ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ:୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ।

ବାଲିଗୁଡା,୨୨/୦୪(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଋତୁଙ୍ଗିଆ ପଞ୍ଚାୟତ ନିକଟସ୍ଥ ଗଣ୍ଡମୁଣ୍ଡା ଘାଟିର ଏକ ବୁଲାଣି ରେ ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ବସ୍‌ଟି ଖସି ପଡ଼ିଥିବା ସୂଚନା ମିଳିଛି । ପ୍ରକାଶ…
Read More...

ଘରୋଇ ବସରୁ ଗଞ୍ଜେଇ ଜବତ; ଜଣେ ଗିରଫ ।

ଭଞ୍ଜନଗର,୨୨/୦୪(ପିପିଟି): ଭଞ୍ଜନଗର ଥାନା ଅଧୀନ ଫରେଷ୍ଟ ଗେଟ୍ ନିକଟରୁ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ ଏକ ଘରୋଇ ବସରୁ ଗଞ୍ଜେଇ ଜବତ କରାଯାଇଛି। ବାଲିଗୁଡାରୁ ଭୂବନେଶ୍ବର ଅଭିମୁଖେ ଯାଉଥିବା ଏକ ଘରୋଇ…
Read More...

ଉଢୁରା ବିଦ୍ୟାଳୟରେ ଶିକ୍ଷକ ଅଭିବାବକ ସମ୍ମିଳନୀ ଓ ନୂତନ ପରିଚାଳନା କମିଟି ଗଠନ ।

ବେଲଗୁଣ୍ଠା,୨୨/୦୪(ପିପିଟି): ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଉଢୁରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭିବାବକ ସମ୍ମିଳନୀ ଏବଂ…
Read More...

ସଟ୍‌ ସର୍କିଟରେ ନିଆଁ ଲାଗି ବହୁ ଜିନିଷ ପୋଡି ନଷ୍ଟ ।

ବାଲିଗୁଡା,୨୨/୦୪(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୂଜାରୀ ସାହିରେ ପ୍ରଫୁଲ ଦାଶଙ୍କ ଘରେ ଭଡା ରହୁଥିବା ଜଣେ ଶିକ୍ଷକ ଘରେ ସଟ୍‌ ସର୍କିଟରେ ନିଆଁ ଲାଗି ବହୁ ଜିନିଷ ପୋଡି ନଷ୍ଟ ହୋଇଯାଇଛି । ଭଡାରେ ରହୁଥିବା ଶିକ୍ଷକ…
Read More...

ଖଜୁରୀପଡ଼ା ଠାରେ ଡାକମେଳା ଅନୁଷ୍ଠିତ ।

କନ୍ଧମାଳ,୨୨/୦୪(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀ ଡାକମଣ୍ଡଳ ତରଫରୁ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଖଜୁରୀପଡ଼ା ବ୍ଲକ ଠାରେ ଏକ ଡାକମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଫୁଲବାଣୀ ଡିଭିଜନର ଏଏସପି ସୁଧାଂଶୁ ଶେଖର…
Read More...

ସାମ୍ବାଦିକଙ୍କ ବିୟୋଗରେ ଶୋକ।

ପୋଲସରା,୨୨/୦୪(ପିପିଟି):ଯୁବ ସାମ୍ବାଦିକ ଶିବରାମ ଡାକୁଆଙ୍କ ବିୟୋଗରେ ଗୁରୁବାର ଦିନ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ବ୍ରାହ୍ମଣ ସାହିରେ ଅନୁଷ୍ଠିତ ଶୋକସଭା ଆରମ୍ଭରେ ଜ୍ୟୋତି ରଞ୍ଜନ ଆଚାରି ଶୋକ ପ୍ରସ୍ତାବ ଆଗତ କରିବା ପରେ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୧।

ଭୁବନେଶ୍ବର ୨୨/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧ ପଜିଟିଭ ସଂଖ୍ୟା ୧୨,୮୭,୯୭୯ ଚିହ୍ନଟ ହୋଇଛନ୍ତି ୧୨,୭୮,୭୦୧ ଜଣ ସୁସ୍ଥ ହୋଇଥିବା ବେଳେ ୧୦୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୨୪ ଜଣଙ୍କର ମୃତ୍ୟୁ ଘଟିଛି…
Read More...

ଶିକ୍ଷା ସଚେତନତା ରଥକୁ ଗାଙ୍ଗପୁର କ୍ଲଷ୍ଟର୍ ପକ୍ଷରୁ ଭବ୍ୟ ସ୍ୱାଗତ ।

ବେଲଗୁଣ୍ଠା,୨୧/୦୪(ପିପିଟି): କରୋନା ସମୟରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ସହ କୋମଳମତି ଛାତ୍ରଛାତ୍ରୀ ବେଶ ପ୍ରଭାବିତ ହୋଇଛନ୍ତି । ଏହି ପରିସ୍ଥିତିରେ ରାଜ୍ୟରେ ପ୍ରାଥମିକ ଶିକ୍ଷା ପ୍ରତି…
Read More...

ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କୀତ ସଚେତନତା କର୍ମଶାଳା ଅନୁଷ୍ଠିତ ।

କନ୍ଧମାଳ,୨୧/୦୪(ପିପିଟି): କନ୍ଧମାଳ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଫୁଲବାଣୀ ସ୍ଥିତ ଆଇଟିଡିଏ ସଭା ଗୃହ ଠାରେ ଫୁଲବାଣୀ, ଫିରିଙ୍ଗିଆ, ଖଜୁରୀପଡା,ଚକାପାଦ,ଟିକାବାଲି ଓ ଜି ଉଦୟଗିରି ୬ଟି ପଞ୍ଚାୟତ ସମିତର…
Read More...