ମା ମହିଷାଶୁଣୀ ଦେବୀ ଆଞ୍ଚଳିକ ରଜ ମହୋତ୍ସବ ୨୦୨୩ ।

ବୋଲଗଡ଼,୧୪/୦୬,(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର କୃଷି ଭିତ୍ତିକ ଗଣପର୍ବ ରଜର ଆଗମନରେ ତାଳତୁମ୍ବ ଗ୍ରାମର ମା ମହିଷାଶୁଣୀଙ୍କ ପ୍ରାଙ୍ଗଣରେ ଆୟୋଜକ ସୁଧିର କୁମାର ନାୟକ ଓ ତାଳତୁମ୍ବ…
Read More...

କନ୍ଧମାଳରେ ଫୁଟିଲା ଗୁଳି , ଜଣେ ଗୁରୁତର ।

କନ୍ଧମାଳ,୧୪/୦୬(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଡାକପାଲା ଅଂଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି । ଗୁଳି ମାଡ଼ରେ ଡ଼ାକ ପାଲା ଅଂଚଳର ଅଜିତ ପ୍ରଧାନ ନାମକ ଜଣେ ଯୁବକ ଗୁରୁତର ହୋଇପଡିଥିବା…
Read More...

ନୂତନ ଜଗନ୍ନାଥ ବିଗ୍ରହ ସ୍ଥାପନ ପାଇଁ ଶୋଭାଯାତ୍ରା ।

ଉଲୁଣ୍ଡା ,୧୪୵୦୬(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ନୂଆଁପାଲି ( ବୁରଘାଟ) ଗ୍ରାମରେ ନୂତନ ଜଗନ୍ନାଥ ବିଗ୍ରହ ସ୍ଥାପନ ପାଇଁ ମଙ୍ଗଳବାର ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।…
Read More...

ମା’ଶାଙ୍କୁଳେଇଙ୍କ ପୀଠରେ ପିପୁଲସ୍ ହାଇସ୍କୁଲର ୧୯୮୨ର (ଏକାଦଶ)ମେଟ୍ରିକ ଛାତ୍ରଙ୍କ ବନ୍ଧୁ ମିଳନ ।

ପୋଲସରା ,୧୩/୦୬(ପିପିଟି):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଅନ୍ତରପଡା ଗ୍ରାମ ନିକଟସ୍ଥ ମା'ଶାଙ୍କୁଳାଇଙ୍କ ପୀଠ କଲ୍ୟାଣ ମଣ୍ଡପରେ ପିପୁଲସ୍ ହାଇସ୍କୁଲରେ ୧୯୮୨ ସାଲରେ ଅଧ୍ୟୟନ କରୁଥିବା (ଏକାଦଶ) ମେଟ୍ରିକ ଛାତ୍ରଙ୍କ…
Read More...

ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ୬ବଖରା ଭସ୍ମୀଭୂତ ।

ଭଞ୍ଜନଗର, ୧୨/୬(ପିପିଟି): ଭଞ୍ଜନଗର ବ୍ଲକ ବ୍ରାହ୍ମଣ ପଦର ପଞ୍ଚାୟତ ନୂଆ ପଲି ଗ୍ରାମରେ ଆଜି ସକାଳ ସାଢ଼େ ଆଠଟା ସମୟରେ ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ୬ବଖରା ଘର ପୋଡ଼ି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି।ସେଥି ମଧ୍ୟରେ ସୁର୍ଯ୍ୟ…
Read More...

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ଷ୍ଟେଟବ୍ୟାଙ୍କର ରେକର୍ଡ ଓ ଆସବାବପତ୍ର ।

କନ୍ଧମାଳ,୧୨/୦୬ (ପିପିଟି): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଭାରତୀୟ ଷ୍ଟେଟବ୍ୟାଙ୍କରେ ଅଗ୍ନିକାଣ୍ଡ। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ବ୍ୟାଙ୍କର ରେକର୍ଡ ରୁମ୍ ସମ୍ପୂର୍ଣ୍ଣ ପୋଡି ଯାଇଥିବା…
Read More...

ଜଳକଷ୍ଟ ଭୋଗୁଛନ୍ତି ପାରିଗଡ଼ ପଞ୍ଚାୟତର ପଦାସାହି ବାସିନ୍ଦା ।

ବାଲିଗୁଡା,୧୨/୦୬ (ପିପିଟି): ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳର ତାପମାତ୍ରା ୪୧ ଡିଗ୍ରୀରୁ ଅଧିକ ରହୁଥିବା ଜଣାପଡିଛି । ଅସହ୍ୟ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ…
Read More...

ବିପଦଜନକ ଅବସ୍ଥାରେ ବିଦ୍ଯୁତ ସଂଯୋଗ ।

ତିର୍ତ୍ତୋଲ,୧୨/୦୬(ପିପିଟି); ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ନନ୍ଦନ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର କୁ ଯିବା ନିମନ୍ତେ ଉଦ୍ଧିଷ୍ଟ ପୋଲ ନିକଟରେ ୧୦ଏଚ୍ କେନାଲ ବନ୍ଧ ଉପରେ ବାଉଁଶ ଖୁଣ୍ଟ ବସାଇ…
Read More...

ମାଲକାନଗିରି ଉପକାରାଗାରରେ ବିଚାରାଧିନ କଏଦୀଙ୍କ ଆତ୍ମହତ୍ଯା ।

ମାଲକାନଗିରି ,୧୦/୦୬ (ପିପିଟି):ଆଜି ମାଲକାନଗିରି ଉପକାରାଗାରରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ଯା କରିଥିବା ଜଣା ପଡିଛି Iଆତ୍ମହତ୍ଯା କରିଥିବା କଏଦୀଙ୍କ ନାମ ବିଧାନ ମିର୍ଦ୍ଧା ବୋଲି ଜଣା ପଡିଛି Iକାଲିନେଳା ଥାନା…
Read More...

ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଘେରାଉ ।

କନ୍ଧମାଳ,୧୦/୦୬ (ପିପିଟି): କନ୍ଧମାଳ ଜିଲ୍ଲାରେ ଗ୍ରେଡ଼ ୩କୁ ପଦୋନ୍ନତି ପାଇଥିବା ୪୪୨ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରୁ ୩୧୫ ଜଣଙ୍କ କାଉନସେଲିଂ ଚାଲିଥିବା ବେଳେ, ବିଭିନ୍ନ କାରଣ ଦର୍ଶାଇ ସେଥିରୁ ୧୧୬ ଜଣ ଶିକ୍ଷକ…
Read More...