ସ୍ବର୍ଗତ ପ୍ରଫୁଲ୍ଲ କରଙ୍କ ବିୟୋଗ ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି : ଇଂ ତାରାପ୍ରସାଦ ।

ଯାଜପୁର,୧୮/୦୪(ପିପିଟି) : ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ବିୟୋଗରେ ଲେଖକ ଇଂ ତାରାପ୍ରସାଦ ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି । ମିଶ୍ର କହିଛନ୍ତି ସ୍ବର୍ଗତ କରଙ୍କ ବିୟୋଗ ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ।…
Read More...

ଝୁଲନ୍ତା ମୃତ ଦେହ ଉଦ୍ଧାର ।

ଭଞ୍ଜନଗର,୧୮/୦୪(ପିପିଟି) : ଭଞ୍ଜନଗର ଥାନା ଅଧୀନ ଭଞ୍ଜନଗର ଧୋବାତଇଲା ଗ୍ରାମ ନିକଟ ଏକ ଆମ୍ବ ଗଛରୁ ସୋମବାର ସନ୍ଧ୍ୟାରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଧୋବାତଇଲା ଗ୍ରାମର ପରମା ମଳିକ…
Read More...

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ।

ଯାଜପୁର,୧୮/୦୪(ପିପିଟି) : ଦୀର୍ଘ ୨ ବର୍ଷ ହେଲା କରୋନା ମହାମାରା ଯୋଗୁ ପ୍ରତ୍ୟେକ୍ଷ ଭାବେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । ରାଜ୍ୟ ସରକାରଙ୍କ ନିଷ୍ପି ମୁତାବକ ତା ୧୮ା୪ା୨୦୨୨ ରିଖ ଠାରୁ ଏହା ଚାଲୁ ରହିବ ।…
Read More...

ଭଞ୍ଜନଗର ଠାରେ ବିଜେପି ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ।

ଭଞ୍ଜନଗର,୧୮/୦୪(ପିପିଟି): ସର୍ବ ଭାରତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ଼ାକରାରେ ଏପ୍ରିଲ ୧୮ତାରିଖରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଠାରେ ମଧ୍ୟ…
Read More...

ଜିଲ୍ଲାର ଦିବ୍ୟାଙ୍ଗମାନଙ୍କ ସକାଶେ ‘ଦିବ୍ୟାଙ୍ଗଜନ ସମାଧାନ’ ରେ ଅଭିଯୋଗ ଶୁଣାଣୀ ।

ଛତ୍ରପୁର,୧୮/୦୪(ପିପିଟି): ଗଞ୍ଜାମ ଜିଲ୍ଲାର ସମସ୍ତ ଦିବ୍ୟାଙ୍ଗ ମାନଙ୍କ ହିତ ନିମନ୍ତେ ଆଜି ଅନୁଷ୍ଠିତ ହୋଇଥିବା ଅଭିଯୋଗ ଶୁଣାଣୀ କକ୍ଷରେ ପ୍ରାଥମିକତା ଭିତ୍ତିରେ ୧୦.୦୦ଘ. ରୁ ୧୧.୦୦ଘ. ପର୍ଯ୍ୟନ୍ତ ସର୍ବ ପ୍ରଥମେ ଦିବ୍ୟାଙ୍ଗ…
Read More...

କନ୍ଧମାଳରେ ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ, ୨୭ ଜଣଙ୍କର ଶୁଣାଣି ହେଲା ।

କନ୍ଧମାଳ,୧୮/୦୪(ପିପିଟି): ଦୀର୍ଘ ଦୁଇ ବର୍ଷ ପରେ ସୋମବାର ଦିନ ଖୋଲିଛି କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ । ଯାହାକୁ ନେଇ ଜିଲ୍ଲାବାସୀ ଖୁସି ବ୍ୟକ୍ତ କରିଛନ୍ତି । ସେହିପରି ସୋମବାର ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୩।

ଭୁବନେଶ୍ବର ୧୮/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୩ ପଜିଟିଭ ସଂଖ୍ୟା ୧୨,୮୭,୯୩୫ ଚିହ୍ନଟ ହୋଇଛନ୍ତି ୧୨,୭୮,୬୫୨ ଜଣ ସୁସ୍ଥ ହୋଇଥିବା ବେଳେ ୧୦୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୨୩ ଜଣଙ୍କର ମୃତ୍ୟୁ ଘଟିଛି…
Read More...

ଜନ ସଚେତନତା ଯୋଗୁଁ ଅପରାଧ ରୋକିବା ସମ୍ଭବ ।

ଭଞ୍ଜନଗର,୧୭/୦୪(ପିପିଟି): ପରିବର୍ତ୍ତନଶୀଳ ଦୁନିଆରେ ଲୋକ ମାନେ ଡିଜିଟାଲ୍ ଯୁଗ ଆଡକୁ ଅଗ୍ରସର ହେଉଥିବା ବେଳେ ଅନେକ ଅସାବଧାନତା ବଶତ ଏଥିରେ ନିଜର ସର୍ବଶ୍ବ ହରାଇ ମଧ୍ୟ ବସୁଛନ୍ତି। ବର୍ତ୍ତମାନ ସାଇବର ଅପରାଧ ସମସ୍ତଙ୍କ…
Read More...

ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଛ ଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର,୧୭/୦୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ବିଧାନସଭା ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ…
Read More...

ସ୍ବର୍ଗତ ବିଜୁବାବୁଙ୍କ ପୁଣ୍ୟତିଥି ରେ ଦୀପଦାନ ।

କୋଦଳା,୧୭/୦୪(ପିପିଟି): ବିଜୁବାବୁ ଥିଲେ କଳିଙ୍ଗବୀର, ମାଟିର ମୂର୍ତ୍ତିକାର, ଆଧୁନିକ ଓଡ଼ିଶାର କାରିଗର, ଭାରତର ଗୌରବ ତଥା ଇଣ୍ଡୋନେସିଆର ଭୂମିପୁତ୍ର, କୋଟି ଓଡ଼ିଆଙ୍କ ଜନନାୟକ, ଝଡର ଇଗଲ, ମୁକୁଟ ବିହୀନ ସମ୍ରାଟ । ଆଜିର…
Read More...