ଅଲଟ୍ରା ଭିନ୍ନକ୍ଷମ ବିଦ୍ୟାଳୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ।

ବୋଲଗଡ଼,୦୫/୦୯(ପିପିଟି):କରୋନା ମହାମାରୀ ସମୟରେ ଓଡ଼ିଶାରେ ରକ୍ତଭାବକୁ ଦୂର କରିବା ପାଇଁ ବେଗୁନିଆ, ବୋଲଗଡ ବିଧାୟକ ରାଜେନ୍ଦ୍ରକୁମାର ସାହୁ ଏବଂ ସାଗର ଗୁଆଁ ପଞ୍ଚାୟତ ର ସରପଞ୍ଚ ସୁଭାଷଚନ୍ଦ୍ର ରାୟଗୁରୁଙ୍କର ଆହ୍ୱାନ କ୍ରମେ…
Read More...

ବେଗୁନିଆପଡା ବ୍ଲକ ପ୍ରାଥମିକ ସଂଘ ପକ୍ଷରୁ ଗୁରୁଦିବସ ପାଳିତ;୧୨ ଜଣଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା।

କୋଦଳା,୦୫/୦୯(ପିପିଟି): ବେଗୁନିଆପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କୋଦଳା ସ୍ଥିତ ଖରୁଡ। ସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି। ସଂଘ ସଭାପତି ନାରାୟଣ ଭୂୟାଁଙ୍କ ଅଧକ୍ଷତାରେ…
Read More...

ନାବାଳିକା ଝିଅ ମାନଙ୍କୁ ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ୱାରା ଧରାପଡ଼ିଲେ : ଦୁଇ ଚାଲାଣ କାରୀ ଅଟକ ।

ବାଲିଗୁଡ଼ା,୦୫/୦୯(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ହଦ ଗାଁ ର ୬ଜଣ ନାବାଳିକାକୁ ଚାଲାଣ ବେଳେ କୁର୍ତ୍ତମଗଡ଼ ଗ୍ରାମବାସୀ ଙ୍କ ଦ୍ୱାରା ଧରାପଡ଼ି ଅଟକ ଥିବା ଜଣାପଡିଛି l ଘଟଣାରୁ ପ୍ରକାଶ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୦୫।

ଭୁବନେଶ୍ବର ୦୫/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୦୬ । ପଜିଟିଭ ସଂଖ୍ୟା ୧୦,୧୧,୫୫୮ ଚିହ୍ନଟ ହୋଇଛନ୍ତି ୯,୯୬,୩୦୦ ଜଣ ସୁସ୍ଥ ହୋଇଥିବା ବେଳେ ୭,୧୫୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୦୪୭ ଜଣଙ୍କର ମୃତ୍ୟୁ…
Read More...

ବନବାସୀ ସୁରକ୍ଷା ସଂଗଠକ ପକ୍ଷରୁ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଏକ ବୈଠକ ଅନୁଷ୍ଠିତ ।

ବାଲିଗୁଡା,୦୪/୦୯(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ରାଜୀବଗାନ୍ଧୀ ସେବା କେନ୍ଦ୍ର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବନବାସୀ ସୁରକ୍ଷା ସଂଗଠକ ପକ୍ଷରୁ…
Read More...

ପୂର୍ବ ଶତ୍ରୁତାରୁ ବାପା ପୁଅକୁ ଆକ୍ରମଣ ।

ଭଞ୍ଜନଗର,୦୪/୦୯(ପିପିଟି);ଭଞ୍ଜନଗର ଥାନା ଅଧିନ ଲଣ୍ଡେଇ ସାହି ଛକରେ ଶୁକ୍ରବାର ରାତିରେ ଅଜିତ ଦଳେଇ ବାହାରକୁ ପରିସ୍ରା ଉଠିଥିବା ବେଳେ ହାଠାତ୍ କିଛି ଦୁର୍ବୁତ୍ତ ତାକୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ଫଳରେ ସେ…
Read More...

ଶ୍ରମଜୀବୀ ମଣିଷଙ୍କ ଲଢୁଆ ସାଥୀ ଶିବରାମଙ୍କ ସ୍ମୃତି ସଭା ।

ଭୂବନେଶ୍ବର,ତା ୦୪/୦୯(ପିପିଟି); ବସ୍ତି ସୁରକ୍ଷା ମଞ୍ଚ ଓ ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ମାନବାଧିକାର କର୍ମୀ ବିଶ୍ଵପ୍ରିୟ କାନୁନଗୋଙ୍କ ଅଧ୍ୟକ୍ଷତାରେ କମ୍ରେଡ ଶିବରାମଙ୍କ ସ୍ମୃତି ସଭା…
Read More...

ଇ -ଫାଇଲିଂଗ କର୍ମଶାଳା ଅନୁଷ୍ଠିତ ।

ଛତ୍ରପୁର/ବ୍ରହ୍ମପୁର,୦୪/୦୯(ପିପିଟି); ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ସମ୍ମିଳନୀ କକ୍ଷଠାରେ ଶନିବାର ଇ-ଫାଇଲିଂଗ, ଇ-ପେମେଣ୍ଟ ବ୍ୟବସ୍ଥା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ମାନ୍ୟବର ଓଡିଶା ହାଇକୋର୍ଟ…
Read More...

ଉତ୍କର୍ଷ କାର୍ଯ୍ୟ ଦକ୍ଷତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପଦକ ପାଇବେ ଆସିକା ଥାନା ଅଧିକାରୀ ।

ବ୍ରହ୍ମପୁର,୦୪/୦୯(ପିପିଟି); ଉତ୍କର୍ଷ କାର୍ଯ୍ୟ ଦକ୍ଷତା ଏବଂ ପୋଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ସେବା ତତସହିତ ଗୁଇନ୍ଦା ତଦନ୍ତରେ ଦକ୍ଷତା ପାଇଁ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ସମେତ ରାଜ୍ୟର ବିଭିନ୍ନ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୮୧।

ଭୁବନେଶ୍ବର ୦୪/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୮୧ । ପଜିଟିଭ ସଂଖ୍ୟା ୧୦,୧୦,୭୫୩ ଚିହ୍ନଟ ହୋଇଛନ୍ତି ୯,୯୫,୪୭୪ ଜଣ ସୁସ୍ଥ ହୋଇଥିବା ବେଳେ ୭,୧୮୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୦୪୦ ଜଣଙ୍କର ମୃତ୍ୟୁ…
Read More...