ସତୀଗୁଡା ଜଳଭଣ୍ଡାରରୁ ମହିଳାଙ୍କ ଶବ ଉଦ୍ଧାର,ଅନ୍ଯ ଜଣେ ନିଖୋଜ ।

ମାଲକାନଗିରି , ୦୨/୦୬ (ପିପିଟି): ଗତ କାଲି ସତୀଗୁଡା ଜଳଭଣ୍ଡାରକୁ ମାଛ ଧରିବା ପାଇଁ ଯାଇଥିବା ଦୁଇ ଜଣ ବ୍ଯକ୍ତି ଝଡ ତୋଫାନ ଯୋଗୁଁ ଡଙ୍ଗା ବୁଡି ପ୍ରାଣ ହରାଇଥିବା ବେଳେ ଜଣେ ମହିଳାଙ୍କ ଶବ ଉଦ୍ଧାର କରା ଯାଇଛି,ତେବେ ଅନ୍ଯ…
Read More...

ମିଶ୍ରଣ ପର୍ବ କୁ ନେଇ ରାଜନୀତି,ବିଜେଡ଼ି ର ମିଶ୍ରଣ ପର୍ବ ସରିବାର ୨୪ଘଣ୍ଟା ନ ପୁରୁଣୁ ସରପଞ୍ଚ କହିଲେ ମୁଁ ବିଜେପି ରେ…

ବାଲିଗୁଡ଼ା,୦୨/୦୬(ପିପିଟି): ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି- ବିଜେଡ଼ି ମଧ୍ଯରେ ସେତିକି ଶୀତଳ ଯୁଦ୍ଧ ଆରମ୍ଭ ହେଉଛି। ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ଅଧ୍ୟକ୍ଷତା ରେ କ. ନୂଆଗାଁ ବ୍ଲକ ବାଲିଗାଡ଼ା…
Read More...

ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣ ଗିରଫ ।

ବାଲିଗୁଡା,୦୧/୦୬ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ଭୁବନେଶ୍ଵରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ ଚଢ଼ଉ କରି ଗଞ୍ଜେଇ ଚାଲାଣ ଅଭିଯୋଗ ରେ ୩ ଜଣଙ୍କୁ ଗିରଫ କରିଛି । ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଦକେତା…
Read More...

କାଳବୈଶାଖୀ ପ୍ରଭାବରେ ମାଲକାନଗିରିରେ କ୍ଷୟକ୍ଷତି ।

ମାଲକାନଗିରି ,୦୧/୦୬(ପିପିଟି): ଆଜି ଅପରାହ୍ନ ୪ଟା ସମୟରେ କାଳ ବୈଶାଖୀ ପ୍ରଭାବରେ ମାଲକାନଗିରି ସଦର ମହକୁମାରେ ବ୍ଯାପକ ବୃକ୍ଷ ଭାଙ୍ଗିଥିବା ବେଳେ ବିଭିନ୍ନ ଲୋକଙ୍କ ଘର ଉପରେ ମଧ୍ଯ ଗଛ ପଡିଥିବା ଜଣା ପଡିଛି । ଦୀର୍ଘ ଦିନ…
Read More...

ଜୁଆ ଆଡ୍ଡାରେ ଚଢ଼ାଉ କରି ପାଞ୍ଚ ଜୁଆଡିଙ୍କୁ ଗିରଫ କଲା ବେଲଗୁଣ୍ଠା ପୋଲିସ୍ ।

ବେଲଗୁଣ୍ଠା,୦୧/୦୬(ପିପିଟି): ବେଲଗୁଣ୍ଠା ପୋଲିସ୍ ଏକ ଜୁଆ ଅଡ୍ଡା ଉପରେ ଚଢ଼ାଉ କରି ସେଠାରୁ ପାଞ୍ଚ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।ବେଲଗୁଣ୍ଠା ପୋଲିସ୍ ଏହି ଥାନା ଅନ୍ତର୍ଗତ ଜିରୋଳି ଗ୍ରାମର ପାଣିପମ୍ପ ନିକଟରେ…
Read More...

ସ୍ବେଚ୍ଛାସେବୀ ମାନଙ୍କ ତରଫରୁ ବ୍ଳକ ଟପ୍ପର ସୋମନାଥ ପାତ୍ର ସମ୍ବର୍ଦ୍ଧିତ ।

ପୋଲସରା,ତା,୧/୦୬(ପିପିଟି):ଚଳିତ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ବିଜ୍ଞାନ ପ୍ରକାଶିତ ଫଳାଫଳ ଅନୁସାରେ ଗଂଜାମ ଜିଲ୍ଲା ପୋଲସରା ବ୍ଳକର , ଜିଲୁଣ୍ଡା ଗ୍ରାମର ବାସିନ୍ଦା ସଞ୍ଜୟ କୁମାର ପାତ୍ର ଙ୍କ ସୁପୁତ୍ର, ସୋମନାଥ ପାତ୍ର ମୋଟ…
Read More...

କର୍ମା ମୁଦୁଲିଙ୍କୁ ମୁଖ୍ଯମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ ହଜାର ଆର୍ଥିକ ସହାୟତା ।

ମାଲକାନଗିରି ,୩୧/୦୫(ପିପିଟି): ଗତ ବର୍ଷ ବାଣିଜ୍ଯ +୨ ରେ ମାଲକାନଗିରି ଜିଲ୍ଲାରେ ଟପ୍ପର ହୋଇଥିବା ମେଧାବୀ ବଣ୍ଡା ଛାତ୍ରୀ କର୍ମା ମୁଦୁଲି ଗ୍ରୀଷ୍ମ ଅବକାଶରେ ନିଜ ଗ୍ରାମ ପଡେଇଗୁଡାକୁ ଆସିଥିବା ବେଳେ ନିଜର ପଢା ଖର୍ଚ୍ଚ…
Read More...

+୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାରେ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସାଫଲ୍ୟ ।

ବାଲିଗୁଡ଼ା,୩୧/୦୫(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସାଫଲ୍ୟ ଜଣାପଡିଛି। +୨ଵାଣିଜ୍ୟରେ ୧୦୯ ପରୀକ୍ଷାର୍ଥୀଙ୍କ…
Read More...

ଶିଶୁଗୃହର ଅନ୍ତେବାସୀ ମାନଙ୍କ ପାଇଁ ଗ୍ରୀଷ୍ମ କାଳୀନ ଶିବିର।

ମାଲକାନଗିରି,୩୧/୦୫(ପିପିଟି): ବୁଧବାର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ମାଲକାନଗିରି ଓ ଜିଲ୍ଲା ପ୍ରଶାସନ ମାଲକାନଗିରି ଦ୍ୱାରା ଜିଲ୍ଲାରେ ଥିବା ତିନୋଟି ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀ ଓ କର୍ମଚାରୀମାନଙ୍କୁ ନେଇ…
Read More...

ମେଲାଣି ନେଲେ ମାଁ ବ୍ରାହ୍ମଣ ଦେବୀ, ପୁଣି ଅପେକ୍ଷା ଦୁଇ ବର୍ଷ ।

ବେଲଗୁଣ୍ଠା ,୩୧/୫(ପିପିଟି):ବାପ ଘରକୁ ଆସି ମାଁ ବ୍ରାହ୍ମଣ ଦେବୀ ଦୀର୍ଘ ୩୮ଦିନର ଦେବୀଲୀଳା ସମ୍ପନ୍ନ କରି ନିଜସ୍ଵ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ସହିତ ବେଲଗୁଣ୍ଠା ବାସୀ ମାଁ ଙ୍କୁ ଭାବପୂର୍ଣ୍ଣ ବିଦାୟ ଜଣାଇଛନ୍ତି ।…
Read More...