ଲଗାଣ ବର୍ଷାରେ ଭଞ୍ଜନଗର ଅଞ୍ଚଳରେ ବଢୁଛି ନଦୀର ଜଳସ୍ତର; ଜନ ଜୀବନ ଅସ୍ତବ୍ୟସ୍ତ ।

ଭଞ୍ଜନଗର,୧୩/୦୯(ପିପିଟି): ଲଘୁଚାପଜନିତ ଲଗାଣ ବର୍ଷାରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଜଳସ୍ତର ବୃଦ୍ଧି ସହ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।ରବିବାର ସକାଳ ୯ଟା ଠାରୁ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାୟ ୩୫ ଘଣ୍ଟା ଧରି…
Read More...

ସମଗ୍ର କନ୍ଧମାଳ ଜିଲ୍ଲାରେ ଲଘୁଚାପ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ :ଧୋଇଗଲା ଅସ୍ଥାୟୀ ପୋଲ; ତୁରନ୍ତ ମରାମତି ପାଇଁ…

ବାଲିଗୁଡା,୧୩/୦୯(ପିପିଟି): ୱଲମାର୍କ ଲୋ ପ୍ରେସର ରେ ପରିଣତ ହୋଇଛି ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ । ଏହା ଏକ ଅବପାତ ର ରୂପ ନେଇଥିବାରୁ ସମଗ୍ର କନ୍ଧମାଳ ଜିଲ୍ଲାରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇ ପଡିଛି । ଏହି…
Read More...

ପ୍ରବଳ ଲଘୁଚାପ ବର୍ଷାଯୋଗୁଁ ଯାତାୟତ ବାଧାପ୍ରାପ୍ତ।

ବୋଲଗଡ଼,୧୩/୦୯ (ପିପିଟି):ବୋଲଗଡ଼ ଅଞ୍ଚଳର ଦଳାଇସାହି ଗ୍ରାମ ପଞ୍ଚାୟତ ସମେତ ଭୀମପଡା ଠାରୁ ମାଣିକଗୋଡା ରାଜରାସ୍ତାର ମାଳିସାହି ବ୍ରିଜ ଉପରେ ଦୁଇ ଦିନ ଲଗାଣବର୍ଷା ହେତୁ ଦୁଇ କୁଳଖାଇ ବହୁମାତ୍ରାରେ ବର୍ଷାଜଳ ଯାଉଥିବା ରୁ…
Read More...

ବାଇକ ଦୁର୍ଘଟଣାରେ ଜଣେ ମୃତ, ୨ଗୁରୁତର ।

ଭଞ୍ଜନଗର,୧୩/୦୯(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ ଗାମୁଣ୍ଡି ନିକଟ ଡେଙ୍ଗା ପଦର ପୋଲ ନିକଟରେ ରବିବାର ରାତି ୧୦ଟା ସମୟରେ ବାଇକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇ ଭଞ୍ଜନଗର…
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ପାତ୍ରପୁର ବ୍ଲକ୍ ଗସ୍ତ, ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାପାଳ ମାର୍ଗ ଦର୍ଶାଇଥିଲେ ।

ଛତ୍ରପୁର,୧୩/୦୯(ପିପିଟି): ଗଞ୍ଜାମ ଜିଲ୍ଲାପାଳ ପାତ୍ରପୁର ବ୍ଲକ୍ ଗସ୍ତ କରି ସ୍କୁଲର ରୂପାନ୍ତର କରଣ ଏବଂ ପର୍ଯ୍ୟଟନ ସ୍ଥଳର ବିକାଶ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗଞ୍ଜାମ…
Read More...

ବଜ୍ରପାତରେ ୧୩ ଗାଈ ମୃତ ଏବଂ ୩ ବାଳକ ଆହାତ ।

ମାଲକାନଗିରି,୧୩/୦୯(ପିପିଟି): କାଲିମେଳା ବ୍ଲକ ତେଲରାଇ ପଞ୍ଚାୟତ ଅନ୍ତର୍ଗତ ସୁଧାକୁଣ୍ଡା ଗ୍ରାମ ମାଛଗେଟି ପାହାଡ ନିକଟରେ ଶନିବାର ଅପରାହ୍ନ ୫ ଘଟିକା ସମୟରେ ବଜ୍ରପାତ ହେତୁ ଗଛ ମୂଳରେ ଆଶ୍ରୟ ନେଇଥିବା ୧୩ଟି ଗାଈର ଘଟଣା…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୭୧।

ଭୁବନେଶ୍ବର ୧୩/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୭୧ । ପଜିଟିଭ ସଂଖ୍ୟା ୧୦,୧୬,୮୩୩ ଚିହ୍ନଟ ହୋଇଛନ୍ତି ୧୦,୦୨,୧୨୮ ଜଣ ସୁସ୍ଥ ହୋଇଥିବା ବେଳେ ୬,୫୪୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୧୦୪ ଜଣଙ୍କର ମୃତ୍ୟୁ…
Read More...

ଲଘୁଚାପ ଜନିତ ବର୍ଷାର ପ୍ରାକ୍ ପ୍ରସ୍ତୁତି ବୈଠକ ;ବର୍ତ୍ତମାନ ସ୍ଥିତିରେ ଜିଲ୍ଲାର ସମସ୍ତ ଅଞ୍ଚଳ ଆୟତ୍ତରେ ରହିଛି ।

ଛତ୍ରପୁର,୧୨/୦୯(ପିପିଟି):ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ଚେତାବନୀ ପ୍ରକାରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ଅହରହ ଚାଲିଛି ଏବଂ ଏହା ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପୂର୍ବାନୁମାନ…
Read More...

ହିଞ୍ଜିଳି ପୋଲିସ ଦ୍ୱାରା ୧୧ ଜୁଆଡି ଗିରଫ, ୬୩,୫୦୦ ଟଙ୍କା ଜବତ ।

ହିଞ୍ଜିଳିକାଟୁ,୧୨/୦୯( ପିପିଟି): ହିଞ୍ଜିଳି ପୋଲିସ ବଇଞ୍ଚବଣୀଆ ସ୍ଥିତ ଗାୟତ୍ରୀ ନଗର ଠାରେ ଚାଲିଥିବା ତାସ ଖେଳ ଆଡ୍ଡା ଉପରେ ଚଢ଼ାଉ କରିଥିଲେ ।ଚଢ଼ାଉ ପରେ ଉକ୍ତ ସ୍ଥାନରୁ ନଗଦ ୬୩ ହଜାର ୫ ଶହ ଟଙ୍କା, ମୋବାଇଲ ଫୋନ,ତାସ ସହ…
Read More...

ଆସିକା ବିଧାୟିକାଙ୍କ ଦ୍ବାରା ପଞ୍ଚାୟତ ଗୃହ ଉଦଘାଟନ।

ଆସିକା,୧୨/୦୯(ପିପିଟି): ବିଧାୟିକା ମଞ୍ଜୁଳା ସ୍ୱାଇଁ ଅଲିପୁର ଗ୍ରାମପଞ୍ଚାୟତରେ ଗ୍ରାମ ପରିକ୍ରମା କରିବା ସହିତ ପଞ୍ଚାୟତ ଗୃହ ଉଦଘାଟନ ଓ ଏକ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ସଭାରେ ବିଜୁ ଜନତା ଦଳର…
Read More...