଏସି ପକ୍ଷରୁ ଆରମ୍ଭ ହେଲା ଇ- ବର୍ଜ୍ୟବସ୍ତୁ ସଂଗ୍ରହ ଅଭିଯାନ ।

କୋଦଳା,୧୪/୦୮(ପିପିଟି); ବିଜ୍ଞାପିତ ଅଞ୍ଚଳ ପରିଷଦକୋଦଳା ପକ୍ଷରୁ ସହରକୁ ସ୍ବଚ୍ଛ ରଖିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ଆଜି ଏନ୍ଏସି ପକ୍ଷରୁ ଇ- ବର୍ଜ୍ୟବସ୍ତୁ ଏବଂ ବିପଦଜନକ ବର୍ଜ୍ୟବସ୍ତୁ ସଂଗ୍ରହ…
Read More...