ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୩।

ଭୁବନେଶ୍ବର ୨୮/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୩ ପଜିଟିଭ ସଂଖ୍ୟା ୧୨,୮୭,୫୧୨ ଚିହ୍ନଟ ହୋଇଛନ୍ତି ୧୨,୭୭,୯୨୧ ଜଣ ସୁସ୍ଥ ହୋଇଥିବା ବେଳେ ୪୧୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୧୯ ଜଣଙ୍କର ମୃତ୍ୟୁ ଘଟିଛି…
Read More...

ବାଲିଗୁଡା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ: ସଭାପତି ହେଲେ ହରିଶ୍ଚନ୍ଦ୍ର ସମ୍ପାଦକ ହେଲେ କ୍ଷମା ସାଗର ।

ବାଲିଗୁଡା,୨୭/୦୩(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘର ଆଗାମୀ ୨୦୨୨-୨୩ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସଭାପତି ଭାବେ ଟି.ହରିଶ୍ଚନ୍ଦ୍ର ରାଓ, ଉପସଭାପତି ଭାବେ ଅନିଲ…
Read More...

ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ବିଶ୍ୱନାଥ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ।

ବାଲିଗୁଡା,୨୭/୦୩(ପିପିଟି): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ବାଲିଗୁଡା ସ୍ଥିତ ବନବାସି ସେବା ସମିତିର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ୱନାଥ ପଟ୍ଟନାୟକ(ଆଜ୍ଞା)ଙ୍କ ଦ୍ୱାଦଶତମ ଶ୍ରାଦ୍ଧ ବାର୍ଷିକ ପାଳନ ନିମନ୍ତେ…
Read More...

ଭଞ୍ଜନଗର ଏନ୍ଏସି ରେ ବିଜେଡ଼ିର ବିଜୟ ଉତ୍ସବ ।

ଭଞ୍ଜନଗର,୨୭/୦୩(ପିପିଟି): ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ହୋଇଥିବା ନିର୍ବାଚନରେ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ବିଜେଡ଼ି ନଗରପାଳ ସମେତ ସମସ୍ତ ୧୫ଟି ୱାର୍ଡର କାଉନସିଲର ମାନେ…
Read More...

ଘୁମୁସର ତାଲୁକା ରଜକ ସମାଜର ପଞ୍ଚମ ମହା ଅଧିବେଶନ ।

ବେଲଗୁଣ୍ଠା,୨୭/୦୩(ପିପିଟି):ଆଜି ବେଲଗୁଣ୍ଠା ଠାରେ ଘୁମୁସର ତାଲୁକା ରଜକ ସମାଜର ପଞ୍ଚମ ମହା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଡମ୍ବରୁଧର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହା ଅଧିବେଶନକୁ ସନ୍ତୋଷ କୁମାର ବେହେରା…
Read More...